Daily Archives

August 12, 2021

ଯୁକ୍ତ ଦୁଇରେ ନାମଲେଖା ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା । କଟଅଫ୍ ମାର୍କକୁ ନେଇ ବଢିଲା ଦ୍ୱନ୍ଦ୍ୱ ।

କନକ ବ୍ୟୁରୋ: ରାଜ୍ୟର ନାମୀ କଲେଜ ଗୁଡିକରେ କେତେ ରହିବ କଟ-ଅଫ ମାର୍କ ? ମାଟ୍ରିକ ପରୀକ୍ଷାରେ ୨୬୫୬ ଜଣ ଛାତ୍ରଛାତ୍ରୀ ଏ ୱାନ୍ ଗ୍ରେଡ ବା ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବା ପରେ କଟ-ଅଫ ମାର୍କକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହାରି ଭିତରେ ଆରମ୍ଭ ହୋଇଛି ଯୁକ୍ତ ଦୁଇ ଆଡମିସନ ପାଇଁ…

କେନ୍ଦ୍ରାପଡ଼ାରେ ପାନୀୟ ଜଳ ପ୍ରକଳ୍ପକୁ ପ୍ରବଳ ବିରୋଧ । ରଣକ୍ଷେତ୍ର ପାଲଟିଲା ରାଜକନିକା । ଆମ୍ବୁଲାନ୍ସ, ଜେସିବି ଓ…

କନକ ବ୍ୟୁରୋ: ପାଣି ପାଇଁ ମହାଭାରତ । ଖରସ୍ରୋତା ନଦୀରେ ପ୍ରସ୍ତାବିତ ପ୍ରକଳ୍ପ ବିରୋଧରେ ରଣକ୍ଷେତ୍ର ପାଲଟିଛି ରାଜକନିକା ଅଞ୍ଚଳ । ଆଜି ସକାଳେ ପ୍ରକଳ୍ପ ହେଉଥିବା ସ୍ଥାନ ବରୁଣଡିହାକୁ ଆସି ଯାଇଥିଲେ ଆନ୍ଦୋଳନକାରୀ ଆଉ ଆରମ୍ଭ କରି ଦେଇଥିଲେ ଭଙ୍ଗାରୁଜା । ସ୍ଥାନୀୟ ଲୋକେ, ମହିଳା, ଛୋଟ ପିଲା,…

କର୍ଣ୍ଣାଟକରେ ବଢୁଛି ଛୋଟ ପିଲାଙ୍କୁ ସଂକ୍ରମଣ । ଅଗଷ୍ଟ ମାସର ପ୍ରଥମ ୧୦ ଦିନରେ ସଂକ୍ରମିତ ହେଲେଣି ୪୮୮ ପିଲା ।…

କନକ ବ୍ୟୁରୋ: କରୋନାରେ ସଂକ୍ରମିତ ହେଉଛନ୍ତି ଛୋଟ ପିଲା । କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋରରୁ ଆସିଛି ଏହି ଚିନ୍ତାଜନକ ଖବର । ବାଙ୍ଗାଲୋରରେ ଚଳିତ ମାସର ୧୦ ଦିନ ଭିତରେ ୪୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପଟେ ଓଡିଶାରେ ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଉଛି…

ବ୍ୟାକ୍ ଫୁଟରେ ଆଫଗାନିସ୍ତାନ ସରକାର । ହିଂସା ବନ୍ଦ କରିବା ପାଇଁ ତାଲିବାନକୁ ଦେଲା କ୍ଷମତାର ଲାଳଶା

କନକ ବ୍ୟୁରୋ : ଗୋଟିଏ ସପ୍ତାହ ମଧ୍ୟରେ ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର ୧୦ ଟି ରାଜ୍ୟ ଦଖଲ କରିସାରିଛନ୍ତି । ଏହାସହ ଆଫଗାନିସ୍ତାନର ମୁ୍ଖ୍ୟ ସହର ଗଜନୀ ଦଖଲ କରି ଏବେ କାବୁଲ ଅଭିମୂଖେ ଯାତ୍ରା ଆରମ୍ଭ କରିଛି ତାଲିବାନ । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏବେ ତାଲିବାନ…

କରୋନା କାଳରେ ସମ୍ମାନ ପାଇଁ ଆୟୂଷ ଡାକ୍ତରଙ୍କ ଲଢେଇ । ମର୍ଯ୍ୟାଦା ଓ ଉଚିତ ପାରିଶ୍ରମିକ ପାଇଁ ସରକାରଙ୍କ ପାଖରେ ଗୁହାରୀ…

କନକ ବ୍ୟୁରୋ: କରୋନା କାଳରେ ସମ୍ମାନ ପାଇଁ ଆୟୂଷ ଡାକ୍ତରଙ୍କ ଲଢେଇ । ମର୍ଯ୍ୟାଦା ଓ ଉଚିତ ପାରିଶ୍ରମିକ ପାଇଁ ସରକାରଙ୍କ ପାଖରେ ଗୁହାରୀ କରିଛନ୍ତି ଓଡ଼ିଶା ସରକାରୀ ଆର୍ୟୁବେଦ ଓ ହୋମିଓପାଥୀ ଚିକିତ୍ସକ ସଂଘ । ଦରମା ବୃଦ୍ଧି ସାଙ୍ଗକୁ ଅବସର ବୟସ ୬୫ବର୍ଷ କରିବାକୁ ଦାବି କରିଛି ସଂଘ ।…

ପର୍ଯ୍ୟଟନସ୍ଥଳୀ ଖୋଲିଲାଣି, କିନ୍ତୁ ଅଂଶୁପା ବନ୍ଦ । ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ ।

କନକ ବ୍ୟୁରୋ : କୋଭିଡ କଟକଣା ଭିତରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଗୁଡିକୁ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କଟକ ଜିଲ୍ଲା ବାଙ୍କୀରେ ଥିବା ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଅଂଶୁପା ଏବେ ସୁଦ୍ଧା ଖୋଲା ଯାଇପାରିନାହିଁ । ଫଳରେ ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ନିରାଶ ହୋଇ…