Daily Archives

August 12, 2021

ପ୍ରବଳ ବିରୋଧ ପରେ ଇଣ୍ଡୋନେସିଆ ସେନାର ମହିଳା କ୍ୟାଡେଟଙ୍କୁ ଆଶ୍ୱସ୍ତି, ସେନା ବନ୍ଦ କଲା କୁମାରୀତ୍ୱ ପରୀକ୍ଷା

କନକ ବ୍ୟୁରୋ : ବହୁ ବାଦ ବିବାଦ ଓ ପ୍ରବଳ ବିରୋଧ ପରେ ଇଣ୍ଡୋନେସିଆ ସେନାରେ ମହିଳା କ୍ୟାଡେଟଙ୍କ ପାଇଁ ପ୍ରଚଳିତ ଥିବା କୁମାରୀତ୍ୱ ପରୀକ୍ଷା ପ୍ରକ୍ରିୟାକୁ ହଟାଇ ଦିଆଯାଇଛି । ବିଭିନ୍ନ ମହଲରୁ ଏହି ନିୟମକୁ ବିରୋଧ କରାଯିବା ପରେ ଏଭଳି ନିଷ୍ପତ୍ତି ନେଇଛି ଇଣ୍ଡୋନେସିଆ ସେନା । ଏନେଇ…

ମୁଁ କାହିଁକି ହେଲି ବାଉଁଶରାଣୀ? ଛତିଶଗଡରୁ ଆସି ଓଡିଶାରେ ଖେଳ ଦେଖାଉଛି ୮ ବର୍ଷର ଅନୁସୂୟା

କନକ ବ୍ୟୁରୋ: ପେଟର ଭୋକ ମଣିଷକୁ ଯେ କୈାଣସି ସ୍ତରକୁ ନେଇଯାଏ । ସବୁ କିଛି କରିବାକୁ ବାଟ ଦେଖାଏ । ଆଜି ଏହିଭଳି ଏକ ଘଟଣା ଦେଖିବା ସୁନ୍ଦରଗଡରୁ । କିଭଳି ପେଟର ଭୋକ ଆଗରେ ହାର ମାନିଛି ବୟସ । ବଚିଂବା ପାଇଁ କିଭଳି ରାଜ୍ୟରୁ ରାଜ୍ୟ ଯାଇ ଖେଳ ଦେଖାନ୍ତି ବାଉଁଶ ରାଣୀ । ସୁନ୍ଦରଗଡରୁ ଦେଖନ୍ତୁ…

ଖୋର୍ଦ୍ଧା ରାଜସୁନାଖଳାର ପ୍ରଦୀପ କିଶୋର ମହାପାତ୍ରଙ୍କୁ ପରିଚୟ ଦେଇଛି ଖୋକା ଭାଇଙ୍କ ସଂଗୀତ । ରେଡିଓକୁ ଗୁରୁ କରି…

କନକ ବ୍ୟୁରୋ: ଓଡ଼ିଶାର ଚିର ସବୁଜ ସଙ୍ଗୀତ କାର ଅକ୍ଷୟ ମହାନ୍ତି ବା ଖୋକା ଭାଇ ଯାହାଙ୍କ କଣ୍ଠ ସ୍ୱରର ପ୍ରତେକ ଟି ସଙ୍ଗୀତ ଏବେ ବି ମନ୍ତ୍ରମୁଗ୍ଧ କରେ ପ୍ରତେକଙ୍କୁ। ତାଙ୍କରି ସଙ୍ଗୀତ ସବୁକୁ ତାଙ୍କ କଣ୍ଠ ସ୍ୱରରେ ଗାଈ ଚର୍ଚ୍ଚା ରେ ରାଜସୁନାଖଳା ର ପ୍ରଦୀପ୍ତ କିଶୋର। ଖୁବ୍ ସୁନ୍ଦର ଭାବେ…

ଅନୁଗୁଳ ସହରରେ ମିଳୁଥିବା ପାଉଁରୁଟିକୁ ନେଇ ଅସନ୍ତୁଷ୍ଟ ଗ୍ରାହକ । ବ୍ରେଡରେ ଏକ୍ସପାରୀ ଡେଟ୍ ନଥିବାରୁ ଜଣା ପଡୁନି ବାସି…

କନକ ବ୍ୟୁରୋ: ବ୍ରେଡରେ ଲେଖା ହେଉନି ଏକ୍ସପାୟରି ତାରିଖ। ଲାଭ ଲୋଭର, ଖେଳରେ ଗ୍ରାହକ। ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେଉଛି ଖାଦ୍ୟ ପଦାର୍ଥ। ଅର୍ଥ ଦେଇ ଅଖାଦ୍ୟ ଖାଇବାକୁ ପଡୁଛି ଗ୍ରାହକଙ୍କୁ। ଲାଭ କଥା ଚିନ୍ତା କରୁଛନ୍ତି ପ୍ରସ୍ତୁତକାରୀ ସଂସ୍ଥା। ଜିଲ୍ଲା ଜନସ୍ଵାସ୍ଥ୍ୟ ବିଭାଗର ଯାଞ୍ଚ…

ବୁର୍ଲା ଭୀମସାର ରକ୍ତ ଭଣ୍ଡାରରେ ରକ୍ତ ସଂକଟ । ମହାମାରୀ ପାଇଁ ହୋଇପାରୁନି ରକ୍ତ ସଂଗ୍ରହ, ସମ୍ପର୍କୀୟଙ୍କୁ ଡାକିଲେ…

କନକ ବ୍ୟୁରୋ : ବୁର୍ଲା ଭୀମସାର ରକ୍ତ ଭଣ୍ଡାରରେ ରକ୍ତ ସଂକଟ । ରକ୍ତ ପାଇଁ ରୋଗୀଙ୍କୁ ସାଙ୍ଗରେ ରକ୍ତଦାତା ଆଣିବାକୁ ପଡୁଛି । ସେପଟେ କରୋନା ଯୋଗୁଁ ରକ୍ତଦାନ ଶିବିର ପୂର୍ବ ପରି ଆୟୋଜନ ହୋଇପାରୁନଥିବାରୁ ସାଂଘାତିକ ସ୍ଥିତି ଉପୁଜିଲାଣି । ଭୀମସାର ପାଇଁ ଦିନକୁ ଦରକାର ପଡେ ପ୍ରାୟ ୮୦ରୁ ୯୦…

ନବରଙ୍ଗପୁର ଅର୍ଜୁନଗୁଡା ଗାଁରେ ଅଭାବନୀୟ ଘଟଣା । ନିଶାଶକ୍ତ ଅବସ୍ଥାରେ ୩ ବର୍ଷର ପୁଅକୁ ମାରିବା ପରେ ଆତ୍ମହତ୍ୟା କରିଛି…

କନକ ବ୍ୟୁରୋ: ମଦ ଉଜାଡି ଦେଲା ପରିବାର । ଏକାଥରେ ବାପା ଓ କୁନି ପୁଅର ଜୀବନ ନେଇ ଯାଇଛି ନିଆଁଗିଳା ମଦ । ନବରଙ୍ଗପୁରରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ନିଶାଶକ୍ତ ଅବସ୍ଥାରେ ୩ ବର୍ଷର କୁନି ପୁଅକୁ ମାରିବା ପରେ ଆତ୍ମହତ୍ୟା କରିଛି ମଦୁଆ ବାପା । ଝରିଗାଁ ଥାନା ଅନ୍ତର୍ଗତ ଅର୍ଜୁନଗୁଡା…