Daily Archives

January 6, 2021

କରୋନା ଟିକା ନିର୍ମାତା କମ୍ପାନୀରୁ ସିଧା ଓଡିଶାକୁ ଆସିବ ଟିକା । ଚିଠି ଲେଖି ପ୍ରସ୍ତୁତ ରହିବାକୁ ରାଜ୍ୟସରକାରଙ୍କୁ…

କନକ ବ୍ୟୁରୋ : ଓଡିଶାକୁ ସିଧା ସଳଖ ଆସିବ କୋଭିଡ ଟିକା । ଓଡିଶା ସମେତ ୧୯ ରାଜ୍ୟକୁ ଔଷଧ ନିର୍ମାତା କଂପାନୀ ଠାରୁ ସିଧା ସଳକ ଟିକା ଆସିବ । ଏନେଇ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ସରକାର । ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ଝାରଖଣ୍ଡ, ଓଡିଶା ସହ ୧୯ଟି…

ସୀମା ଲଘିଂଲା ଖାକିର ବର୍ବରତା : ମହିଳା ଚା’ ଦୋକାନୀଙ୍କ ଦେହରେ ତତଲା ଚା’ ଢାଳିଦେଲେ ମଦ୍ୟପ ପୁଲିସ କର୍ମଚାରୀ

କନକ ବ୍ୟୁରୋ : ସୀମା ଲଂଘିଲା ଖାକି ବାବୁଙ୍କ ବର୍ବରତା । ଚାହା ଦେବାରେ ବିଳମ୍ବ ହେବାରୁ ବୃଦ୍ଧା ମହିଳା ଚା ଦୋକାନୀଙ୍କ ଦେହରେ ଗରମ ଚାହା ଢାଳି ଦେଲେ ମଦ୍ୟପ ପୁଲିସ କର୍ମଚାରୀ । କୋରାପୁଟ ଜିଲ୍ଲା ଦାମନଯୋଡିରେ ଘଟିଛି ଏହି ଅମାନବିକତା ଘଟଣା । ଦାମନଯୋଡି ଥାନାର ହାବିଲଦାର ସାରଥୀ ହୋତା ଆଜି…

ଆମ୍ବୁଲାନ୍ସ ଉପରେ ମାଡିଗଲା ଟ୍ରକ, ୩ଜଣ ଗୁରୁତର : ଗ୍ୟାସ କଟର ସହାୟତାରେ କାଟି ଆହତଙ୍କୁ ଉଦ୍ଧାର କଲା ଅଗ୍ନିଶମ…

କନକ ବ୍ୟୁରୋ : ଆମ୍ବୁଲାନ୍ସ ଉପରେ ମାଡିଗଲା ଟ୍ରକ । ଆମ୍ବୁଲାନ୍ସରେ ଥିବା ୩ ଗୁରୁତର । ଆହତମାନଙ୍କୁ ଗ୍ୟାସ କଟରରେ କାଟି ଗୁରୁତର ମାନଙ୍କୁ କଢ଼ା ଯିବା ପରେ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ବୁର୍ଲା ମହାନଦୀ ବ୍ରିଜ ଉପରେ ଘଟିଛି ଏହି…

ରାଉରକେଲା ଷ୍ଟିଲପ୍ଲାଂଟରେ ବିଷାକ୍ତ ଗ୍ୟାସ ଲିକ୍ : ୪ ମୃତ, ୨ ଗୁରୁତର; କୋଲ କେମିକାଲ  ବିଭାଗରେ ରକ୍ଷଣାବେକ୍ଷଣ କାମ…

କନକ ବ୍ୟୁରୋ : ରାଉରକେଲା ଇସ୍ପାତ କାରଖାନାରେ ବିଷାକ୍ତ ଗ୍ୟାସ ଲିକ ହୋଇ ୪ ଜଣ ପ୍ରାଣ ହରାଇଛନ୍ତି । କୋଲ କେମିକାଲ ବିଭାଗରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲିଥିବାବେଳେ ବିଷାକ୍ତ କାର୍ବନ ମନୋକସାଇଡ୍  ଗ୍ୟାସ ଲିକ ହୋଇଥିଲା । ଏଥିରେ  ୬ ଜଣ ଅସୁସ୍ଥ  ପଡିଥିଲେ । ଏମାନଙ୍କ ମଧ୍ୟରୁ ୪ ଜଣ ପ୍ରାଣ…

‘ସ୍ୱାସ୍ଥ୍ୟ ସାଥୀ’ କାର୍ଡ ନେବାକୁ ଧାଡିରେ ଛିଡା ହେଲେ ମମତା ବାନାର୍ଜୀ । ବିଜେପି କହିଲା ଲୋକପ୍ରିୟତା ବଜାୟ ରଖିବାକୁ…

କନକ ବ୍ୟୁରୋ : ସମୟ ଥିଲା ସେ ଯେଉଁଠି ଠିଆ ହେଉଥିଲେ ସେଇଠୁ ଧାଡି ଆରମ୍ଭ ହେଉଥିଲା । ହେଲେ ଆଜି ସମୟ ବଦଳି ଯାଇଛି । ମୁଖ୍ୟମନ୍ତ୍ରୀ ଥାଇବି ତାଙ୍କୁ ଲୋକଙ୍କ ମନରେ ବିଶ୍ୱାସ ଓ ଲୋକପ୍ରିୟତାକୁ ବୃଦ୍ଧି କରିବାକୁ ସେ ଧାଡିରେ ଠିଆ ହୋଇଛନ୍ତି । ଆମେ କହୁଛୁ ପଶ୍ଚିମବଙ୍ଗର ବିବାଦୀୟ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର ଗଙ୍ଗନଗରରେ ଖସିପଡିଥିବା ଟଙ୍କା ବିଡା ନେଲେ ବ୍ୟକ୍ତି : ପ୍ରମାଣ ଦେଖାଇ ଥାନାରୁ ଟଙ୍କା ନେଲେ ଶଶାଙ୍କ ଶେଖର 

କନକ ବ୍ୟୁରୋ : ଭୁବନେଶ୍ୱର ଗଙ୍ଗନଗର ଛକରେ  ମିଳିଥିବା ୩ ବିଡା ୫ଶହ ଟଙ୍କିଆ ନୋଟ୍ କାହାର ତାହା ଚିହ୍ନଟ ହୋଇଛି ।  ଶଶାଙ୍କ ଶେଖର ସାହୁଙ୍କ ନାମକ ବ୍ୟକ୍ତିଙ୍କ ଏହି ଟଙ୍କା ବୋଲି ଜଣାପଡିଛି ।  ନିଜ କର୍ମଚାରୀଙ୍କୁ ଦରମା ଦେବାକୁ  ବ୍ୟାଙ୍କରୁ ଉଠାଇ ନେବାବେଳେ  ଶଶାଙ୍କଶେଖରଙ୍କ  ଜାକେଟରୁ ଏହା…