Daily Archives

November 2, 2020

ବେଲୁନ ବାଲା ମୁଁ ବେଲୁନ ବାଲା… ବଡଦାଣ୍ଡର କୁନି ବେଲୁନ ବାଲା ପାଇଁ ଗୀତ ଗାଇଲା କୁନିପୁଅ । ପେଟ ପାଇଁ ସଙ୍ଘର୍ଷ…

କନକ ବ୍ୟୁରୋ: ବଡଦାଣ୍ଡର କୁନି ବେଲୁନ ବାