Daily Archives

August 12, 2021

ପାର୍କ ପାଲଟିଛି ଡେଙ୍ଗୁ ମଶାଙ୍କ ଉତ୍ପତ୍ତିସ୍ଥଳ! ପଚାପାଣିରୁ ଜନ୍ମ ନେଉଛନ୍ତି, ଡଷ୍ଟବିନରେ ଭଣ ଭଣ ହେଉଛନ୍ତି ।

କନକ ବ୍ୟୁରୋ : ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ଥମିବା ନାଁ ନେଉନାହିଁ। ଡେଙ୍ଗୁ ମଶା ଉତ୍ପତ୍ତିସ୍ଥଳ ଓ ଲାର୍ଭା ନଷ୍ଟ କରିବାକୁ ବିଏମସି ଲାଗି ପଡ଼ିଛି। ବସ୍ତି ଓ କଲୋନି ବୁଲିବୁଲି ମଶା ବଢ଼ୁଥିବା ସ୍ଥାନ ଖୋଜିଖୋଜି ବିଏମସି ଏହି ଅପରେସନ୍ ଚଳାଇଛି। ମାତ୍ର ଲକଡାଉନ୍ କାରଣରୁ ଦୀର୍ଘ ଦିନ ଧରି…

ଶ୍ରୀନଗରରେ ବିଏସଏଫ୍ ଗାଡି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ଗୁଳି ବିନିମୟ ଜାରି

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ଶ୍ରୀନଗର ଠାରେ ପୁଣି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିଛନ୍ତି । ଗୁରୁବାର ଦିନ ବିଏସଏଫର ଏକ ଗାଡି ଉପରେ ଆତଙ୍କାବାଦୀମାନେ ଆକ୍ରମଣ କରିଛନ୍ତି । ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୩ ଜଣ…

ବ୍ୟାପମ ଘୋଟାଲାର ଯାଂଚ ବନ୍ଦ କରାଇଲେ ମଧ୍ୟପ୍ରଦେଶ ସରକାର । କଂଗ୍ରେସ ସରକାର ସମୟରେ ଦାଖଲ ହୋଇଥିଲା ୧୬ ମାମଲା

କନକ ବ୍ୟୁରୋ : ମଧ୍ୟପ୍ରଦେଶର ସବୁଠାରୁ ବଡ ନିଯୁକ୍ତି ଦୁର୍ନିତୀ ବ୍ୟାପମର ଯାଂଚ ବନ୍ଦ କରିଛନ୍ତି ମଧ୍ୟପ୍ରଦେଶ ସରକାର । ଏହି ମାମଲାରେ କଂଗ୍ରେସ ସରକାର ଯାଂଚ କରି ୧୬ ଟି ମାମଲା ରୁଜୁ କରିଥିଲା । ଏବେ ବିଜେପି ସରକାର ଏହି ଫାଇଲକୁ ବନ୍ଦ କରାଇଛନ୍ତି । କହିରଖୁ କି ଏହା ପୂର୍ବରୁ ମଧ୍ୟପ୍ରଦେଶ…

ଆସନ୍ତା ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ ବର୍ଷା । ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି, ଜାଣନ୍ତୁ…

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଏହି ୫ଟି ଜିଲ୍ଲା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ନବରଙ୍ଗପୁର ଓ କୋରାପୁଟ ଆଦି ଜିଲ୍ଲା ରହିଛି। ଏହି ଜିଲ୍ଲାଗୁଡ଼ିକୁ…

ହିମାଚଳପ୍ରଦେଶ ଭୁସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି । ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଗତକାଲି କିନ୍ନୋର ଜିଲ୍ଲାର ନିଗୁଲସରିରେ ଅଚାନକ ବଡ଼ ବଡ଼ ପଥର ଖଣ୍ଡ ରେକଙ୍ଗ୍‌ ପିଓ-ଶିମ୍‌ଲା ଜାତୀୟ ରାଜପଥରେ ପଡ଼ିବା ଦ୍ବାରା ଯାତ୍ରୀ ବସ୍‌, ଟ୍ରକ୍‌ ଏବଂ କେତେକ କାର୍‌ ପୋତି ହୋଇଯାଇଥିଲା। ଏନେଇ ଖବର ମିଳିବା ପରେ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଆଇଟିବିପି, ସ୍ଥାନୀୟ ପୁଲିସ ଏବଂ…

ଗତକାଲି ରାଜ୍ୟସଭାରେ କ’ଣ ଘଟିଥିଲା ସାମ୍ନାକୁ ଆସିଲା ସିସିଟିଭି ଭିଡିଓ : ବିରୋଧୀଙ୍କ ଅଭିଯୋଗ, ବାହାରୁ ମାର୍ଶାଲ ଆଣି…

କନକ ବ୍ୟୁରୋ : ପାର୍ଲାମେଂଟ ମୌସୁମୀ ଅଧିବେଶନର ଶେଷଦିନରେ ରାଜ୍ୟସଭାରେ ଯାହା ହେଲା, ତାକୁ ନେଇ ସରକାର ଓ ବିରୋଧୀ ମୁହାଁମୁହଁ ହୋଇଛନ୍ତି । ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି, ବାହାରୁ ମାର୍ଶାଲ ଅଣାଯାଇ ବିରୋଧୀଦଳ ସଦସ୍ୟଙ୍କ ସହ ଦୁର୍ବବ୍ୟହାର କରାଯାଇଛି । ଏହାରି ଭିତରେ ସିସଟିଭିର ସେହି ଫୁଟେଜ…