Daily Archives

April 3, 2021

ଶେଷ ହେଲା ବିଧାନସଭା ବଜେଟ୍ ଅଧିବେଶନ । ୫ଟି କାର୍ଯ୍ୟଦିବସ ପୂର୍ବରୁ ଆଗୁଆ ସରିଲା ଅଧିବେଶନ । 

କନକ ବ୍ୟୁରୋ: ଶେଷ ହେଲା ବିଧାନସଭାର ବଜେଟ୍ ଅଧିବେଶନ । ୫ଟି କାର୍ଯ୍ୟଦିବସ ପୂର୍ବରୁ ଆଜି ବିଧାନସଭା ବଜେଟ୍ ଅଧିବେଶନକୁ ଶେଷ କରିଦିଆଯାଇଛି । ତେବେ ଏହି ଅଧିବେଶନରେ ମୋଟ ୨୬ଟି ବୈଠକ ବସିଥିଲା । ଯେଉଁଥିରେ ସମୁଦାୟ ୯ଟି ବିଲ୍ ପାରିତ ହୋଇଥିଲା । ଏହାସହ ଏହି ଅଧିବେଶନରେ ଉଭୟ ଶାସକ ଓ…

ଖବର ବାଜିଲା ପରେ ବନ ବିଭାଗର ନିଦ ଭାଙ୍ଗିଲା । ମାଲକାନଗିରି ବଣ୍ଡା ଘାଟିରୁ ନିଆଁ ଲିଭାଇବାକୁ ତତ୍ପର ବନ ବିଭାଗ ।

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ୮ଟି ପାହାଡରେ ପୋଡୁ ଚାଷ ପାଇଁ ନିଆଁ ଲାଗିବା ଖବର କନକ ନ୍ୟୁଜରେ ପ୍ରସାରଣ ପରେ ତତ୍ପରତା ଦେଖାଇଛି ମାଥିଲି ବନବିଭାଗ । ରାତିରେ ଘାଟି ଅଂଚଳର ପାହାଡ ଚଢି ନିଆଁକୁ କାବୁ କରିଛି ବନ ବିଭାଗର ସ୍ୱତନ୍ତ୍ର ଟିମ୍ । ସେପଟେ ଜିଲ୍ଲାର ବିଭିନ୍ନ…

ଡହ ଡହ ଖରାରେ ସାଇକେଲରେ ଅଫିସ ଯାଉଛନ୍ତି ଓଏଏସ୍ ଅଫିସର । ଚର୍ଚ୍ଚାରେ ମୟୂରଭଞ୍ଜର ଡେପୁଟି କଲେକ୍ଟର ସୁଜୟ କୁମାର ପତି ।

କନକ ବ୍ୟୁରୋ: ବର୍ତମାନ ସମୟରେ ଉଚ୍ଚ ସ୍ତରୀୟ ସରକାରୀ ଅଫିସରମାନେ ବଡ ଏବଂ ଦାମୀ ଗାଡ଼ିରେ ଯିବା ଆସିବା କରିବା ପାଇଁ ପସନ୍ଦ କରନ୍ତି । ଏଥିପାଇଁ ପ୍ରାୟତଃ ସବୁ ଅଧିକାରୀମାନଙ୍କ ପାଇଁ ଦାମୀ ଗାଡି ସବୁ ନିଆଯାଇଥାଏ । ଯେତେ ବଡ ଅଫିସର ସେତେ ଦାମୀ ଗାଡ଼ି  । ହେଲେ ଏଭଳି ସ୍ଥିତିରେ ମୟୂରଭଞ୍ଜ…

ସସପେଣ୍ଡ ହେବା ପରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ, ସସପେଣ୍ଡକୁ ଖାତିର କରୁନାହିଁ ।

କନକ ବ୍ୟୁରୋ: ଗୃହରୁ ସସପେଣ୍ଡ ହେବା ପରେ ପ୍ରତିକ୍ରିୟା ରଖିଲେ ବିଧାୟକ ଜୟନାରାୟଣ ମିଶ୍ର । କହିଲେ, ବାଚସ୍ପତି ଯେତେବେଳେ ସମ୍ବିଧାନ ହିସାବରେ କାମ କଲେ ନାହିଁ ସେତେବେଳେ ଏପିର ପ୍ରତିକ୍ରିୟା ଆସିଲା । ଯଦି ଅତ୍ୟାଚାର, ଅନାଚାର ବିରୋଧରେ ସ୍ୱର ଉତ୍ତୋଳନ କଲେ ସସପେଣ୍ଡ କରାଯାଏ, ଏହାକୁ ମୁଁ…

ପିପିଲି ଉପ ନିର୍ବାଚନ ମଇଦାନରେ ଏଥର ୧୦ ପ୍ରାର୍ଥୀ । ୬ ତାରିଖରୁ ଆରମ୍ଭ ହେବ ପୋଷ୍ଟାଲ ବାଲାଟ୍ ଭୋଟ୍ । 

କନକ ବ୍ୟୁରୋ: ପିପିଲି ଉପ ନିର୍ବାଚନ ମଇଦାନରେ ୧୦ ପ୍ରାର୍ଥୀ । ଆଜି ପିପିିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ଥିଲା । ଯେଉଁଥିରେ ମୋଟ ଦଶଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଚୂଡାନ୍ତ ହୋଇଥିବା ସିିଇଓ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି । ଏଥର ପିପିଲି…

ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିବା ଘଟଣା । ୩ ବିଧାୟକଙ୍କୁ ସସପେଣ୍ଡ ପାଇଁ ନିର୍ଦ୍ଦେଶ ଦେଲେ ବାଚସ୍ପତି 

କନକ ବ୍ୟୁରୋ: ଗୃହରେ ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିବା ଘଟଣା । ୩ ଜଣ ବିଧାୟକଙ୍କୁ ସସପେଣ୍ଡ ପାଇଁ ନିର୍ଦ୍ଦେଶ ଦେଲେ ବାଚସ୍ପତି । ଚଳିତ ବିଧାନସଭା ଅଧିବେସନ ପାଇଁ ୩ ବିଧାୟକ ସସପେଣ୍ଡ । ସସପେଣ୍ଡ ହେଲେ ବିଷ୍ଣୁ ସେଠୀ, ଜୟ ନାରାୟଣ ମିଶ୍ର ଓ ମୋହନ ମାଝୀ । ବିଧାନସଭାରେ ଆଜି ଅଭାବନୀୟ…