Daily Archives

May 1, 2021

ଦୈନିକ ସଂକ୍ରମଣର ନୂଆ ବିଶ୍ୱ ରେକର୍ଡ କଲା ଭାରତ ।୨୪ ଘଂଟାରେ ୪ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୩୫ ଶହରୁ ଅଧିକ ମୃତ…

କନକ ବ୍ୟୁରୋ: ଦେଶରେ ଟିକାକରଣ ଚାଲିଥିବା ବେଳେ ସାଂଘାତିକ ହେଉଛି କରୋନା ସ୍ଥିତି । ସାରା ବିଶ୍ୱରେ ଦୈନିକ ସଂକ୍ରମଣ ଚିହ୍ନଟ ମାମଲାରେ ଭାରତ ଆଜି ଅଲୋଡା ରେକର୍ଡ କରିଛି । ଗତ ୨୪ ଘଂଟାରେ ଦେଶରୁ ୪ଲକ୍ଷ ୧ହଜାର ୯୩୩ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ଓ ୩ହଜାର ୫୨୩ ସଂକ୍ରମିତ ପ୍ରାଣ ହରାଇଛନ୍ତି ।…

ସୁରତରେ ହିନସ୍ତା ହେଉଛନ୍ତି ପ୍ରବାସୀ ଓଡିଆ ଶ୍ରମିକ । ଟଙ୍କା ଦେଇ ନପାରିବାରୁ ଶବକୁ ରାସ୍ତା କଡରେ ଫୋପାଡି ଚାଲିଗଲେ…

କନକ ବ୍ୟୁରୋ: ଟଙ୍କା ଦେଇ ନପାରିବାରୁ ଶବକୁ ରାସ୍ତା କଡରେ ଫୋପାଡି ଚାଲିଗଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଏଭଳି ଅଭାବନୀୟ ଖବର ଆସିଛି ସୁରତରୁ । ଅଭିଯୋଗ ଅନୁଯାୟୀ ଆସିକା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗାଁର ଭଗବାନ ନାୟକ ଦୀର୍ଘଦିନ ହେବ ସୁରତରେ ରହୁଥିଲେ । କିଛି ଦିନ ହେବ ଅସୁସ୍ଥ ଥିଲେ ।…

ଟିକା ଅଭାବ ଭିତରେ ତୃତୀୟ ପର୍ଯ୍ୟାୟ ଟିକାକରଣ । ଦିଲ୍ଲୀ, ମହାରାଷ୍ଟ୍ର ସମେତ ଦେଶର ୮ଟି ରାଜ୍ୟରେ ସାଙ୍କେତିକ ଭାବେ…

କନକ ବ୍ୟୁରୋ: ସାରାଦେଶରେ ତୃତୀୟ ପର୍ଯ୍ୟାୟ ମେଗା କରୋନା ଟିକାକରଣ ବାଧାପ୍ରାପ୍ତ ହୋଇଛି । ଟିକା ଅଭାବରୁ ଦେଶର ୮ଟି ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ କରାଯାଇଛି । ମହାରାଷ୍ଟ୍ର, ରାଜସ୍ଥାନ, ଉତରପ୍ରଦେଶ, ଛତିଶଗଡ, ଗୁଜୁରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ, ତାମିଲନାଡୁରେ ଟିକାକରଣ…

କରୋନାର କଷଣ, ଅକ୍ସିଜେନ ଅଭାବ ନେଲା ଜୀବନ । ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ ୮ ଆକ୍ରାନ୍ତ ମୃତ ।…

କନକ ବ୍ୟୁରୋ: ମହାମାରୀ ସଂକ୍ରମଣ ଭିତରେ ଅକ୍ସିଜେନ ଅଭାବ ଅଭିଶାପ ପାଲଟିଯାଇଛି । ଦେଶର ରାଜଧାନୀ ଦିଲ୍ଲୀ ତୁଗଲକବାଦ ଶିଳ୍ପାଂଚଳର ବାତ୍ରା ହସ୍ପିଟାଲରୁ ଆସିଛି ଛାତିକୁ ଥରେଇ ଦେଲା ଭଳି ଖବର । ଲିକ୍ୟୁଡ ମେଡିକାଲ ଅକ୍ସିଜେନ ଅଭାବରୁ କରୋନା ଆକ୍ରାନ୍ତ ୮ ଜଣ ରୋଗୀଙ୍କ ଜୀବନ ଦୀପ ଲିଭିଯାଇଛି ।…

ପରିବାରର କାହାକୁ ଛାଡ଼ିଲାନି କରୋନା । ୧୦ ବର୍ଷର ଝିଅ ସହ ଗୋଟିଏ ପରିବାରର ୪ ଜଣ କରୋନା ପଜିଟିଭ୍, ଜଣେ ମୃତ ।

କନକ ବ୍ୟୁରୋ: ବିପଦ ବେଳାରେ ଆପଣାର କେହି ନା କେହି ଜଣେ ଠିଆ ହୋଇଥାନ୍ତି । ହେଲେ ଭୂତାଣୁ ମଣିଷକୁ ଏତେ ଅସହାୟ କରିଦେଇଛି ଯେ, କିଏ କାହା ପାଖରେ ଠିଆ ହେବା ତ’ ଦୂରର କଥା, କେହି କାହାରି ମୁହଁ ଚାହିଁବା ସ୍ଥିତିରେ ନାହାଁନ୍ତି । କରୋନା ଯୋଗୁଁ ଏଭଳି କିଛି ସ୍ଥିତି ଦେଇ ଗତି କରୁଛନ୍ତି…

ଭାରତରେ କରୋନା ସଙ୍କଟ । ବିଶ୍ୱର ୪୦ରୁ ଅଧିକ ଦେଶ ବଢାଇଲେ ସହାୟତାର ହାତ 

କନକ ବ୍ୟୁରୋ: ଭାରତ କରୋନା ସଂକ୍ରମଣର ଗମ୍ଭୀର ସଂକଟ ଦେଇ ଗତି କରୁଥିବା ବେଳେ ବିଶ୍ୱର ୪୦ରୁ ଅଧିକ ରାଷ୍ଟ୍ର ସହାୟତାର ହାତ ବଢାଇଛନ୍ତି । ଆମେରିକାରୁ ବିପୁଳ ପରିମାଣର ଅକ୍ସିଜେନ କନସେନଟ୍ରେଟର, ଅକ୍ସିଜେନ ସିଲିଣ୍ଡର, ଚିକିତ୍ସା ସଂପର୍କିତ ଅନ୍ୟ ଉପକରଣ ଭାରତକୁ ପଠାଇଛି । ଆମେରିକାରୁ…