Daily Archives

May 29, 2021

କରୋନାରେ ବାପା, ମା ପ୍ରାଣ ହରାଇଲେ, ପିଲାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା । ୧୮ ବର୍ଷ ପର୍ଯ୍ୟନ୍ତ ମିଳିବ…

କନକ ବ୍ୟୁରୋ: କରୋନାରେ ପିତାମାତା ପ୍ରାଣ ହରାଇଲେ ଏଣିକି ପିଲାଙ୍କ ସହାୟତା ପାଇଁ ହାତ ଧରିବେ କେନ୍ଦ୍ର ସରକାର । ଆଜି ଏନେଇ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ସୂଚନା ମୁତାବକ, ଏଣିକି କୌଣସି ପିଲାଙ୍କ ପିତାମାତା କରୋନାରେ ଆଖି ବୁଜିଲେ ସେହି ପିଲାମାନଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ…

ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତ ବିବାଦ : ମମତା କହିଲେ ମୋତେ ବଦନାମ କରାଯାଉଛି । ପଶ୍ଚିମବଙ୍ଗବାସୀଙ୍କ ପାଇଁ ମୁଁ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତବେଳେ ଆରମ୍ଭ ହୋଇଥିବା ବିବାଦକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ମମତା କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ସେ ଦୀଘା ଗସ୍ତରେ ଯାଇଥିଲେ । ଏହାସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି…

ଜୁନ୍ ଦ୍ୱିତୀୟ ସପ୍ତାହରେ ଦେଶରେ ମିଳିବ ସ୍ପୁଟନିକ୍ ଭି ଟିକା । ଗୋଟିଏ ଡୋଜର ଦାମ ୧୧୯୫ ଟଙ୍କା ।

କନକ ବ୍ୟୁରୋ: ଜୁନ୍ ଦ୍ୱିତୀୟ ସପ୍ତାହରେ ଦେଶରେ ମିଳିବ ଋଷିଆ ନିର୍ମିତ ସ୍ପୁଟନିକ-ଭି ଟିକା । ଏନେଇ ଘୋଷଣା କରିଛି ଆପୋଲ ହସ୍ପିଟାଲ ଗ୍ରୁପ୍ । ଦେଶରେ ପ୍ରାୟ ୮୦ଟି ସ୍ଥାନରେ ଆଗ ଧାଡ଼ିର କରୋନା ଯୋଦ୍ଧା ବାଣିଜ୍ୟିକ ସଂସ୍ଥାର କର୍ମଚାରୀ ମାନଙ୍କୁ ଏହି ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି…

ପ୍ରଧାନମନ୍ତ୍ରୀଙ୍କ ସହ ବୈଠକକୁ ନେଇ ବିବାଦ ପରେ ମୁହଁ ଖୋଲିଲେ ମମତା । କହିଲେ ଜାଣିଶୁଣି ମୋତେ ଅପମାନିତ କରିବାକୁ…

କନକ ବ୍ୟୁରୋ: ଗତକାଲିର ବୈଠକକୁ ନେଇ ବିବାଦ ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଛନ୍ତି ଜାଣିଶୁଣି ତାଙ୍କୁ ଅପମାନିତ କରିବାକୁ ଚେଷ୍ଟା କରାଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ଛବିକୁ ଖରାପ କରିବା ପାଇଁ ଚେଷ୍ଟା କରାଯାଉଛି…

ସରକାରଙ୍କ କଥା ମାନି ଭିଟାମାଟିରୁ ସ୍ଥାନାନ୍ତରିତ ହୋଇଥିଲେ ଲୋକେ । ହେଲେ ଏବେ ମିଳୁନି ପିଇବା ପାଣି । ଗଜପତି ଜିଲ୍ଲା…

କନକ ବ୍ୟୁରୋ: ବନ୍ୟା-ବାତ୍ୟା ପ୍ରକୋପରୁ ରକ୍ଷା କରିବା ପାଇଁ ଭିଟାମାଟିରୁ ସ୍ଥାନାନ୍ତର କରାଗଲା । ଲୋକେ ବି ସରକାରଙ୍କ କଥା ମାନି ଭିଟାମାଟି ଛାଡିଲେ । ହେଲେ ଯେଉଁଠି ଥଇଥାନ କରାଗଲା, ସେଠାରେ ପିଇବା ପାଣି ଓ ରାସ୍ତାଘାଟର ସମସ୍ୟା ପୁଣି ଭିଟାମାଟିରୁ ଫେରି ଯିବା ପାଇଁ ବାଧ୍ୟ କରୁଛି ।…

କରୋନାର କରୁଣ କାହାଣୀ । ୪ ଦିନ ବ୍ୟବଧାନରେ ଚାଲିଗଲେ ବାପା-ପୁଅ । 

କନକ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ଗୁଣୁପୁର ସହରକୁ ଫେରିଛି କରୋନାଜନିତ ମୃତ୍ୟୁର ଭୟ  । କରୋନାରେ ସଂକ୍ରମିତ ହୋଇ ୪ ଦିନର ବ୍ୟବଧାନରେ ବାପ-ପୁଅଙ୍କ ମୃତ୍ୟୁ ଖବର ସାରା ସହରରେ ଭୟର ବାତାବରଣ ସୃଷ୍ଟି କରିଛି । କରୋନା କବଳିତ ହୋଇ ଆରପାରିକୁ ଚାଲିଗଲେ ବାପା-ପୁଅ । ମହାମାରୀ ସହ…