Daily Archives

November 2, 2020

ଆସନ୍ତାକାଲି ଭୋଟ । ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଇସାରା କରିବ ଉପନିର୍ବାଚନ । ସରକାରଙ୍କ କୋଭିଡ ପରିଚାଳନାର ହେବ…

କନକ ବ୍ୟୁରୋ : ଆସନ୍ତାକାଲି ନିର୍ବାଚନ । କେବଳ ଦୁଇଟି ନିର୍ବାଚନ ମଣ୍ଡଳିରେ ଏହି ଉପ ନିର୍ବାଚନ ହେଉଥିଲେ ବି ବହୁ ଦୃଷ୍ଟିରୁ ଏହାକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ବହୁ ଗୁରୁତ୍ୱ ଦିଆଯାଉଛି । କାରଣ ଏହାର ଫଳାଫଳ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଇସାରା କରୁଛି । ମୁଖ୍ୟମନ୍ତ୍ରୀ ନବୀନ…

ସ୍ପଟ୍ ଆଡମିଶନ ପାଇଁ ନୋଟିସ୍ । ଯୁକ୍ତ ୩ ପ୍ରଥମ ବର୍ଷର ସ୍ପଟ୍ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ କଲା ଉଚ୍ଚଶିକ୍ଷା…

କନକ ବ୍ୟୁରୋ: ଯୁକ୍ତ ୩ ପ୍ରଥମ ବର୍ଷରେ ସ୍ପଟ ଆଡମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଡିଗ୍ରୀ କଲେଜରେ ଖାଲିଥିବା ସିଟ୍‌ ନେଇ ନଭେମ୍ବର ୯ ତାରିଖରେ ୱେବସାଇଟରେ ସୂଚନା ପ୍ରଦାନ କରାଯିବ ବୋଲି ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି। ବିଜ୍ଞପ୍ତି…

ଆଇପିଏଲ ଲଢେଇ : ଟସ୍ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ ଓ ବାଙ୍ଗାଲୋର ଦଳ । ଦିଲ୍ଲୀ ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ବାଙ୍ଗାଲୋର ଦଳ । ଏହି ମ୍ୟାଚରେ ଉଭୟ ଦଳ ବିଜୟ ହୋଇ ଦ୍ୱିତୀୟ ସ୍ଥାନରେ…

ଆସନ୍ତାକାଲି ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ସକାଳ ୭ ରୁ ସଂନ୍ଧ୍ୟା ୬ ଯାଏଁ ଖୋଲା ରହିବ ମତଦାନ କେନ୍ଦ୍ର ।…

କନକ ବ୍ୟୁରୋ : ଆସନ୍ତା କାଲି (ମଙ୍ଗଳବାର) ବିହାରରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏନେଇ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୃତି ଶେଷ ହୋଇଛି । ମଙ୍ଗଳବାର ୧୭ ଟି ଜିଲ୍ଲାର ୯୪ ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏହି ଜିଲ୍ଳା ମାନଙ୍କ ମଧ୍ୟରେ ରହିଛି ବୈଶାଳୀ, ପାଟନା,…

କରୋନା କାଳରେ ଆସନ୍ତାକାଲି ରାଜ୍ୟରେ ପଡିବ ପ୍ରଥମ ଭୋଟ । ବାଲେଶ୍ୱର-ତିର୍ତୋଲ ଉପନିର୍ବାଚନ ନେଇ ବଢ଼ିଲା ବୁଥ ସଂଖ୍ୟା ।…

କନକ ବ୍ୟୁରୋ : ଆସନ୍ତାକାଲି ପଡିବ ବାଲେଶ୍ୱର-ତିର୍ତୋଲ ଉପନିର୍ବାଚନ ଭୋଟ । କରୋନା କାଳରେ ପ୍ରଥମ ଥର ପାଇଁ ଭୋଟ ପଡିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଆସନ୍ତାକାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ…

ଭୁବନେଶ୍ୱରରେ ଶହେ ତଳେ ଆକ୍ରାନ୍ତ ସଂଖ୍ୟା । ଆଜି ୭୪ ପଜିଟିଭ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୨୧୪ ଜଣ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୧୬ ଜଣ ସଂଗରୋଧ ଓ ୫୮ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଭୁବନେଶ୍ୱରରୁ ଆଜି ୨୧୪ ଜଣ କରୋନା…