Daily Archives

September 10, 2021

ସୂର୍ଯ୍ୟରେ ଉଠୁଥିବା ଝଡ ଇଣ୍ଟରନେଟ ପାଇଁ ଆଣିବ ଏମିତି ବିପଦ, ଜାଣନ୍ତୁ କ’ଣ କହୁଛନ୍ତି ବୈଜ୍ଞାନିକ

କନକ ବ୍ୟୁରୋ : ଧରିତ୍ରୀର ଚୁମ୍ବକୀୟ କ୍ଷେତ୍ର ସୂର୍ଯ୍ୟଠାରୁ ଆସୁଥିବା ବିପଦପୂର୍ଣ୍ଣ ବିକିରଣରୁ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ । ମାତ୍ର ବୈଜ୍ଞାନିକମାନେ ମାନିଛନ୍ତି କି ସୂର୍ଯ୍ୟ ନିକଟରେ ସୃଷ୍ଟି ହେଉଥିବା ଝଡର ପ୍ରଭାବ ସାଟେଲାଇଟ ଟେକ୍ନୋଲୋଜି ଉପରେ ପଡିପାରେ । ବୈଜ୍ଞାନିକମାନେ…

ଦୁଷ୍ମନ୍ତଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇ ଥିଲା କିଏ? ଭୁବନେଶ୍ୱର ଯିବା ପୂର୍ବରୁ ମା’ଙ୍କୁ କଣ କହିଥିଲେ ଦୁଷ୍ମନ୍ତ?

କନକ ବ୍ୟୁରୋ : ଜୀବନ  ଯନ୍ତ୍ରଣା ପାଲଟି ଯିବା ପରେ ସହାୟତା ପାଇଁ ବାରମ୍ବାର ଗୁହାରି କରୁଥିଲେ ଦୁଷ୍ମନ୍ତ । ଚିଠି ଲେଖୁଥିଲେ, ଟୁଇଟ୍ କରୁଥିଲେ । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ଫାଇଭ୍ ଟିକୁ ଟୁଇଟ୍ କରି ଏସସିବି ମେଡିକାଲ କଲେଜର ଅବହେଳା କଥା କହୁଥିଲେ । ଦୁଷ୍ମନ୍ତଙ୍କ ଶେଷ…

ଖର୍ଚ୍ଚ ହେଉଛି ଅଧିକ ଟଙ୍କା, ହେଲେ କାହିଁକି ରାଙ୍କିଂରେ ପଛରେ ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନ?

କନକ ବ୍ୟୁରୋ : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର୍ୟାଙ୍କିଙ୍ଗ ଫ୍ରେମୱର୍କ ତାଲିକାରେ ପଛରେ ପଡିଛନ୍ତି ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନ । କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଥିଲେ ବି ସାମଗ୍ରିକ ବର୍ଗରେ କେବଳ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଛାଡି ଭଲ ପ୍ରଦର୍ଶନ…

ସୁନା ପଦକ ମୋ ପ୍ରଥମ ବିବାହ… ଏମିତି କାହିଁକି କହିଲେ ପ୍ରମୋଦ ?

କନକ ବ୍ୟୁରୋ: ଟୋକିଓରୁ ସୁନା ପଦକ ନେଇ ଫେରିବା ପରେ ସ୍ୱର୍ଣ୍ଣ ପଦକ ପଛର କାହାଣୀ ବଖାଣିଲେ ପ୍ରମୋଦ ଭଗତ । ସଙ୍ଘର୍ଷର କାହାଣୀ କହିବା ବେଳେ ପ୍ରମୋଦ କହିଲେ ଅଲିମ୍ପିକ୍ସ ଯାଏଁ ଯାତ୍ରା ବହୁ କଷ୍ଟକର ଥିଲା । ସୁନା ଜିତିବା ପାଇଁ ମୋ ମନରେ ଝଡ ଉଠୁଥିଲା, ପଦକ ଜିତିବା ପରେ ଶାନ୍ତ ହେଲା । ମନରୁ…

ବଢ଼ିବନି ଦେବୀ ମୂର୍ତି ଉଚ୍ଚତା, ବଳବତର ରହିବ ପାର୍ବଣ କଟକଣା । ଜାଣନ୍ତୁ କେମିତି ପାଳିତ ହେବ ଦୁର୍ଗାପୂଜା?

କନକ ବ୍ୟୁରୋ : ସରକାର ଓ ଶାନ୍ତି କମିଟି ମଧ୍ୟରେ ଆଲୋଚନା ପରେ ଅନୁମାନ କରାଯାଉଥିଲା ଆସନ୍ତା ଦୁର୍ଗା ପୂଜା ପାଇଁ କଟକଣାରେ କିଛିଟା କୋହଳ କରିପାରନ୍ତି ସରକାର । ହେଲେ, ସେଭଳି କିଛି ହୋଇନାହିଁ । ଅଗଷ୍ଟ ମାସରେ ଜାରି କରାଯାଇଥିବା କୋଭିଡ୍ କଟକଣାକୁ ବଳବତ୍ତର ରଖିବାକୁ ଘୋଷଣା କରିଛନ୍ତିି…

ଗଜାନନଙ୍କ ହୋମରେ କର୍ତ୍ତା ସାଜିଲେ ମୁସଲମାନ ଯୁବକ । ବାଣ୍ଟିଲେ ଭାଇଚାରାର ବାର୍ତ୍ତା । 

କନକ ବ୍ୟୁରୋ: ଆଜି ସାରା ଦେଶରେ କୋଭିଡ୍ କଟକଣାକୁ ମାନି ପାଳନ ହୋଇଛି ଗଣେଶ ପୂଜା । ଅଗ୍ରପୂଜ୍ୟଙ୍କ ପୂଜା କରି ଖୁସି ମନାଇଛନ୍ତି ଆବାଳବୃଦ୍ଧବନିତା । ହେଲେ ଏହାରି ଭିତରେ ଖୋର୍ଦ୍ଧାରୁ ଏପରି ଏକ ଖବର ଆସିଛି, ଯାହାକି ଆମ ଦେଶର ଭାଇଚାରାକୁ ସମସ୍ତଙ୍କ ଆଗରେ ଦେଖାଇଛି । ପ୍ରଭୁ ଗଣେଶଙ୍କ…