Daily Archives

January 6, 2021

ଏଲିଏନ୍ସକୁ ନେଇ ବଡ ଖୁଲାସା କଲେ ପ୍ରଫେସର । ମହାକାଶକୁ ଆବର୍ଜନା ଫିଙ୍ଗୁଛନ୍ତି ଏଲିଏନ, ହାବାର୍ଡ ପ୍ରଫେସରଙ୍କ ଦାବି…

କନକ ବ୍ୟୁରୋ : ଏଲିଏନ୍ସ ବା ଅନ୍ୟ ଗ୍ରହର ଜୀବକୁ ନେଇ ଅନେକ ସମୟରେ ଆମେ ଭିନ୍ନ ଭିନ୍ନ କଥା ଶୁଣିବାକୁ ପାଇଥାଉ । କେତେବେଳେ ପୃଥିବୀ ପୃଷ୍ଠରେ ଏଲିଅନ୍ସ ଥିବା କଥା କୁହାଯାଇଥାଏ ତ ପୁଣି କେତେବେଳେ ଆକାଶରେ ରହସ୍ୟମୟ ୟୁଏଫଓ ଦେଖାଯିବାର କଥା ମଧ୍ୟ ସାମ୍ନାକୁ ଆସିଥାଏ । ଏପରିକି କିଛି ଦେଶରେ…

ମାହାଙ୍ଗା ମର୍ଡର କେସ: ହତ୍ୟା କରିଥିବା ନେଇ ସ୍ୱୀକାର କଲା ପଞ୍ଚାନନ । କୋର୍ଟ ଚାଲାଣ ବେଳେ ଅଭିଯୁକ୍ତର ସ୍ୱୀକାରୋକ୍ତି…

କନକ ବ୍ୟୁରୋ : ମାହାଙ୍ଗା ମର୍ଡର କେସରେ ହତ୍ୟା କରିଥିବା ନେଇ ସ୍ୱୀକାର କଲା ଅଭିଯୁକ୍ତ ପଞ୍ଚାନନ । କୋର୍ଟ ଚାଲାଣ ବେଳେ ଅଭିଯୁକ୍ତର ସ୍ୱୀକାରୋକ୍ତି । ପୂର୍ବରୁ କୁଳମଣି ଓ ତାଙ୍କୁ ଆକ୍ରମଣ କରିଥିଲେ । ତେଣୁ ଆମେ ତାଙ୍କୁ ଆକ୍ରମଣ କଲୁ ବୋଲି ଅଭିଯୁକ୍ତ କହିଛି । ମାହାଙ୍ଗା ଡବଲ ମର୍ଡରରେ…

ଶଯ୍ୟାଶାୟୀ ବାପାଙ୍କ ଚିକିତ୍ସା ପାଇଁ ଭିକ୍ଷାବୃତି କଲେ ଦିବ୍ୟାଙ୍ଗ ଝିଅ । ପର ଦୁଆରେ ମୂଲ ଲାଗିଲେ ନାବାଳକ ପୁଅ ।

କନକ ବ୍ୟୁରୋ : ଜନ୍ମ କରିଥିବା ଏବଂ ଛୋଟରୁ ବଡ କରିଥିବା ବାପା ଯେତେବେଳେ ଶଯ୍ୟାଶାୟୀ ହୋଇଯାଏ ସେତେବେଳେ ପୁଅ ଝିଅଙ୍କର ଅକଲ ଗୁଡୁମ ହୋଇଯାଏ । କିନ୍ତୁ ଏପରି ସ୍ଥିତିରେ ବି ହାର ନମାନି ଜୀବନ ସଂଘର୍ଷର ଏ ଯୁଦ୍ଧରେ ଜିତିବା ପାଇଁ ପ୍ରୟାସ କରିଛନ୍ତି ନିମାପଡାର ଦୁଇ ଜଣ ନାବାଳକ ଏବଂ ନାବାଳିକା ।…

୮୫ % ପିଲା ଚାହାନ୍ତି ସ୍କୁଲ ଖୋଲୁ । ସର୍ଭେ ପରେ ରାଜ୍ୟ ଶିଶୁ ଅଧିକାର ଆୟୋଗର ସୂଚନା ।

କନକ ବ୍ୟୁରୋ: ସ୍କୁଲ ଖୋଲିବା ନେଇ ବଡ ଖବର । ୮୫ % ପିଲା ଚାହାନ୍ତି ସ୍କୁଲ ଖୋଲୁ । ସ୍କୁଲ ଖୋଲିବା ପ୍ରସଙ୍ଗରେ ରାଜ୍ୟ ଶିଶୁ ଅଧିକାର ଆୟୋଗର ସର୍ଭେରୁ ସ୍ପଷ୍ଟ ହେଲା ପିଲାଙ୍କ ମତ । ସ୍କୁଲ ଖୋଲିବା ପୂର୍ବରୁ ୩ଟି ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଉ । ମାସ୍କ, ହାତ ଧୋଇବା, ଥର୍ମାଲ ସ୍କ୍ରିନିଂ…

ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ରରୁ ଆସିଲା ନିର୍ଦ୍ଦେଶ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଖୁବଶୀଘ୍ର…

କନକ ବ୍ୟୁରୋ : ଦେଶରେ ଟିକାକରଣ  ଖୁବଶୀଘ୍ର ଆରମ୍ଭ ହେବ । ଏନେଇ ସରକାର ସଙ୍କେତ ଦେଇସାରିଛନ୍ତି ।  ଆସନ୍ତାକାଲି  ଟିକାକରଣ ଡ୍ରାଏ ରନ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ଡାକିଛନ୍ତି । ବୈଠକରେ ସାମିଲ ହେବେ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ।  ଦିନ ୧୨ଟା ୩୦ରେ ଭିଡିଓ କନଫରେନ୍ସି…

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ଘଟଣା । କାର୍ଯ୍ୟରେ ଅବହେଲା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀ ନିଲମ୍ବିତ

କନକ ବ୍ୟୁରୋ: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ହୋଇ ୪ ଜଣଙ୍କ ମୃତ୍ୟୁ ଘଟଣା । କାର୍ଯ୍ୟରେ ଅବହେଲା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଅଧିକାରୀମାନେ ହେଲେ ଇଏମଡି ବିଭାଗର ଗୋପବନ୍ଧୁ ବାରିକ ଓ ସିସିଡି ମେକାନିକାଲର ନବେନ୍ଦ୍ର ଦାଶ । ସୂଚନା…