Daily Archives

November 29, 2020

କୃଷି କାନନୁ ବିରୋଧରେ ଅଟଳ ଚାଷୀ । ଅମିତ୍ ଶାହାଙ୍କ ପ୍ରସ୍ତାବକୁ କଲେ ଖାରଜ । କହିଲେ କୌଣସି ପ୍ରସ୍ତାବ ଗ୍ରହଣୀୟ ନୁହେଁ

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ରାସ୍ତାକୁ ଉହ୍ଲାଇଥିବା କୃଷକ ସଂଗଠନ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ପ୍ରସ୍ତାବକୁ ଖାରଜ କରିଛନ୍ତି । କୃଷକ ସଂଗଠନର ନେତା ମାନେ କହିଛନ୍ତି କି, ଶାହା କଥାବାର୍ତ୍ତା ବେଳେ ସର୍ତ୍ତ ରଖିଥିଲେ ଯାହାକି କେବେ ଗ୍ରହଣୀୟ ନୁହେଁ । କହିରଖୁ କି ଚାଷୀ ଆନ୍ଦୋଳନ…

ବିଜେପି ଫୋକସରେ ହାଇଦ୍ରାବାଦ ନିର୍ବାଚନ: ଯୋଗୀଙ୍କ ପରେ ଦଳର ପ୍ରଚାର ପାଇଁ ହାଇଦ୍ରାବାଦରେ ଗୃହମନ୍ତ୍ରୀ ଅମିତ ଶାହା;…

କନକ ବ୍ୟୁରୋ: ବିଜେପିର ମିଶନ ତେଲେଙ୍ଗାନା । ଆଜି ହାଇଦ୍ରାବାଦରେ ପହଁଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ପ୍ରଥମେ ଏଠାକାର ପ୍ରସିଦ୍ଧ ଶ୍ରୀ ଭାଗ୍ୟଲକ୍ଷ୍ମୀ ମନ୍ଦିରରେ ପହଁଚି ପୂଜାର୍ଚ୍ଚନା କରିଛନ୍ତି ଶାହା । ମନ୍ଦିରରୁ ଦର୍ଶନ ସାରିବା ପରେ ସିକନ୍ଦରାବାଦରେ ରୋଡ ଶୋ ଆରମ୍ଭ କରିଛନ୍ତି ।…

ଅଭୟକାନ୍ତ ଓ ପୁଅ ଆକାଶ ପାଠକଙ୍କ ସହ ଦୁର୍ନୀତିରେ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପୃକ୍ତି ନେଇ ବଢ଼ୁଛି ସନ୍ଦେହ: ପାଠକ…

କନକ ବ୍ୟୁରୋ: ବିଜେଡ଼ିରୁ ବହିଷ୍କୃତ ହେବା ପରେ ସଫେଇ ରଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ନିଦ୍ଦୋଶ ବୋଲି କହିଛନ୍ତି ପ୍ରଦୀପ । କିଛି ଦିନ ପୂର୍ବରୁ ଆକାଶଙ୍କ ସହ ପ୍ରଦୀପଙ୍କ ଝିଅର ବାହାଘର ହେବାର ଥିଲା । ଆଜି ସାମ୍ବାଦିକ…

କଥା ଦେଇ କଥା ରଖିଲେ ସୋନୁ । ସାଇକେଲରେ ବିହାରରୁ ମୁମ୍ବାଇ ଆସିଥିଲେ ଅରମାନ । ସାଇକେଲ ସହ ଅରମାନଙ୍କୁ ବିମାନରେ ବିଦା…

କନକ ବ୍ୟୁରୋ : କଥା ଦେଇ କଥା ରଖିଲେ ସୋନୁ ସୁଦ । ସାଇକେଲରୁ ବିହାରରୁ ମୁମ୍ବାଇ ଯାଉଥିବା ଫ୍ୟାନଙ୍କ ପାଇଁ କଲେ ଫ୍ଲାଇଟ ଟିକେଟ ବୁକ । ଏହାସହ ତାଙ୍କ ପାଇଁ ସ୍ୱତନ୍ତ୍ର ରୁମ ମଧ୍ୟ ରଖିଥିଲେ । ମୁମ୍ବାଇରେ ପହଞ୍ଚିବା ପରେ ଫ୍ୟାନଙ୍କ ସହ ବସି କଥା ହୋଇଥିଲେ ସୋନୁ । ଆଉ ସୋନୁଙ୍କୁ ପାଖରେ ପାଇ…

କଟକରେ ନକଲି ଘିଅ ଫ୍ୟାକ୍ଟି ଜବତ। ବୟାଳିଶମୌଜା ଶ୍ରୀରାମରେ କାରଖାନା ଉପରେ ଚାଉଳିଆଗଂଜ ପୁଲିସ ଚଢାଉ

କନକ ବ୍ୟୁରୋ: କଟକରେ ନକଲି ଘିଅ ଫ୍ୟାକ୍ଟି ଜବତ । ବୟାଳିଶମୌଜା ଶ୍ରୀରାମରେ କାରଖାନା ଉପରେ ଚାଉଳିଆଗଂଜ ପୁଲିସ ଚଢାଉ କରିଛି । ଲକ୍ଷାଧିକ ଟଙ୍କାର ନକଲି ଘିଅ ଜବତ କରାଯାଇଛି । ଗତକାଲି ମଧ୍ୟ ନକଲି ହଳଦୀ କାରଖାନାରେ ଚାଉଳିଆଗଂଜ ପୁଲିସ ରେଡ କରିଥିଲା ।କଟକରେ ବିଭିନ୍ନ ସ୍ଥାନରୁ ନକଲି ଖାଦ୍ୟ…

ରାଜ୍ୟରେ ଶୀତ ଲହରି ଜାରି । ୧୫ ଡ଼ିଗ୍ରୀ ତଳେ ୧୨ ସହରର ତାପମାତ୍ରା

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଶୀତ ଲହରି । ୧୨ ସହରରେ ୧୫ ଡ଼ିଗ୍ରୀ କିମ୍ବା ତା ଠାରୁ କମ ରାତ୍ରି ତାପମାତ୍ରା ରେକର୍ଡ଼ କରାଯାଇଛି । ସୋନପୁରରେ ଅଧିକ ଥଣ୍ଡା ଅନୁଭୂତ ହୋଇଥିବା ବେଳେ ୯ ଦଶମିକ ୪ ଡ଼ିଗ୍ରୀ ରହିଛି ତାପମାତ୍ରା । ସେହିପରି ଫୁଲବାଣୀରେ ୧୦ ଡ଼ିଗ୍ରୀ, ଦାରିଙ୍ଗିବାଡ଼ିରେ ୧୦…