Daily Archives

November 26, 2020

ଆତଙ୍କୀସ୍ଥାନର ମିଛ ଡୋଜିୟର । ମିଳିତ ଜାତିସଂଘରେ ପାକିସ୍ତାନର ମିଛ ଡୋଜିୟର ଉପସ୍ଥାପନକୁ ନେଇ ଭାରତର କଡା ପ୍ରତିକ୍ରିୟା…

କନକ ବ୍ୟୁରୋ : ମିଳିତ ଜାତିସଂଘରେ ପୁଣି ମିଛ କହିଲା ପାକିସ୍ତାନ । ମିଳିତ ଜାତିସଂଘରେ ପାକିସ୍ତାନ ମିଛ ଡୋଜିୟର ଉପସ୍ଥାପନ କରିବା ଘଟଣାକୁ ନେଇ ଇସଲାମାବାଦକୁ ଘେରିଛି ନୂଆଦିଲ୍ଲୀ । ମଙ୍ଗଳବାର ଦିନ ମିଳିତ ଜାତିସଂଘ ମହାସଚିବ ଆଂଟୋନିଓ ଗୁଟେରସଙ୍କୁ ଏକ ଡୋଜିୟର ଉପସ୍ଥାପନ କରିଥିଲେ ମିଳିତ…

ରାସ୍ତାରେ ପଡୁଛି ଲୁଣା ବାଲି । ଜଗତସିଂହପୁର ବାଲିକୁଦା ବ୍ଲକରେ ଲୋକଙ୍କ ହିତ ପାଇଁ ହୋଇଥିବାରୁ ଯୋଜନାରୁ କୋଟି କୋଟି…

କନକ ବ୍ୟୁରୋ : ଲୋକଙ୍କ ହିତ ପାଇଁ ଯୋଜନା ହେଉଛି । କିନ୍ତୁ କିଛି ଠିକାଦାର ଓ ଯନ୍ତ୍ରୀଙ୍କ ପାଇଁ ସାଧାରଣ ଲୋକ ଏହାର ଫାଇଦା ପାଇ ପାରୁ ନାହାନ୍ତି । ଲୋକଙ୍କୁ ଭୂଆଁ ବୁଲାଇ କୋଟି କୋଟି ଟଙ୍କା ଲୁଟ୍ କରାଯାଉଛି । ୫ଟିକୁ ଗୁରୁତ୍ୱ ଦେଉଥିବା ସରକାରରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗ୍ରାମ୍ୟ ସଡକ…

ମହଙ୍ଗା ପଡିଲା ଜେଲରୁ ଥାଇ ଫୋନ କରିବା । ଲାଲୁ ଯାଦବଙ୍କ ନାଁରେ ଦାୟର ହେଲା ଅଭିଯୋଗ । ଥାନାରେ ଅଭିଯୋଗ କଲେଲ ବିଜେପି…

କନକ ବ୍ୟୁରୋ : ରାଷ୍ଟ୍ରୀୟ ଜନତାଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ବଢିଲା ଅଡୁଆ । ଜେଲରେ ରହି ବିଜେପି ବିଧାୟକ ଲଲନ୍ ପାଶୱାନଙ୍କୁ ବାଚସ୍ପତି ନିର୍ବାଚନରେ ଭୋଟ ନଦେବାକୁ ପ୍ରବର୍ତ୍ତାଇବା ବିରୋଧରେ ପାଟନା ଥାନାରେ ଅଭିଯୋଗ ହୋଇଛି । ଯେଉଁ ଲଲନ୍ ପାଶୱାନଙ୍କୁ ଫୋନ କରିଥଲେ ସେହି…

ନାଗାର୍ଜୁନ ବେଶ ପାଇଁ ପୁରୀ ବଡ ଦାଣ୍ଡରେ ଲାଗିବ ୧୪୪ ଧାରା । ଆଜି ରାତି ୨ଟାରୁ ଜାରି ହେବ କଟକଣା

କନକ ବ୍ୟୁରୋ : ନାଗାର୍ଜୁନ ବେଶ ପାଇଁ ପୁରୀ ବଡ ଦାଣ୍ଡରେ ଲାଗିବ ୧୪୪ ଧାରା । ଆଜି ରାତି ୨ଟାରୁ ଜାରି ହେବ ଏହି କଟକଣା । ଶ୍ରୀ ମନ୍ଦିର ଚାରିପାଖେ ମଧ୍ୟ ୧୪୪ ଧାରା ଜାରି ହେବ । ମରିଚିକୋଟ ଛକରୁ ଦୋଳମଣ୍ଡପ ସାହି ଯାଏଁ ୧୪୪ ଧାରା ଲାଗିବ । ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ଲାଗିବ ୧୪୪…

ବିଧାନସଭା ସରିଲେ ହଜିଯିବନି ତ ‘ପରୀ’ ପ୍ରସଙ୍ଗ ? ସୈତାନକୁ ସାମ୍ନାକୁ ଆଣିବ ତ କ୍ରାଇମବ୍ରାଞ୍ଚ ? ନା ଆଦିତ୍ୟ ମାମଲା…

କନକ ବ୍ୟୁରୋ: ଝିଅକୁ ନ୍ୟାୟ ପାଇଁ ଗୁହାରୀ କରି କରି ଯେତେବେଳେ ବାପାମାଆ ଥକି ପଡିଲେ ଠିକ ସେତେବେଳେ ଗଣତନ୍ତ୍ରର ମନ୍ଦିର ଆଗରେ ଆତ୍ମାହୂତି ପାଇଁ ନିଷ୍ପତ୍ତି ନେଇଥିଲେ ନୟାଗଡର କୁନିଝିଅ ପରୀର ବାପାମାଆ ଅଶୋକ ସାହୁ ଓ ସୌଦାମିନୀ ସାହୁ । ଆଉ ବିଧାନସଭା ଚାଲିଥିବା ବେଳେ ଆତ୍ମାହୂତି ଉଦ୍ୟମ…

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବଣ୍ଟନ କରାଯାଉଥିବା ମାଗଣା ରାସନ ସାମଗ୍ରୀ ଚଳିତ ମାସ ଠାରୁ ବନ୍ଦ ହେବ ।…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ଦିଆଯାଉଥିବା ରାସନ ସାମଗ୍ରୀ ଚଳିତ ମାସରୁ ବନ୍ଦ ହେବାକୁ ଯାଉଛି। ଲକ୍‌ଡାଉନ ଆରମ୍ଭରୁ ମୋଦି ସରକାର ଏହି ଯୋଜନାରେ ପାଖା ପାଖି ୮୧ କୋଟି ରାସନକାର୍ଡଧାରୀଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଆସୁଥିଲେ । ଏହି ଯୋଜନା ମୁ୍‌ଖ୍ୟତ…