Daily Archives

November 29, 2020

ଯେବେ ଯେବେ ସରକାରଙ୍କ ପାଇଁ ଅଡୁଆ ବଢେ, ସିଙ୍ଘମ୍ ଆଇପିଏସ୍ ଅରୁଣ ବୋଥ୍ରାଙ୍କ ନାଁ ମନେପଡେ । ସାରଥୀ-ସୁରଠୁ ପୁଞ୍ଜିଲାଲ…

କନକ ବ୍ୟୁରୋ: ସରକାରଙ୍କ ପାଇଁ ଯେତେବେଳେ ବଡ଼ ବଡ଼ ପ୍ରସଙ୍ଗ ପାହାଡ଼ ପରି ଛିଡ଼ା ହୁଏ । ଆଉ ବିରୋଧୀ ସେହି ପ୍ରସଙ୍ଗ ପୁଟୁଳିକୁ ଧରି ରାଜରାସ୍ତାକୁ ଓହ୍ଲାନ୍ତି, ନିଆଁ ଜଳାନ୍ତି, ସରକାରଙ୍କୁ ପାଲଟା ଆକ୍ରମଣ କରନ୍ତି...ଠିକ୍ ସେତିକିବେଳେ ସରକାରଙ୍କ ସଙ୍କଟମୋଚ ସାଜିଥାନ୍ତି ସିଙ୍ଗମ୍ ଆଇପିଏସ୍…

ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଲେ ପ୍ରଦୀପ । କହିଲେ, ପାଠକ ବାପା ପୁଅ ଅତି ଭଦ୍ର ଲୋକ । ରାଜନୈତିକ…

କନକ ବ୍ୟୁରୋ : ବିଜେଡ଼ିରୁ ବହିଷ୍କୃତ ହେବା ପରେ ସଫେଇ ରଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ନିର୍ଦ୍ଦୋଷ ବୋଲି କହିଛନ୍ତି ପ୍ରଦୀପ । କିଛି ଦିନ ପୂର୍ବରୁ ଆକାଶଙ୍କ ସହ ପ୍ରଦୀପଙ୍କ ଝିଅର ବାହାଘର ହେବାର ଥିଲା । ଆଜି ସାମ୍ବାଦିକ…

୩୦ ଦିନ ଆଗରୁ ସରିଲା ବିଧାନସଭା ଶୀତ ଅଧିବେଶନ । ଗୃହକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ମୁଲତବୀ କଲେ ବାଚସ୍ପତି । ପାରିତ…

କନକ ବ୍ୟୁରୋ : ୩୦ ଦିନ ଆଗରୁ ସରିଲା ବିଧାନସଭାର ଶୀତ ଅଧିବେଶନ। କୋଭିଡ କଟକଣା ଭିତରେ ଚାଲିଥିବା ଅଧିବେଶନ ମାତ୍ର ୧୦ ଦିନରେ ଶେଷ ହୋଇଛି। ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହାକୁ ବିଜେଡି ବିଧାୟକ ଅମର…

ଦୀର୍ଘଦିନର ବ୍ୟବଧାନ ପରେ ଶୁଭିଲା ଆନ୍ନା ହଜାରେଙ୍କ ସ୍ୱର । ଚାଷୀଙ୍କ ଆନ୍ଦୋଳନକୁ ଜଣାଇଲେ ସମର୍ଥନ । କହିଲେ ଚାଷୀଙ୍କ…

କନକ ବ୍ୟୁରୋ : କୃଷକ ମାନେ ନୂତନ କୃଷି ବିଲ୍ କୁ ବିରୋଧ କରି ସିନ୍ଧୁ ସୀମାରେ ଧାରଣା ପ୍ରଦର୍ଶନ କରୂୁଛନ୍ତି । ଏନେଇ କୃଷକ ସଂଗଠନ ମାନଙ୍କ ସହ ସରକାର କଥାବାର୍ତ୍ତା କରିବାକୁ ନିମନ୍ତ୍ରଣ କରିଥିଲେ ବି କୃଷକ ସଂଗଠନ ଏହାକୁ ଗ୍ରହଣ କରିନାହାନ୍ତି । ଏହାସହ ଗୃହମନ୍ତ୍ରୀ ଅମିତ ଶାହାଙ୍କ…

ରାଜନୀତିରେ ଦ୍ୱିତୀୟଥର ଭାଗ୍ୟ ପରୀକ୍ଷା କରିବେ ଅଭିନେତ୍ରୀ ଉର୍ମିଳା । ହାତରୁ ହତାଶ ହେବା ପରେ ଏବେ ଶିବସେନାକୁ କଲେ…

କନକ ବ୍ୟୁରୋ : ବିନା କ୍ଷମତାରେ ରାଜନୀତି ଅସମ୍ଭବ । ଏହି ଉକ୍ତିଟି କେବଳ ରାଜନେତାଙ୍କ ପାଇଁ ନୁହେଁ । ଏହି ଉକ୍ତି କି ବାରମ୍ବାର ପ୍ରମାଣିତ କରିଛନ୍ତି ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରୁଥିବା ଚଳଚିତ୍ର ତାରକା ଓ ଖେଳାଳୀ ମାନେ । ଯାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଅଭିନେତ୍ରୀ…

ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ । ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଗଞ୍ଜାମ…

କନକ ବ୍ୟୁରୋ : ପୁଣି ଅଡୁଆରେ ଆକାଶ ପାଠକ । ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଗୋପାଳପୁରର ଶହ ଶହ ଯୁବକଙ୍କଠାରୁ ଠକେଇ ହୋଇଥିବା ଅଭିଯୋଗ । ଆକାଶ ପାଠକଙ୍କ ସହାୟତାରେ ଗୋପାଳପୁର ବିଧାୟକଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ କୋଟି କୋଟି ଟଙ୍କା ଆଦାୟ କରିଛନ୍ତି । ଏନେଇ ଗଞ୍ଜାମ ଏସପିଙ୍କ…