Daily Archives

September 10, 2021

ରାହୁଲଙ୍କ ସଭାରେ କମ୍ପିଲା ଜୟ ମାତା ଦୀ ନାରା

କନକ ବ୍ୟୁରୋ : ଦେଶରେ କଂଗ୍ରେସ ଅନେକ ଦିନହେବ କ୍ଷମତାରୁ ଦୂରେଇ ରହିଛି । କ୍ଷମତାରେ ଥିବା ବିଜେପି ଉପରେ କଂଗ୍ରେସ ବାରମ୍ବାର ଅଭିଯୋଗ ଆଣିଛି କି, ବିଜେପି ରାଜନୀତିକୁ ଧର୍ମ ସହିତ ଜଡିତ କରି ଲୋକଙ୍କ ଭାବନା ସହ ଖେଳୁଛନ୍ତି । ହେଲେ ଆଜି ଜମ୍ମୁ-କାଶ୍ମୀର ଗସ୍ତରେ ଥିବା ରାହୁଲ ଗାନ୍ଧୀ ଏକ…

ପାର୍ବଣ କଟକଣା: ପୂଜା ପେଣ୍ଡାଲରେ ବଳବତ୍ତର ରହିଲା ପୂର୍ବ କଟକଣା ।

କନକ ବ୍ୟୁରୋ: ପାର୍ବଣ ପାଇଁ କଟକଣା ଜାରି କରିଛନ୍ତି ଏସଆରସି । ପୂର୍ବ ନିର୍ଦ୍ଧାରିତ ଗାଇଡଲାଇନ ମୁତାବକ ୪ ଫୁଟ୍ ରହିବ ଦେବୀଙ୍କ ମୂର୍ତ୍ତି ଉଚ୍ଚତା । ଏଥର ବି ବଢିବନି ମୂର୍ତ୍ତିର ଉଚ୍ଚତା । ୪ ଫୁଟ ରହିବ ମାଆ ଦୂର୍ଗାଙ୍କ ମୂର୍ତ୍ତିର ଉଚ୍ଚତା । ପୂଜା କମିଟିଗୁଡ଼ିକୁ ଅନୁରୋଧ ସରକାରଙ୍କୁ…

ଏମିତି ଏକ ସୋ’ । ଯେଉଁଠି ଜିତିଲେ ହାତକୁ ଆସେ ଆସେ କୋଟି କୋଟି ଟଙ୍କା, କିନ୍ତୁ ସୋ’ ଜିତିବା ଏତେ ସହଜ ନୁହେଁ ।

କନକ ବ୍ୟୁରୋ : ଭାରତରେ ରିଅଲିଟି ଟିଭି ସୋ ପାଇଁ ଦର୍ଶକଙ୍କର ବହୁତ କ୍ରେଜ୍ ଅଛି । ଦର୍ଶକମାନେ କେବଳ ଏହି ସୋ ’ଦେଖିବାକୁ ପସନ୍ଦ କରନ୍ତି ନାହିଁ ବରଂ ପ୍ରତିଯୋଗୀ ଭାବରେ ସେଥିରେ ଅଂଶଗ୍ରହଣ କରିବାକୁ ମଧ୍ୟ ଚାହାଁନ୍ତି । ‘କୌନ ବନେଗା କରୋଡ଼ପତି’, ‘ବିଗ୍ ବସ୍’, ‘ଇଣ୍ଡିଆନ୍ ଆଇଡଲ୍’ ଏବଂ ‘ଫିୟର…

ସୁନାପୁଅ ପ୍ରମୋଦ ଭଗତଙ୍କୁ ମିଳିଲା ୬ କୋଟି । ଗ୍ରୁପ ‘ଏ’ ସ୍ତରର ଚାକିରି ବି ଦେଲେ ରାଜ୍ୟ ସରକାର ।

କନକ ବ୍ୟୁରୋ: ପ୍ରମୋଦଙ୍କୁ ମିଳିଲା ୬ କୋଟି । ଟୋକିଓ ପାରାଲିମ୍ପିକ୍ସରୁ ସୁନା ନେଇ ଫେରିବା ପରେ ପ୍ରମୋଦ ଭଗତଙ୍କୁ ୬ କୋଟି ପ୍ରଦାନ । ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରି ୬ କୋଟି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ହକି ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା…

ବିନା ମ୍ୟାଚ ଖେଳି ବିଜୟୀ ହେବାକୁ ପ୍ରୟାସ କରିଥିଲା ଇଂଲଣ୍ଡ । ବିସିସିଆଇ ଦେଲା ଭିନ୍ନ ପ୍ରସ୍ତାବ, ଏବେ ଆସନ୍ତା ବର୍ଷକୁ…

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ ରଦ୍ଦ ହେବା ପରେ ସିରିଜର ଫଳାଫଳକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଥିଲା । ସିରିଜର ଫଳାଫଳ କିଭଳି ନିର୍ଣ୍ଣୟ କରାଯିବ ତାହାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଲା । ଏପରିକି ଭାରତୀୟ ଦଳ ମ୍ୟାଚ୍ ଖେଳିବାକୁ ଅସମର୍ଥ ଥିବାରୁ ବିନା ଖେଳରେ ଏହି…

ପ୍ରଧାନମନ୍ତ୍ରୀଙ୍କ କରୋନା ସମୀକ୍ଷା ବୈଠକ, ଟିକାକରଣ ଓ କଟକଣା ଉପରେ ବିସ୍ତୃତ ଆଲୋଚନା

କନକ ବ୍ୟୁରୋ : କରୋନାର ତୃତୀୟ ଲହର ଆଶଂକା ଏବେ ଟଳି ନାହିିଁ । ଏହାକୁ ନଜରରେ ରଖି ଦେଶରେ ତୀବ୍ର ଗତିରେ ଚାଲିଛି କରୋନା ବିରୋଧରେ ଟକାକରଣ ଅଭିଯାନ । ସେପଟେ ଆଗକୁ ଆସୁଛି ପାର୍ବଣ ଋତୁ । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରୋନା ସମୀକ୍ଷା ନେଇ ଏକ ଉଚ୍ଚସ୍ତରୀୟ ବୈଠକ…