Daily Archives

May 19, 2024

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ହିଂସା । ଭଞ୍ଜନଗର ବେତାର ଛକରେ ସରପଂଚଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ,…

କନକ ବ୍ୟୁରୋ : ଭଂଜନଗରରେ ରାଜନୈତିକ ଉତେଜନା । ଭଂଜନଗର ନିକଟସ୍ଥ ଡିହପଢାଳ ସରପଂଚଙ୍କ ସ୍ୱାମୀ ସୁବାସ ବରାଡଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପ୍ରତିବାଦରେ ଗାଁ ରାସ୍ତାରେ ଧାରଣାରେ ବସିଛନ୍ତି ବିଜେପି କର୍ମୀ । ଖବର ଅନୁସାରେ, ଭଂଜନଗର ନିକଟସ୍ଥ ବେତାର ଛକରେ ସୁବାସଙ୍କ ଉପରେ ଏହି ଆକ୍ରମଣ…

ଓଡିଶାରେ ନିର୍ବାଚନ କିପରି ଚାଲିଛି ଦଳୀୟ କାର୍ଯ୍ୟାଳୟରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ । ୱାର ରୁମ୍, ପ୍ରଚାର ଏବଂ…

କନକ ବ୍ୟୁରୋ : ନିର୍ବାଚନ ୱାର ରୁମରେ ମୋଦୀଙ୍କ ସମୀକ୍ଷା । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ନିର୍ବାଚନ ପରିଚାଳନା ବୈଠକ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଧ ଘଂଟାଏ ଧରି ମୋଦୀ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି । ନିର୍ବାଚନ ୱାର ରୁମ୍, ପ୍ରଚାର ଏବଂ ବୁଥ…

ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୀକ୍ଷା । କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର ।

କନକବ୍ୟୁରୋ: ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା କରିବା ସହ ନିର୍ବାଚନ ପରିଚାଳନାର ସମୀକ୍ଷା କଲେ । କିଏ କେଉଁ ଦାୟିତ୍ୱରେ ଅଛି କାର୍ୟ୍ୟକ୍ରମ କେମିତି…

ରାତି ପାହିଲେ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ ଲୋକସଭା ଓ ୩୫ ବିଧାନସଭା କ୍ଷେତ୍ର ପାଇଁ ନେତା ବାଛିବେ ଜନତା

କନକ ବ୍ୟୁରୋ : ରାତି ପାହିଲେ ନିର୍ବାଚନ । ବୁଥ୍ ଅଭିମୁଖେ ପୁଲିଂ ଅଧିକାରୀ । କିଛି କର୍ମଚାରୀ ପହଂଚି ସାରିଛନ୍ତି । ଆଉ କିଛି ଲକ୍ଷ୍ୟ ସ୍ଥଳ ଅଭିମୁଖେ । ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ୫ ଲୋକସଭା, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ସମେତ ଏହା ଅଧିନରେ ଥିବା ସମସ୍ତ…

ଖଲିକୋଟ ନିର୍ବାଚନ ହିଂସାରେ ଆଜି ୨ ଜଣଙ୍କୁ ବାନ୍ଧିଲା ଏସଆଇଟି । ୧୧ ରେ ପହଂଚିଲା ମୋଟ ଗିରଫ ସଂଖ୍ୟା । ଡିଜିପି କହିଲେ…

କନକ ବ୍ୟୁରୋ : ଖଲ୍ଲିକୋଟରେ ପ୍ରାକ୍-ନିର୍ବାଚନୀ ହିଂସା ପରେ ତଦନ୍ତକୁ ଜୋରଦାର କରିଛି ଏସଆଇଟି । ହିଂସା ଘଟିଥିବା ସ୍ଥାନକୁ ଯାଇ ଘନଘନ ଯାଂଚ କରୁଛି ତଦନ୍ତାକରୀ ସଂସ୍ଥା । ତଦନ୍ତଭାର ନେବାର ଦୁଇଦିନ ପରେ ୨ ଜଣଙ୍କୁ ଗିରଫ କରିଛି ଏସଆଇଟି । ପୂର୍ବରୁ ୯ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଏବେ…

ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ଲାଭବାନ । ଘରୋଇ କମ୍ପାନୀ ଚାକିରି ଛାଡ଼ି ମାଛ ଚାଷ କରୁଛନ୍ତି ନୟାଗଡ଼ର ମିଥୁନ ମିଶ୍ର…

କନକବ୍ୟୁରୋ: ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ସ୍ୱାବଲମ୍ବୀ ହେଲେ ଯୁବକ । ନୟାଗଡ଼ ସହର ଉପକଣ୍ଠ ଉଦୟପୁର ଗାଁର ମିଥୁନ ମିଶ୍ର । ଦିନେ ଏକ ଘରୋଇ କମ୍ପାନୀରେ ଚାକରି କରୁଥିଲେ । ହେଲେ ଭଲ ରୋଜଗାର କରବା ପାଇଁ ଚାକିରି ଛାଡ଼ି ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରୁଛନ୍ତି । ତାଙ୍କ ଚାଷ ଏବେ ଅନ୍ୟ…