Daily Archives

July 14, 2021

ମୁକ୍ତ ହେଲା କୁନିଝିଅକୁ କାମୁଡିଥିବା ନାଗସାପ : ଖବର ପ୍ରସାରଣ ପରେ ସାପକୁ ମୁକ୍ତ କଲା ବନବିଭାଗ; ସେପଟେ, ଗୁରୁତର…

କନକ ବ୍ୟୁରୋ : ବନ୍ଦୀରୁ ମୁକ୍ତ ହେଲା ନାଗସାପ । ନବରଙ୍ଗପୁରରେ କୁନି ଝିଅକୁ କାମୁଡିଥିବା ସାପ ଶେଷରେ ମୁକ୍ତ ହୋଇଛି । ଖବର ପ୍ରସାରଣ ପରେ ବନ ବିଭାଗ ସାପଟିକୁ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡି ଦେଇଛି । ତେବେ ସାପଟିକୁ ଚିକିତ୍ସା ପାଇଁ ନେଇଯାଉଥିବାବେଳେ ଅଧବାଟରେ ଛାଡି ଦେଇଥିବା ଜଣାପଡିଛି…

ବାହାରିଲା ଆଡପ ଅବଢ଼ା : ଭକ୍ତ ପାଇଲେ ମହାପ୍ରସାଦ; ସେପଟେ ଗତକାଲି ଆଡପ ମଣ୍ଡପରେ ନୀତିରେ ହେଲା ବିଳମ୍ବ

କନକ ବ୍ୟୁରୋ : ଆଜି ଠାରୁ ଗୁଣ୍ଡିଚା ମନ୍ଦିରରୁ ବାହାରିଛି ଆଡପ ଅବଢା । ହେଲେ ଏହା ସୀମିତ ପରିମାଣର ବାହାରିବ । ଯେହେତୁ ଭକ୍ତ ଆସିବା ଉପରେ କଟକଣା ରହିଛି, ତେଣୁ ଆଡପ ଅବଢା କମ୍ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ । ଶ୍ରୀମନ୍ଦିର ଅବଢା ଠାରୁ ଏହି ଆଡପ ଅବଢାର ସ୍ୱାଦ ଭିନ୍ନ ।…

କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ପ୍ରଥମ କ୍ୟାବିନେଟ ବୈଠକ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ…

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ବସିଛି ଦ୍ୱିତୀୟ କ୍ୟାବିନେଟ ବୈଠକ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରାୟ ବର୍ଷେ ପରେ ଏକାଠି ବସିଛନ୍ତି ସମସ୍ତ କ୍ୟାବିନେଟ ମନ୍ତ୍ରୀ । ପୂର୍ବରୁ କେବଳ ଭର୍ଚୁଆଲ ବୈଠକ ହେଉଥିଲା । କରୋନା ସଂକ୍ରମଣ କାରଣରୁ ଗତବର୍ଷ ଏପ୍ରିଲ ପରେ…

ମନ୍ତ୍ରୀ ପଦରୁ ଅବ୍ୟାହତି ପରେ ଓଡ଼ିଶାରେ ପହଂଚିଲେ ପ୍ରତାପ ଷଡ଼ଙ୍ଗୀ : କହିଲେ ମନ୍ତ୍ରୀ ପଦ ପାଇଁ ନଥିଲେ ଆଶାୟୀ,…

କନକ ବ୍ୟୁରୋ : ମନ୍ତ୍ରୀପଦରୁ ଅବ୍ୟାହତି ପରେ ଓଡିଶା ଫେରିଛନ୍ତି ପ୍ରତୀପ ଷଡଙ୍ଗୀ । ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ପହଂଚିଥିଲେ ଅଳ୍ପ କିଛି ଦଳୀୟ କର୍ମୀ । ତେବେ ପୂର୍ବଭଳି ତାଙ୍କୁ ସ୍ୱାଗତ ସଂବର୍ଦ୍ଧନା କରିବା ପାଇଁ ବିରାଟ ଥାଟ…

ଷ୍ଟାର କପୁଲଙ୍କ ପାରିବାରିକ ବିବାଦ ପ୍ରସଙ୍ଗ : କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ; ଆପୋଷ ବୁଝାମଣା…

କନକ ବ୍ୟୁରୋ : ପୁଣି କୋର୍ଟରେ ହାଜର ହେଲେ ଉଭୟ ବର୍ଷା ଓ ଅନୁଭବ । ପାରିବାରିକ ବିବାଦ ଓ ବିବାହ ବିଚ୍ଛେଦ ମାମଲା ନେଇ ଉଭୟ କୋର୍ଟଙ୍କ ଆଶ୍ରୟ ନେଇଛନ୍ତି । ଆଜି ଉଭୟଙ୍କୁ ବିବାଦର ବୁଝାମଣା ପାଇଁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଥିଲା । ଆଗରୁ ଉଭୟ କୋର୍ଟରେ ହାଜର ହୋଇଥିଲେ ସୁଦ୍ଧା ଏଯାଏଁ…

ପୋଲିସ ପଞ୍ଝାରେ ଧଳାଜହର ବେପାରୀ । ଭୁବନେଶ୍ୱର କେଶୁରାର ଏକ ଘରୁ ୩୪ ଲକ୍ଷରୁ ଅଧିକ ଟଙ୍କା ସହ ୫୫୦ ଗ୍ରାମର…

କନକ ବ୍ୟୁରୋ : ପୋଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ଭୁବନେଶ୍ୱର ସହିଦନଗର ଥାନା କେଶୁରାର ଏକ ଘରୁ ୫୫୦ ଗ୍ରାମର ଧଳାଜହର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା । ସବୁଠୁ ବଡ କଥା ହେଲା, ବ୍ରାଉନ ସୁଗାର ଜବତ ସହ ପାଖାପାଖି ୩୪ ଲକ୍ଷ ୮୦ ହଜାର ଟଙ୍କା…