Daily Archives

May 29, 2021

ଶ୍ରୀମନ୍ଦିରରୁ ସମଲେଇ, ଶ୍ରୀକ୍ଷେତ୍ରରୁ ଏକାମ୍ରକ୍ଷେତ୍ର । ନୂଆ ଓଡିଶାର ପଟ୍ଟଚିତ୍ର ଆଙ୍କିବାକୁ ନବୀନ ସାଜିଛନ୍ତି…

କନକ ବ୍ୟୁରୋ: ବିକାଶର ନାଁ ନବୀନ । ନବୀନ ମାନେ ‘ନୂଆ ଓଡିଶା’ । ଓଡିଶା ମୁଣ୍ଡରୁ ହଟିବ ଗରିବର ଟ୍ୟାଗ୍ । ବଦଳିବ ରାଜ୍ୟର ଚିତ୍ର । ନୂଆ ନୂଆ ଲାଗିବ ନୂତନ ଓଡିଶା । ଉତ୍କଳୀୟ ପରମ୍ପରା, ଉତ୍କଳର ଗାଥା ଗାଇ ଓଡିଆଙ୍କ ସଂସ୍କୃତିର ଛାପ ଥାଇ ଛପାଯିବ ନୂଆ ଓଡିଶାର ପଟ୍ଟଚିତ୍ର । ‘ନୂତନ ଓଡିଶା’…

ରାଜସ୍ଥାନରୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ୧୦ ମିନିଟ ଅନ୍ତରରେ ମହିଳାଙ୍କୁ ଦିଆଗଲା କରୋନା ଟିକାର ଦ୍ୱିତୀୟ…

କନକ ବ୍ୟୁରୋ : ରାଜସ୍ଥାନର ଦୋଷା ଜିଲ୍ଲାରୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ଦେଶରେ ଏହାବୋଧେ ପ୍ରଥମ ଘଟଣା । ଯାହାକି ଜଣେ ମହିଳାଙ୍କୁ କରୋନା ଟିକାର ପ୍ରଥମ ଖୋରାକ ଦେବାର ୧୦ ମିନିଟ ପରେ ଦ୍ୱିତୀୟ ଖୋରାକ ଦିଆଯାଇଥିବା ମହିଳା ଜଣଙ୍କ ଦାବି କରିଛନ୍ତି । ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗର…

ଘରକୁ ଆସିବେ ନାହିଁ କୁଣିଆ, ଗାଁକୁ ବାହାର ଲୋକଙ୍କ ପ୍ରବେଶ ମନା । ଗାଁ ପ୍ରବେଶ ପଥରେ ବାଉଁଶ ବାଡ ଦେଇ ଜଗି ରହିଛନ୍ତି ୩…

କନକ ବ୍ୟୁରୋ: କୁଣିଆକୁ ଘରେ ପ୍ରବେଶ ମନା, ଗାଁ ସୁରକ୍ଷାରେ ନିଜକୁ ନିୟୋଜିତ କରିିଛନ୍ତି କରୋନା ଯୋଦ୍ଧା  । ଅବାଧଞ୍ଚଳ ନାହିଁ କିମ୍ବା ଗାଁରେ କେହି ସଂକ୍ରମିତ ନାହାନ୍ତି । ତଥାପି ଗାଁର ପ୍ରବେଶ ଦ୍ୱାରକୁ ବାଉଁଶ ବାଡରେ ଆବଦ୍ଧ କରି ଜଗିରହିଛନ୍ତି ଆଶାଦିଦି, ଅଙ୍ଗନବାଡି ଦିଦି ଓ ଓାର୍ଡ…

ସୀମାରେ ଜଗିଛି ପୁଲିସ, ଗଳାବାଟ ଦେଇ ଗାଁକୁ ଫେରୁଛନ୍ତି ପ୍ରବାସୀ । କୋରାପୁଟ ବୈପାରୀଗୁଡା ବ୍ଲକର ଗ୍ରାମାଂଚଳରେ ଚିନ୍ତା…

କନକ ବ୍ୟୁରୋ: କରୋନା କାଳରେ ପୁଣି ଫେରିଲା ପ୍ରବାସୀ ଶ୍ରମିକଙ୍କ ସୁଅ । ଜୀବନ ଜୀବିକା ପାଇଁ ଗାଁ ଛାଡ଼ିଥିଲେ ଆଉ ଏବେ ତାଲାବନ୍ଦ ଯୋଗୁଁ କର୍ମସ୍ଥଳ ଛାଡି ପୁଣି ଭିଟାମାଟିକୁ ଫେରୁଛନ୍ତି ପ୍ରବାସୀ । ହେଲେ ଫେରିବା ରାସ୍ତାରେ କରୋନା କଟକଣା ପ୍ରତିବନ୍ଧକ ହେବାରୁ ଗଳା ବାଟ ଦେଇ ଗାଁ ଫେରୁଛନ୍ତି…

ପାଳି ପରେ ପାଳି । ଦୁର୍ନୀତିଖୋରଙ୍କୁ ଛାଡନ୍ତନି, ଦାଗୀ ନେତାଙ୍କୁ ପାଖ ପୂରାନ୍ତିନି । ବଡ ବଡ ନିଷ୍ପତି ନେଇ ଆଞ୍ଚଳିକ…

କନକ ବ୍ୟୁରୋ : ରାଜନୀତି ପଡ଼ିଆର ପୋଖତ ପ୍ଲେୟାର ନବୀନ ପଟ୍ଟନାୟକ। ନିଜର ୨୪ ବର୍ଷର ପଲିଟିକାଲ କ୍ୟାରିଅରରେ ୨୧ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି ନବୀନ। ଆଉ ଆଜି ମୁଖ୍ୟମନ୍ତ୍ରୀ ଭାବେ ନିଜ ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂରଣ କରିଛନ୍ତି ନବୀନ । ୨୦୦୦ ମସିହା ପ୍ରଥମ ବିଧାନସଭା…

ଆସନ୍ତା ୫ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଓ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ…

କନକ ବ୍ୟୁରୋ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା,…