Daily Archives

July 14, 2021

ବଡଦାଣ୍ଡ ମନାବୋଲି ଘରେ ଗଢାହେଲା ରଥ । ମାଆ ପାଇଁ ପୁଅ, ନାତି ପାଇଁ ଜେଜେ ଗଢିଦେଲେ ନନ୍ଦିଘୋଷ । ବଡଦାଣ୍ଡ ପରି ମୋ…

କନକ ବ୍ୟୁରୋ: ଭୂତାଣୁ ପାଇଁ ଭକ୍ତଙ୍କୁ ବଡଦାଣ୍ଡ ମନା । କଟକଣାର ଗାର ଡେଇଁ ବି କାଳିଆ ପାଖକୁ ଯାଇ ହୁଏନା । ଆଉ ଏତିକି ବେଳେ ପୁରୀ ଯାଇ ରଥ ଟାଣିବାକୁ ଜିଦ ଧରିଲା କୁନି ପୁଅ । ଶ୍ରୀକ୍ଷେତ୍ରରେ ସାଆନ୍ତେଙ୍କୁ ଦେଖିବ ବୋଲି ଗୋଡ କଚାଡି ଅଝଟ କଲା ସାଇ । ମୁଁ ପୁରୀ ଯିବି, ରଥଟାଣିବି... କାଳିଆ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୨୮%କୁ ବୃଦ୍ଧି କଲେ ସରକାର ।

କନକ ବ୍ୟୁରୋ: ବୁଧବାର କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା (ଡିଏ)କୁ ୧୭ ପ୍ରତିଶତରୁ ୨୮ ପ୍ରତିଶତ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ସୂତ୍ରରୁ ଏହା ଜଣାପଡିଛି ଯେ, ଗତ ବର୍ଷ ଏହାକୁ ବନ୍ଦ କରାଯିବା ପରେ କେନ୍ଦ୍ର କ୍ୟାବିନେଟ୍ ଚଳିତ ବର୍ଷ…

ୟୁପିର ଅନୁମତି ଓ ଉତ୍ତରାଖଣ୍ଡର ବାରଣ ଭିତରେ ବୋଲବମ୍ ଯାତ୍ରାକୁ ନେଇ ଦ୍ୱନ୍ଦ୍ୱ । ନିଜଆଡୁ ହସ୍ତକ୍ଷେପ କଲେ…

କନକ ବ୍ୟୁରୋ: ଶ୍ରାବଣରେ ବୋଲବମ ଯାତ୍ରା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ଅନୁମତି ଓ ଉତ୍ତରାଖଣ୍ଡ ସରକାରଙ୍କ ବାରଣ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ମହାପ୍ରଭୁ ଶିବଙ୍କୁ କାଉଡିଆମାନେ ଜଳଲାଗି କରିବା ପାଇଁ ଯିବେ ନା ନାହିଁ ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖାଯିବାପରେ ଏହି ପ୍ରସଙ୍ଗରେ ନିଜଆଡୁ…

ରାଜ୍ୟସଭାରେ ବିଜେପିର ସଂସଦୀୟ ଦଳ ନେତା ହେଲେ ପୀୟୁଷ ଗୋୟଲ । ଥାୱରଚନ୍ଦ ଗେହଲଟଙ୍କ ସ୍ଥାନ ନେଲେ ପୀୟୁଷ ।

କନକ ବ୍ୟୁରୋ: ରାଜ୍ୟସଭାରେ ବିଜେପିର ସଂସଦୀୟ ଦଳ ନେତା ହେଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ । ଥାୱରଚନ୍ଦ ଗେହଲଟଙ୍କ ବଦଳରେ ବିଜେପି ତାଙ୍କୁ ରାଜ୍ୟସଭାରେ ନିଜର ନେତା ବାଛିଛି । କିଛି ଦିନ ତଳେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ପରିବର୍ତ୍ତନ ହୋଇଥିଲେ । ଯେଉଁଥିରେ ରାଜ୍ୟସଭାରେ ବିଜେପିର ନେତା…

ରାଜ୍ୟରେ ୪ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଆଦି ରହିଛି। ଏସବୁ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ…

ସହିଦନଗର କେଶୁରା ଅଂଚଳରୁ ୫୫୦ ଗ୍ରାମ ବ୍ରାଉନ ସୁଗାର ଜବତ ଘଟଣା : ପୋଲିସ କମିଶନର କହିଲେ କୋଲକାତାରୁ ଜଳେଶ୍ୱର ଦେଇ…

କନକ ବ୍ୟୁରୋ : ରାଜଧାନୀରେ ବଢ଼ୁଛି ବ୍ରାଉନସୁଗାର ବ୍ୟାପାର ।  ସହିଦନଗର ଥାନା କେଶୁରା ଅଂଚଳର ଜଣଙ୍କ ଘର ଭିତରୁ ୫୫୦ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ । କ୍ୱିକ ଆକ୍ସନ ଟିମ୍ ଓ ସହିଦ ନଗର ପୋଲିସ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ…