Daily Archives

July 1, 2021

୧୨ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ ପାଇଁ ଆବେଦନ କଲା ଜାଇଡସ୍ କାଡିଲା । ୨୮ ହଜାର ଲୋକଙ୍କ ଉପରେ ସରିଛି ପରୀକ୍ଷଣ,…

କନକ ବ୍ୟୁରୋ : କିଶୋରଙ୍କୁ ମିଳିବ ଭ୍ୟାକସିନ୍ । ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପରେ ଜାଇଡସ କାଡିଲା କମ୍ପାନୀ ଟୀକାର ଜରୁରାକାଳୀନ ବ୍ୟବହାର ପାଇଁ ଡିସିଜିଆଇକୁ ଆବେଦନ କରିଛି । ୧୨ ବର୍ଷ ଏବଂ ଏହାଠୁ ଅଧିକ ବୟସ୍କ ଶିଶୁଙ୍କୁ ଏହି ଟୀକା ଦିଆଯାଇପାରିବ । ତେବେ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ…

ୟୁପି ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟିର ବଡ ଘୋଷଣା । ଅଖିଳେଶ କହିଲେ ଛୋଟ ଛୋଟ ଦଳମାନଙ୍କ ସହ ହେବ ମେଣ୍ଟ

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ରାଜ୍ୟ କୁହାଯାଉଥିବା ଉତ୍ତରପ୍ରଦେଶରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ହେଲେ ଏବେଠାରୁ ନେତା ମାନଙ୍କ ଭିତରେ ଆରୋପ ଓ ପ୍ରତ୍ୟାରୋପ ଆରମ୍ଭ ହୋଇଛି । ଏହି କ୍ରମରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ…

କୂଳ ଖାଇ ଖାଇ ଚାଲିଛି ହାତୀ ନଦୀ । ମାଟି ଅତଡ଼ା ଖସିବା ସହ ଚାଷ ଜମି ସଙ୍କୋଚିତ ହେଉଛି । ଚିନ୍ତାରେ ନଈ କୂଳିଆ ୨୫ରୁ…

କନକ ବ୍ୟୁରୋ: ନଦୀ କୂଳ ଖାଇ ଖାଇ ଚାଲିଛି, ଫଳରେ ହାତୀ ନଦୀ କୂଳରେ ଥିବା ୨୫ରୁ ଅଧିକ ଗାଁର ଲୋକ ଏବେ ଚିନ୍ତାରେ । ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ନିଷ୍କାସିତ ଜଳ ହାତୀ ନଦୀରେ ଛଡ଼ାଯାଇଥାଏ । ୧୯୯୪ ମସିହାରୁ ହାତୀ ନଦୀରେ ନିଷ୍କାସିତ ଜଳ ଛଡ଼ା ଯାଉଥିବା ଯୋଗୁଁ ବର୍ଷସାରା ନଦୀରେ…

ଅଜଣା ରୋଗରେ ଶଯ୍ୟାଶାୟୀ ୨୧ ବର୍ଷର ଝିଅ ମାନସୀ । ଝିଅକୁ ଭଲ କରିବା ପାଇଁ ସର୍ବସାନ୍ତ ହୋଇଗଲେଣି ପରିବାର । ଏବେ କ’ଣ…

କନକ ବ୍ୟୁରୋ: ସବୁକିଛି ଠିକ ଚାଲିଥିଲା , ହସ ଖୁସିରେ ଚାଲିଥିଲା ପରିବାର । ହଠାତ ଏଭଳି କିଛି ଘଟିବ ବୋଲି କେହି ଭାବି ନଥିଲେ । ଏକ ଅଜଣା ରୋଗ, ବଢିଲା ମେଧାବୀ କଲେଜ ପଢୁଆ ଝିଅ କୁ ଗ୍ରାସ କରିବା ପରେ ଏବେ ଅସହାୟ ଓ ନିସହାୟ ପରିବାର । ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା ବାପା , ମା ଙ୍କର…

ବୟସର ଅପରାହ୍ଣରେ ଏବେବି ତରୁଣ ‘ତରୁଣ ଚାଟାର୍ଜୀ’ । ୬୫ ବର୍ଷରେ ଅଛନ୍ତି ପୂରା ଫିଟ୍ । ଜାଣନ୍ତୁ ତାଙ୍କ ସୁନ୍ଦର…

କନକ ବ୍ୟୁରୋ: ବାଲେଶ୍ୱରର ୬୫ ବର୍ଷର ଟୋକା । ବୁଢା ବୟସରେ ବି ପୂରା ଫିଟ୍ । ନାମ ଯେମିତି କାମ ବି ସେମିତି । ନାଁ ତରୁଣ, ସେ ଦେଖିବାକୁ ବି ତରୁଣ । ତାଙ୍କୁ ୨୫ କି ୩୦ ବର୍ଷ ହୋଇନି ମ... ପୂରା ୬୫ରେ ପାଦ ଦେଲେଣି ସେ । ତଥାପି ବୟସର ଅପରାହ୍ଣରେ ସେ ଏବେବି ଫିଟ୍ ଆଣ୍ଡ ଫାଇନ । ବୁଢା ବୟସରେ…

ହଠାତ୍ ଟ୍ରାଫିକରେ ପହଞ୍ଚିଲା ଏକ ସ୍କୁଟି, ଚାଳକଙ୍କ ନଥିଲା ମୁଣ୍ଡ । ଉପସ୍ଥିତ ଥିବା ଲୋକଙ୍କ ଉଡିଲା ହୋସ୍ ।

କନକ ବ୍ୟୁରୋ : ଆପଣ ରାସ୍ତାରେ ଯାଉଥିବା ବେଳେ ଯେତେବେଳେ କୌଣସି ଟ୍ରାଫିକ୍ ଜାମରେ ଫସିଯାଇଥାନ୍ତି, ସେତେବେଳେ ଆପଣ କଣ କରନ୍ତି । ସାଧାରଣତଃ ସମସ୍ତେ ରାସ୍ତାର ଆଗକୁ ଅନେଇଥାନ୍ତି କିମ୍ବା ପାଖରେ ଠିଆ ହୋଇଥିବା ଲୋକଙ୍କୁ ଆମେ ଦେଖିଥାଉ । ଜାମ ସଫା ନହେବା ପର୍ଯ୍ୟନ୍ତ କିମ୍ବା ଟ୍ରାଫିକର ଲାଲ୍…