Daily Archives

July 13, 2021

ଜନ୍ମବେଦୀକୁ ଯିବେ ମହାପ୍ରଭୁ । ରଥ ଉପରେ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି । ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ…

କନକ ବ୍ୟୁରୋ: ଆଜି ମହାପ୍ରଭୁ ଆଡ଼ପମଣ୍ଡପ ବିଜେ କରିବେ । ଅପରାହ୍ନରେ ଜନ୍ମବେଦୀକୁ ବିଜେ ନୀତି ଅନୁଷ୍ଠିତ ହେବ । ରଥାରୂଢ଼ ଶ୍ରୀଜିଉଙ୍କ ନିକଟରେ ଚାଲିଛି ନୀତିକାନ୍ତି । ମଙ୍ଗଳଆଳତୀ, ମଇଲମ ନୀତି ସହ ବଢ଼ିଛି ଅନ୍ୟାନ୍ୟ ନୀତି । ମହାପ୍ରଭୁ ଗୋଟି ପହଣ୍ଡିରେ ଜନ୍ମଦେବୀକୁ ବିଜେ କରିବାକୁ ଥିବାରୁ…

ପୁଣି ସିଦ୍ଧୁଙ୍କୁ ନେଇ ଅଡୁଆରେ ପଞ୍ଜାବ କଂଗ୍ରେସ । ଆପ୍ ସମର୍ଥନରେ ବୟାନ ଦେବା ପରେ ଏବେ ପଞ୍ଜାବ ରାଜନୀତି ସରଗରମ

କନକ ବ୍ୟୁରୋ :  ଆଗାମୀ ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ହେଲେ ତାହା ପୂର୍ବରୁ ରାଜ୍ୟ କ୍ଷମତାରେ ଥିବା କଂଗ୍ରେସ ଭିତରେ ଦ୍ୱନ୍ଦ ତେଜିବାରେ ଲାଗିଛି । ବିଶେଷ କରି  ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସଂ ଓ ନବଜୋତ ସିଂ ସିଦ୍ଧୁଙ୍କ ଭିତରେ ଲାଗି ରହିଥିବା କଳହ ଥମିବାରେ…

ସଂକ୍ରମଣକୁ ଦୃଷ୍ଟିରେ ରଖି ବୋଲବମ୍ ଯାତ୍ରାକୁ ବନ୍ଦ ପାଇଁ ନିର୍ଦ୍ଦେଶ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି…

କନକ ବ୍ୟୁରୋ : ଶ୍ରାବଣ ମାସରେ କାଉଡିଆଙ୍କ ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇବାକୁ ଆଇଏମଏର ସୁପାରିଶ । କରୋନାର ସଂକ୍ରମଣ ରୋକିବାକୁ ହେଲେ କାଉଡିଆଙ୍କ ଜଳଲାଗି ଉପରେ ରୋକ ଲଗାଇବାକୁ ପଡିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସତର୍କ କରାଇ ଦେଇଛି ଭାରତୀୟ ମେଡିକାଲ ସଂଘ- ଆଇଏମଏ…

ଉତ୍ତର-ପୂର୍ବାଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ : କହିଲେ, କୋଭିଡର ନୂଆ…

କନକ ବ୍ୟୁରୋ : କରୋନା ସଂକ୍ରମଣ ସ୍ଥିତି ନେଇ ଉତ୍ତର-ପୂର୍ବାଂଚଳର ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ସଂକ୍ରମଣ ବଢୁଥିବା ଅଂଚଳରେ କଡା କଟକଣା ଲାଗୁ କରିବାକୁ ପଡିବ । ଏହାଛଡା…

ଜମି ବିବାଦକୁ ନେଇ ବୁର୍ଲାରେ ଗୋଷ୍ଠୀ ସଂଘର୍ଷ ବେଳେ ବୁଲିଲା ବନ୍ଧୁକ : ପ୍ରତିପକ୍ଷଙ୍କୁ ଡବଲ ବ୍ୟାରେଲ ବନ୍ଧୁକ ଦେଖାଇ…

କନକ ବ୍ୟୁରୋ : ଜମିବାଡିକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ବେଳେ ବୁଲିଲା ବନ୍ଧୁକ । ବନ୍ଧୁକ ବୁଲାଇଲେ ଜଣେ ଶିକ୍ଷକଙ୍କ ପୁଅ । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏକ ଜମିବାଡି ବିବାଦକୁ କେନ୍ଦ୍ରକରି ସମ୍ବଲପୁର ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବୁର୍ଲା ଥାନା ପଂଚମୁଖୀ…

ବଡ ଭାଇକୁ ଛୁରୀ ମାଡ କଲା ସାନ ଭାଇ : ଖଣ୍ଡଗିରି ଅଂଚଳର ବେଗୁନିଆପଡାରେ ଘଟିଛି ଏହି ଅଭାବନୀୟ ଘଟଣା

କନକ ବ୍ୟୁରୋ : ବଡ ଭାଇକୁ ଛୁରୀ ମାଡ କଲା ସାନ ଭାଇ । ଖଣ୍ଡଗିରି ଅଂଚଳର ବେଗୁନିଆପଡାରେ ଘଟିଛି ଏହି ଅଭାବନୀୟ ଘଟଣା । କୌଣସି କଥାକୁ ନେଇ ବଡ ଭାଇ ମହମ୍ମଦ ଫୟାଜଙ୍କୁ ଛୁରୀରେ ଆକ୍ରମଣ କରିଥିଲା ସାନ ଭାଇ ମହମ୍ମଦ ତୌସିକ । ସାନ ଭାଇର ଛୁରୀ ମାଡରେ ବଡ ଭାଇ ଫୟାଜଙ୍କ ପେଟରେ ଗୁରୁତର ଆଘାତ…