Daily Archives

July 13, 2021

ବିଜୁଳି ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବ ବିଜେପି : ଆସନ୍ତା ୧୪ରୁ ୨୦ ତାରିଖ ଯାଏଁ…

କନକ ବ୍ୟୁରୋ : ବିଜୁଳିର ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବିରେ ରାସ୍ତାକୁ ଓହ୍ଲାଇବ ବିଜେପି । ଆସନ୍ତା ୧୪ ତାରିଖରୁ ୨୦ ତାରିଖ ଯାଏଁ ୭ ଦିନ କାଳ ବିଜୁଳି ଯୋଗାଣ କାର୍ଯ୍ୟାଳୟ ଆଗରେ ବିଜେପି ପ୍ରତିବାଦ କରିବ । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର…

ରାଜ୍ୟରେ ସାମଗ୍ରିକ ଭାବେ ସଂକ୍ରମଣ କମୁଛି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ : କେସ୍ ଲୋଡ୍ , ଟିପିଆର ଓ ଲୋକଙ୍କ…

କନକ ବ୍ୟୁରୋ : ରାଜ୍ୟରେ ସାମଗ୍ରୀକ ଭାବେ ସଂକ୍ରମଣ କମିଛି ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । କେସ ଲୋଡ, ଟେଷ୍ଟ ପଜିଟିଭ ରେଟ ଓ ଲୋକଙ୍କ କୋଭିଡ ଗାଇଡ ଲାଇନ ଅନୁପାଳନକୁ ଆଖିରେ ରଖି ଅନଲକ ସଂପର୍କରେ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ନିୟମ କୋହଳ ହେଲେ ବି ଲୋକେ…

୧୯୮୩ ବିଶ୍ୱକପ୍ କ୍ରିକେଟରେ ନାୟକ ସାଜିଥିବା ୟଶପାଲ ଶର୍ମାଙ୍କ ଦେହାନ୍ତ । ଖବର ଶୁଣି କାନ୍ଦିପକାଇଲେ କପିଲ ଦେବ

କନକ ବ୍ୟୁରୋ : ୧୯୮୩ ମସିହା ବିଶ୍ୱକପ୍ କ୍ରିକେଟରେ ଭାରତ ପାଇଁ ନାୟକ ସାଜିଥିବା କ୍ରିକେଟର ୟଶପାଲ ଶର୍ମାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ୬୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ବେଳେ ତାଙ୍କ ପରିବାରରେ ତାଙ୍କ ପତ୍ନୀ ଓ ୩ ଟି ପିଲା ଅଛନ୍ତି । ଏହି ଖବର ପାଇବା ପରେ ଏକ ନ୍ୟୁଜ ଚ୍ୟାନେଲ…

ରାଜ୍ୟରେ କମୁଛି କରୋନା ସଂକ୍ରମଣ : ଡିଏମଇଟି କହିଲେ, କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାକୁ ଦିଆଯାଉଛି ସ୍ୱତନ୍ତ୍ର…

କନକ ବ୍ୟୁରୋ : ଡିଏମଇଟି ସିବିକେ ମହାନ୍ତି ମଧ୍ୟ ରାଜ୍ୟରେ ସଂକ୍ରମଣ କମୁଥିବା କହିଛନ୍ତି । ଗତ କିଛି ଦିନର ସଂକ୍ରମଣ ସଂଖ୍ୟାକୁ ତୁଳନା କଲେ ବର୍ତ୍ତମାନର ସଂଖ୍ୟା କମିକମି ଆସୁଛି । ଏଥିପାଇଁ କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାକୁ ଫୋକସ ଦିଆଯାଉଛି । ଦୈନିକ ସଂକ୍ରମଣ ହାର ଓ ଅନ୍ୟାନ୍ୟ ତଥ୍ୟ…

ତୈଳଦର ବୃଦ୍ଧି ପ୍ରତିବାଦରେ ସାଇକେଲ ରାଲି କରିବ କଂଗ୍ରେସ : ସୂଚନା ଦେଲେ ପିସିସି ସଭାପତି; ସେପଟେ, ୧୫ରେ ବାମଦଳର…

କନକ ବ୍ୟୁରୋ : ତୈଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ ତାରିଖରେ ବାମ ଦଳ ପକ୍ଷରୁ ଓଡିଶା ବନ୍ଦ ଡାକରାକୁ ସମର୍ଥନ କରିବ କଂଗ୍ରେସ । ଏହି ସୂଚନା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଗୁରୁବାର ଦିନ କଂଗ୍ରେସ ପକ୍ଷରୁ ତୈଲଦର ବୃଦ୍ଧିକୁ ବିରୋଧ କରି ଏକ ବିଶାଳ ସାଇକେଲ ରାଲି…

ମହାପ୍ରଭୁ ଜଗନ୍ନାଥଙ୍କ ପ୍ରେମରେ ବିଦେଶିନୀ : କଟକଣା ଯୋଗୁଁ ମଠରେ ଜପୁଛନ୍ତି କାଳିଆ ନାମ; ୟୁରୋପରୁ ଆସି ବାଲେଶ୍ୱରର ଏକ…

କନକ ବ୍ୟୁରୋ : କାଳିଆ ପ୍ରେମରେ ବନ୍ଧା ବିଦେଶୀଭକ୍ତ । ୟୁରୋପରେ ଘର ହୋଇଥିଲେ ମଧ୍ୟ ସନାତନ ଧର୍ମରେ ଅନୁପ୍ରାଣିତ ହୋଇ ୧୦ ବର୍ଷ ହେଲା ଭାରତରେ ରହୁଛନ୍ତି ଲୀଳାବତି । ବର୍ଷ ତମାମ ଦେଶର କୋଣ ଅନୁକୋଣ ବୁଲି ଶ୍ରୀକୃଷ୍ଣ ଲୀଳା ପ୍ରଚାର କରୁଛନ୍ତି । ବାଲେଶ୍ୱର ଆସିଥିବା ବେଳେ ଖନ୍ତାପଡ଼ା ନିକଟ…