Browsing Category

ଖବର ୧୦୦ ଶବ୍ଦରେ

ରେଳଲାଇନ୍ ଉଡାଇଲେ ମାଓବାଦୀ । ହାୱଡା-ମୁମ୍ବାଇ ମୁଖ୍ୟ ରେଳପଥରେ ଚଳାଚଳ ପ୍ରଭାବିତ

କନକ ବ୍ୟୁରୋ: ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ସୋନୁଆ ଓ ଲୋଟାପାହାଡ଼ ସେକ୍ସନ ମଧ୍ୟରେ ରେଳ ଲାଇନ ଉଡାଇଲେ ମାଓବାଦୀ । ଏହାଦ୍ୱାରା ହାୱଡା-ମୁମ୍ବାଇ ମୁଖ୍ୟ ରେଳ ପଥରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଯୁଦ୍ଧକାଳୀନ ଭିତିରେ କ୍ଷତିଗ୍ରସ୍ତ ରେଳ ଟ୍ରାକ ମରାମତି ଜାରି ରହିଛି । ରେଳ ଟ୍ରାକରେ…
Read More...

ଆତଙ୍କବାଦୀଙ୍କୁ କେମିତି କରାଯିବ ମୁକାବିଲା? ଭୁବନେଶ୍ୱର ରେଳ ଷ୍ଟେସନରେ ମକ୍ ଡ୍ରିଲ କଲେ ଯବାନ

କନକ ବ୍ୟୁରୋ: ବୋମା ନିଷ୍କ୍ରିୟ ଓ ଆତଙ୍କବାଦୀଙ୍କୁ କେମିତି କରାଯିବ ମୁକାବିଲା? ଏନେଇ ଭୁବନେଶ୍ୱର ରେଳ ଷ୍ଟେସନରେ କରାଗଲା ମକ୍ ଡ୍ରିଲ । ଏସଓଜି ଯବାନ, ଆରପିଏଫ ଓ ଜିଆରପି ପକ୍ଷରୁ ଏହି ମକ ଡ୍ରିଲ ହୋଇଛି । ଅପ୍ରିତିକର ପରିସ୍ଥିତି ମୁକାବିଲା ପାଇଁ ମକ୍ ଡ୍ରିଲ କଲେ ଯବାନ । ବୋମା ନିଷ୍କ୍ରିୟ…
Read More...

ପୁଅ ବୋହୂର କଳିର କରୁଣ ପରିଣତି । ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି । 

କନକ ବ୍ୟୁରୋ: ପୁଅ ବୋହୂର କଳି ସହିନପାରି ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ । ବୁର୍ଲା ଥାନା ଗୋଶାଳା ଝାରମୁଣ୍ଡା ଗାଁର ଏକ ପଡିଆରେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଦୁଇ ମୃତକ ହେଲେ ଟଙ୍କଧର ମହାକୁଡ ଏବଂ ତାଙ୍କ ପତ୍ନୀ ବୃନ୍ଦାବତୀ ମହାକୁଡ । ଘଟଣାସ୍ଥଳରେ…
Read More...

ପୁଣି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ସାଇକେଲ, ଚପଲ ରଖି ବିରୂପା ନଦୀକୁ ଡେଇଁଲେ ।

କନକ ବ୍ୟୁରୋ: ପୁଣି ନଦୀକୁ ଡେଇଁଲେ ଯୁବକ । କଟକ ଚୌଦାର ନିକଟରେ ଥିବା ବିରୂପା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବକ । ତେବେ ସେ ବ୍ରିଜ ଉପରେ ସାଇକେଲ, ଚପଲ ରଖି ନଦୀ ଭିତରକୁ ଡେଇଁ ପଡିିଥିବା ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଲୋକଙ୍କ କହିବା କଥା, ଏପର୍ଯ୍ୟନ୍ତ ସେହି…
Read More...

ନନ୍ଦନକାନନରେ ପର୍ଯ୍ୟଟକଙ୍କ ହାତକୁ କାମୁଡିଦେଲା ଭାଲୁ । ଆକ୍ରମଣରେ ରକ୍ତାକ୍ତ ହେଲେ ପର୍ଯ୍ୟଟକ ।

କନକ ବ୍ୟୁରୋ: ପର୍ଯ୍ୟଟକଙ୍କ ହାତକୁ କାମୁଡିଦେଲା ଭାଲୁ । ମଙ୍ଗଳବାର ଅପରାହ୍ନ ୫ଟା ସମୟରେ ନନ୍ଦନକାନନ ଭାଲୁ ସଫାରୀରେ ଘଟିଛି ଏଭଳି ଅଘଟଣ । ଚିଡିଆଖାନା ବୁଲିବାକୁ ଆସିଥିବା ଜଣେ ପର୍ଯ୍ୟଟକଙ୍କ ହାତକୁ ଗୋଟିଏ ଭାଲୁ କାମୁଡି ଦେଇଛି । ତେବେ ମିଳିଥିବା ସୂଚନା ମୁତାବକ, ପର୍ଯ୍ୟଟକ ଜଣକ ସଫାରୀ…
Read More...

