Daily Archives

April 28, 2021

କରୋନା ବେଳେ ସଚେତନ କଲେ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି । ସଙ୍ଗରୋଧ, ଟେଷ୍ଟିଂ ଏବଂ ସତର୍କତା ଅବଲମ୍ବନ ଉପରେ…

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା କୋଭିଡ୍ ସଂକ୍ରମଣ ଭିତରେ ଆଜି ରାଜ୍ୟବାସୀଙ୍କ ସମସ୍ତ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି । କୋଭିଡ୍ ସଂପର୍କୀତ ପ୍ରେସମିଟ କରି ସେ ଦ୍ୱିତୀୟ ଲହର ଏବଂ ଲୋକମାନେ କିପରି ଏଥିରୁ ସୁରକ୍ଷିତ ରହିବେ ସେ ସମ୍ବନ୍ଧୀୟ ପ୍ରଶ୍ନର…

ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ରାଜ୍ୟରେ ଅସହ୍ୟ ଗରମ ଲାଗି ରହିଥିବା ବେଳେ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ କାଳବୈଶାଖୀ ହେବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ସୂଚନା ମୁତାବକ  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ କାଳବୈଶାଖୀ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ରାଜ୍ୟରେ ୧୮ ବର୍ଷରୁ ଅଧିକଙ୍କୁ ମାଗଣା ଟିକା ଦେବେ ସରକାର ।

କନକ ବ୍ୟୁରୋ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର ୧୮ ରୁ ୪୪ ବର୍ଷର ସମସ୍ତ ଲୋକଙ୍କୁ ମାଗଣାରେ କରୋନା ଟିକା ଦେବାକୁ ଘୋଷଣା କରିଛନ୍ତି । ଏନେଇ ଆଜି ବସିଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି  ନିଆଯାଇଛି । ବୈଠକରେ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା…

କୋଭିଡ ହସ୍ପିଟାଲରେ କର୍ମଚାରୀ ଅଭାବ ଅଭିଯୋଗ । ବଲାଙ୍ଗୀର କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କ ଯତ୍ନ ନେଉଛନ୍ତି…

କନକ ବ୍ୟୁରୋ: ବଲାଙ୍ଗୀର କୋଭିଡ ହସ୍ପିଟାଲରେ ଚରମ ଅବହେଳା ନେଇ ଅଭିଯୋଗ ହୋଇଛି । ଜଣେ ଆକ୍ରାନ୍ତଙ୍କ ସଂପର୍କୀୟ ସ୍ୱାସ୍ଥ୍ୟସେବାରେ ଅବହେଳା ନେଇ ଅଭିଯୋଗ କରିଛନ୍ତି । କରୋନା ଏକ ସଂକ୍ରାମକ ରୋଗ ହୋଇଥିବାବେଳେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲକୁ ଅଣ କୋଭିଡ ସଂପର୍କୀୟଙ୍କୁ ଯିବାକୁ ପଡୁଥିବା ସେ…

ଗୋଆରେ ୪ ଦିନ ପାଇଁ ଲକଡାଉନ୍ ଘୋଷଣା କଲେ ସରକାର । ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ ?

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଲଗା ଅଲଗା ରାଜ୍ୟ ଭିନ୍ନ ଭିନ୍ନ ତରିକାରେ ଲକଡାଉନ୍ ଘୋଷଣା କରୁଛନ୍ତି । କେଉଁଠି ସପ୍ତାହନ୍ତ ଲକଡାଉନ୍ ତ କେଉଁଠି ନାଇଟ୍ କର୍ଫ୍ୟୁ । ଏହି କ୍ରମରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରାଜ୍ୟରେ ଏପ୍ରିଲ ୨୯ ତାରିଖ ସନ୍ଧ୍ୟା…

ଟ୍ୱିନସିଟିରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଲାଣି । ପ୍ରବାସୀ ଅଧିକ ଥିବାରୁ ସଂକ୍ରମଣ ବଢୁଥିବା କହିଲେ ସ୍ୱାସ୍ଥ୍ୟ…

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ଓ କଟକବାସୀଙ୍କ ପାଇଁ ବଡ଼ ଖବର । ଏବେ ଟ୍ୱିନସିଟିରେ ଗୋଷ୍ଠୀ ସଂକ୍ରମଣ ପରି ସ୍ଥିତି । କାରଣ ଏଠି ପ୍ରବାସୀ ଅଧିକ ଥିବାରୁ ସଂକ୍ରମଣ ବଢୁଛି, ତେଣୁ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି । ତେବେ ଜଣେ ଲୋକ ବା କରୋନା ଆକ୍ରାନ୍ତ ଏକାଧିକ ଲୋକଙ୍କୁ…