Daily Archives

August 29, 2021

କାବୁଲ ଏୟାରପୋର୍ଟ ନିକଟରେ ପୁଣି ବିସ୍ଫୋରଣ । ଆତଙ୍କବାଦୀଙ୍କ ଆକ୍ରମଣରେ ପୁଣି ଥରିଲା କାବୁଲ । ସତ ହେଲା ଆମେରିକାରର…

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଯାହା ଆଶଙ୍କା କରୁଥିଲେ ପୁଣି ତାହା ହିଁ ସତ ହୋଇଛି । ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ହମିଦ୍ କାରଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣରେ ଥରି ଉଠିଛି କାବୁଲ ସହର । ଅନ୍ତର୍ଜାତୀୟ ଗଣମାଧ୍ୟମର…

ପୁଣି ଥରିଲା କାବୁଲ । ସତ ହେଲା ଆମେରିକାର ଆକଳନ, କାବୁଲ ବିମାନ ବନ୍ଦର ନିକଟରେ ବିସ୍ଫୋରଣ

କନକ ବ୍ୟୁରୋ : କାବୁଲ ବିମାନବନ୍ଦର ନିକଟରେ ପୁଣି ଆତଙ୍କବାଦୀମାନେ ବିସ୍ଫୋରଣ କରିଛନ୍ତି । ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ ଅନେକ ଦୂର ପର୍ଯ୍ୟନ୍ତ ଏହି ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା । ଏହି ବିସ୍ଫୋରଣରେ କେତେ କ୍ଷୟକ୍ଷତି ହୋଇଛି ଏହାର ସ୍ପଷ୍ଟ ଚିତ୍ର ଆସିପାରି ନାହିଁ । କାବୁଲ ବିମାନ…

ସଂଯୁକ୍ତ କିଷାନ ମୋର୍ଚ୍ଚାର ଘୋଷଣା, ସେପ୍ଟେମ୍ବର ୨୫ ଭାରତ ବନ୍ଦ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି କୃଷକମାନେ ୯ ମାସ ହେବ ଧାରଣାରେ ବସିଛନ୍ତି । ଏହାରି ମଧ୍ୟରେ କୃଷକ ସଂଗଠନର ନେତା ଓ ସରକାରଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲେ ବି କିଛି ବି ନିଷ୍କର୍ସ ବାହାରିପାରି ନାହିଁ । ସେପଟେ କୃଷକ ଆନ୍ଦୋଳନକୁ…

ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ହାଇଜମ୍ପରେ ଭାରତୀୟ ଖେଳାଳି ନିଷାଦ କୁମାର ଜିତିଲେ ରୌପ୍ୟ ।

କନକ ବ୍ୟୁରୋ: ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ପଦକ । ହାଇଜମ୍ପରେ ଭାରତୀୟ ଖେଳାଳି ନିଷାଦ କୁମାର ରୌପ୍ୟ ପଦକ ଜିତିବା ସହ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ଏବେସୁଦ୍ଧା ୨ରେ ପହଞ୍ଚିଛି । ତେବେ ଆଜି ମ୍ୟାଚରେ ନିଷାଦ ଦମଦାର ପ୍ରଦର୍ଶନ କରିଥିଲେ ।…

ପୂର୍ବତନ ଉପ ରାଷ୍ଟ୍ରପତିଙ୍କ ଟ୍ୱିଟକୁ ଡରିଗଲା ତାଲିବାନ, ପଞ୍ଜଶୀର ଉପତ୍ୟାକାରେ ଇଣ୍ଟରନେଟ୍ ବନ୍ଦ

କନକ ବ୍ୟୁରୋ : ଆତଙ୍କବାଦର କୌଣସି ସଜ୍ଞା ନାହିଁ । ଆତଙ୍କବାଦୀଙ୍କ ପାଖରେ କିଛି ଶକ୍ତି ନାହିଁ । ସେମାନେ କେବଳ ଧର୍ମ ଓ ଜାତି ନାମରେ ମାନବ ସଭ୍ୟତା ଭିତରେ ବିଶୃଙ୍ଖଳା ସୃଷ୍ଟିକରିବା ଜାଣନ୍ତି । ସେମାନଙ୍କ ନିଜ ଶକ୍ତି ଠାରୁ ବାହ୍ୟ ଶକ୍ତି ଉପରେ ଅଧିକ ନିର୍ଭରଶୀଳ ହୋଇଥାନ୍ତି । ତାହାର…

ଆଫଗାନରେ ଜୀବନ ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ପିଲାଙ୍କୁ ବଞ୍ଚାଇବାକୁ ସୈନ୍ୟ ହାତକୁ ଟେକି ଦେଉଛନ୍ତି ଅସହାୟ…

କନକ ବ୍ୟୁରୋ: କାବୁଲକୁ ତାଲିବାନ କବଜା କରିବା ପରେ ଆଫଗାନିସ୍ତାନରେ ଚାଲିଛି ଏକଛତ୍ରବାଦୀ ଶାସନ । ତାଲିବାନୀଙ୍କ ଆତଙ୍କରେ ତ୍ରାହିତ୍ରାହି ଡାକୁଛନ୍ତି ଆଫଗାନବାସୀ । ତାଲିବାନୀ ରାଜୁତି ପରେ ବିଗତ ଦଶ ଦିନ ହେବ ଆଫଗାନୀସ୍ତାନରୁ ଆସୁଛି ଭିନ୍ନ ଭିନ୍ନ ଖବର । ଯାହା ସମସ୍ତଙ୍କୁ ବ୍ୟଥିତ କରିଛି ।…