ଆଗାମୀ ୩ ଘଣ୍ଟା ଭିତରେ ଏହି ୧୧ ଜିଲ୍ଲାରେ ହୋଇପାରେ ବର୍ଷା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ: ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବସ୍ଥିତ ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବସ୍ଥିତ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ…
Read More...

ଏଯାଏଁ କୋରାପୁଟ ସୁଙ୍କି ଘାଟିରୁ ହଟିନି ଅବରୋଧ । ପଥ ପରିବର୍ତ୍ତନ କରି ଯିବାକୁ କହିଲା କୋରାପୁଟ ଜିଲ୍ଲା ପ୍ରଶାସନ ।

କନକ ନ୍ୟୁଜ୍: କୋରାପୁଟ ସୁଙ୍କି ଘାଟିରୁ ଏଯାଏଁ ହଟିନି ଅବରୋଧ । ତେଣୁ ପଥ ପରିବର୍ତ୍ତନ କରି ଲୋକଙ୍କୁ ଯିବାକୁ କହିଛି ପ୍ରଶାସନ । ଲୋକମାନଙ୍କୁ ଅରକୁ ଓ ନନ୍ଦପୁର ରାସ୍ତା ଦେଇ ଯିବା ଆସିବା କରିବାକୁ କୋରାପୁଟ ଜିଲ୍ଲା ପ୍ରଶାସନ କହିଛି । ତେବେ ଆନ୍ଧ୍ର- ଛତିଶଗଡ଼ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ…
Read More...

ପ୍ରଥମ ଇଂନିସରେ ଆରସିବିର ସ୍କୋର ୧୫୬ । ୭୦ ରନର ଦମଦାର ଇଂନିସ ଖେଳିଲେ ଦେବଦତ୍ତ ପାଡିକଲ ।

କନକ ବ୍ୟୁରୋ: ଆଜି ଆଇପିଏଲରେ ଭେଟାଭେଟି ହେଉଛନ୍ତି ଚେନ୍ନାଇ-ବାଙ୍ଗାଲୋର । ଯାହାର ପ୍ରଥମ ଇଂନିସରେ ଆରସିବି ୧୫୬ ରନ୍ କରିବାକୁ ସମର୍ଥ ହୋଇଛି । ତେଣୁ ଚେନ୍ନାଇକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୧୫୭ ରନ୍ କରିବାକୁ ହେବ । ଆଜି ଟସ୍ ଜିତି ସିଏସକେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…
Read More...

ଶୁଶ୍ରୁଷା : ପଶୁପକ୍ଷୀଙ୍କୁ ଦେଉଛି ନୂଆ ଜୀବନ

କନକ ବ୍ୟୁରୋ  : ଶୁଶ୍ରୁଷା । ଏହି ନାଁକୁ ଅନୁଧ୍ୟାନ କଲେ ଜାଣିପାରିବେ ଯେ, ଏହା ସେବା ଓ ତ୍ୟାଗର ପ୍ରତୀକ । ଆଉ ଏହି ନାଁ ଆଧାରରେ କଟକ ବିଡ଼ାନାସୀରେ ଗଢି ଉଠିଛି ଶୁଶ୍ରୁଷା : ଫର୍ ଫରି ଫ୍ରେଣ୍ଡସ୍ । ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅଣ ଲାଭଜନକ ସଂସ୍ଥା ହେଉଛି ଶୁଶ୍ରୁଷା । ଆଉ…
Read More...

ପିପିଲି ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର : ମଇଦାନରେ ତିନି ଦଳର ପ୍ରାର୍ଥୀ

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ମଇଦାନରେ ତିନି ଦଳର ପ୍ରାର୍ଥୀ । ପିପିଲି ଓ ଡେଲାଙ୍ଗର ବିଭିନ୍ନ ପଂଚାୟତରେ ଜୋରଦାର ପ୍ରଚାର କରୁଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ । ଘର ଘର ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ ଓ ତାଙ୍କ ସମର୍ଥକ । ତିନି ପ୍ରମୁଖ ଦଳର…
Read More...