Daily Archives

July 1, 2021

କରୋନା ଛଡାଇନେଲା ଘୋଡା, ଓଟଙ୍କ ଆହାର । ଦିନେ ବେଳାଭୂମିରେ ପିଠିରେ ବସାଇ ଲୋକଙ୍କୁ ବୁଲାଉଥିଲେ, ଆଜି କଟକଣା ପାଇଁ…

କନକ ବ୍ୟୁରୋ: ଦିନେ ବେଳାଭୂମିରେ ମନୋରଞ୍ଜନ କରି ମାଲିକର ପକେଟକୁ ଦି ପଇସା ଦେଇଥିଲେ । କୁନି କୁନି ପିଲା ସହ ଲୋକଙ୍କୁ ନିଜ ପିଠିରେ ବସାଇ ବେଳାଭୂମିରେ ବୁଲାଉଥିଲେ ଓଟ ଏବଂ ଘୋଡା । ମାଲିକ ଯାହା ରୋଜଗାର କରୁଥିଲା ସେଥିରେ ପଶୁଙ୍କୁ ପେଟପୂରା ଖାଇବାକୁ ଦେଉଥିଲା । ହେଲେ ଏବେ କରୋନା କଟକଣା…

ବଳଦ ସ୍ଥାନରେ ମଣିଷ କାନ୍ଧରେ ପଡ଼ିଲା ଜୁଆଳି । ଗଜପତି ସୀତାପୁର ଗାଁରୁ ଆସିଲା ଅଭାବନୀୟ ଚିତ୍ର । ବଳଦ ନାହିଁ କି…

କନକ ବ୍ୟୁରୋ: ଜମିରେ ହଳ ଚାଲିଛି, ଲଙ୍ଗଳ ବି ଗଡ଼ୁଛି । ହେଲେ ବଳଦ ନାହାନ୍ତି, ବଳଦ ଜାଗାରେ ମଣିଷ ଟାଣୁଛନ୍ତି ଲଙ୍ଗଳ । ଏପରି ଅଭାବନୀୟ ଦୃଶ୍ୟ ଆସିଛି ଗଜପତି ଜିଲ୍ଲା କାଶୀନଗର ବ୍ଳକ ସୀତାପୁର ଗାଁରୁ । କାନ୍ଧରେ ଜୁଆଳି ଟାଣି ନିଜେ ବିଲରେ ହଳ କରୁଛନ୍ତି ଦୁଇ ଚାଷୀ । ପାଖରେ ବଳଦ ନାହିଁ କି…

ଉଠ ଧନ ଉଠ… ପ୍ରସବ ପୂର୍ବରୁ ଚାଲିଗଲା ମହିଳାଙ୍କ ଜୀବନ, ପେଟ ଭିତରେ ଆଖି ବୁଜିଲେ ଯାଆଁଳା ପିଲା । ନିଶ୍ୱାସ…

କନକ ବ୍ୟୁରୋ: ଉଠ ଧନ ଉଠ... ଆରେ ମୁଁ ଡାକୁଛି ପରା ଉଠି ଯା... ଆଉ କେତେ ଅଭିମାନ କରିବୁ... କେତେ ଆଉ ମିଛି ମିଛିକା ଆଖି ବୁଜି ମୋ ସହ ଖେଳ ଖେଳିବୁ । ତୁ ଆଖି ନଖୋଲିଲା ବେଳକୁ ଛାତିରୁ କଲିଜାଟା ଖସି ପଡୁଛି ଲୋ... ଉଠି ଯା, ଏ ଧନ ! ଦେଖ, ଡାକ୍ତର ବାବୁ ଆସିଲେଣି । ତୁ ମାଆ ହେବୁ, ମୁଁ ବାପା…

ବାପା ! ତମେ ନାହଁ ତ ଏ ମାର୍କର ମୂଲ୍ୟ କଣ ? ଝିଅର ମାଟ୍ରିକ ରେଜଲ୍ଟ ବାହାରିବା ପୂର୍ବରୁ କରୋନାରେ ଆଖି ବୁଜିଲେ ବାପା ।…

କନକ ନ୍ୟୁଜ: ବାପା ! ଦରକାର ନାହିଁ ମୋର ଡାକ୍ତର ହେବା, ଦରକାର ନାହିଁ ବଡ ମଣିଷ ହେବା... ଏତେ ମାର୍କ ରଖି ଲାଭ କଣ ? ଏତେ ଭଲ ରେଜଲ୍ଟ ରହି କି ଫାଇଦା? ଏ ଜୀବନର ମୂଲ୍ୟ କଣ ବାପା ? ଯେଉଁ ଜୀବନରେ ତୁମେ ନାହଁ... ଏ ଖୁସିର ମାନେ କଣ ବାପା ଯେଉଁ ଖୁସିରେ ସାମିଲ ହେବାକୁ ଆଜି ତମେ ନାହଁ... ?…

ସାନିଟାଇଜର ବୋତଲରେ ଛପାହେଲା ନିମନ୍ତ୍ରଣ ପତ୍ର । ମିଠା ବଦଳରେ ଅତିଥିଙ୍କୁ ଦିଆଗଲା ମାସ୍କ, କରୋନା ବେଳେ ଏମିତି…

କନକ ବ୍ୟୁରୋ : ସାନିଟାଇଜର ବୋତଲରେ ନିମନ୍ତ୍ରଣ ପତ୍ର । ବାହାଘରର ନିଆରା କାର୍ଡକୁ ନେଇ ଚର୍ଚ୍ଚା । ଆପଣ ବାହାଘରର ବିଭିନ୍ନ ପ୍ରକାର କାର୍ଡ ଦେଖିଥିବେ । ବିବାହ ସମାରୋହରେ ଯୋଗ ଦେବା ପାଇଁ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଥାଏ । ଏପରିକି ଆଖି ଝଲସିଯାଉଥିବା ଭଳି…

ମୃତ୍ୟୁ ମୁହଁରୁ ଜୀବନ ବଞ୍ଚାଇବା ପରେ ରୋଗୀ ଆଖିରେ ଡାକ୍ତର ଜଣେ ଜଣେ ଭରସାର ଭଗବାନ, ଆଲ୍ଲା, ଜିସୁ, ଜଗନ୍ନାଥ…

କନକ ବ୍ୟୁରୋ: ଯେବେ ଯେବେ ରୋଗୀକୁ ଡରାଏ ରୋଗ, ଭୟ ଦେଖାଏ ଭୂତାଣୁ, ମୃତ୍ୟୁର ଧମକ ଦିଏ ମହାମାରୀ... ସେବେ ସେବେ ଡରେନି ଜୀବନ... ବରଂ ଆତଙ୍କିତ ଆଖିରେ ଆଖିଏ ଆଶା ନେଇ ଯମକୁ ଜବାବ ଦିଏ... କହେ, ମୋ ପାଖେ ଅଛନ୍ତି ୨ୟ ଭଗବାନ । ତୁ ମତେ ଡରେଇ ପାରିବୁ କିନ୍ତୁ ଡାକ୍ତରଖାନାର ୨ୟ ଭଗବାନଙ୍କୁ…