Daily Archives

April 3, 2021

ଶ୍ରୀମନ୍ଦିର ପାଇଁ ପ୍ରଶାସନ ଆଣିଲା ନୂଆ ଏସଓପି । ରବିବାର ବନ୍ଦ ରହିବ ମନ୍ଦିର, ସପ୍ତାହକୁ ଦୁଇ ଥର ହେବ ସାନିଟାଇଜ୍ । 

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଆଣିଛି ମନ୍ଦିର ପ୍ରଶାସନ । ଏଣିକି ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବା ସହିତ ଏହିଦିନ ସମ୍ପୂର୍ଣ୍ଣ ମନ୍ଦିରକୁ ସାନିଟାଇଜ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଖାଲି ସେତିକି ନୁହେଁ, ରବିବାର…

ଗଞ୍ଜାମରେ ଦଣ୍ଡନାଚ ଉପରେ କଟକଣା ଲଗାଇଲେ ଜିଲ୍ଲାପାଳ । କେବଳ ୨୫ ଜଣ ଲୋକଙ୍କୁ ନେଇ ଦଣ୍ଡଯାତ୍ରା ଅନୁମତି ।

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ଆଜି ଗଞ୍ଜାମ ଜିଲ୍ଲାପାଳ ଦଣ୍ଡନାଚ ଉପରେ କଟକଣା ଲାଗୁ କରିଛନ୍ତି । ଦଣ୍ଡନାଚରେ କେବଳ ୨୫ ଜଣ ଲୋକ ଯୋଗଦେଇପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହାସହ ଜିଲ୍ଲାରେ ବର୍ତ୍ତମାନ ପାଇଁ କୌଣସି ପ୍ରକାର…

ଛତିଶଗଡରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ୫ ଯବାନ ସହିଦ୍, ଜଣେ ନକ୍ସଲ ମୃତ

କନକ ବ୍ୟୁରୋ : ଛତିଶଗଡର ବିଜାପୁର ଜିଲ୍ଲା ତରରେମ୍ ଠାରେ ନକ୍ସଲ ଓ ସୁରକ୍ଷା କର୍ମୀମାନଙ୍କ ଭିତରେ ହୋଇଥିବା ସଂଘର୍ଷରେ ଡିଆରବି ଓ ସିଆରପିଏଫର ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କିଛିମାସ ପୂର୍ବରୁ ନକ୍ସଲମାନେ ଯବାନଙ୍କର ଏକ ବସକୁ ଆଇଡି…

ତେଲଙ୍ଗାନା ଉପ ନିର୍ବାଚନରେ ୨ ବିରଳ ପ୍ରାର୍ଥୀ । ଜଣେ ବାଘ ଧରି ବୁଲୁଛନ୍ତି ତ ଜଣେ ଭୋଟରଙ୍କୁ ଦେଖି କାନ୍ଦୁଛନ୍ତି

କନକ ବ୍ୟୁରୋ : ତେଲଙ୍ଗାନାର ନାର୍ଗାଜୁନ ସାଗର ବିଧାନସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏପ୍ରିଲ ୧୭ ତାରିଖ ଦିିିିିନ ଏଠାରେ ଭୋଟ ଗ୍ରହଣ କରାଯିବ ଓ ମେ’ ୨ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଭୋଟ ଗ୍ରହଣ ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ୨ ଜଣ…

୪୨୨ ଇଥାନଲ୍ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ । ୪୧ ହଜାର କୋଟି ଟଙ୍କା ପୁଞ୍ଜିନିବେଶର ସମ୍ଭାବନା

କନକ ବ୍ୟୁରୋ :  ଦେଶରେ ଇଥାନଲ୍ ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଦେଶର ବିଭିନ୍ନ ରାଜ୍ୟରେ ୪୨୨ ଟି ଇଥାନଲ୍ ପ୍ରକଳ୍ପ ସ୍ଥାପନ ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ ବେଳେ ବିଭାଗୀୟ ଅଧିକାରୀ କହିଛନ୍ତି କି ଏହି ପ୍ରକଳ୍ପଗୁଡିକ…

ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ । ଜାଣନ୍ତୁ କର୍ଫ୍ୟୁ ସମୟରେ କେଉଁଥିରେ ଲାଗିବ କଟକଣା, କ’ଣ ହେବ ଛାଡ଼ । 

କନକ ବ୍ୟୁରୋ : ଓଡ଼ିଶାର ୧୦ଟି ଜିଲ୍ଲାରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । କରୋନା ସଂକ୍ରମଣ ଦିନକୁ ଦିନ ପୁଣି ବଢୁଥିବା ବେଳେ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼,…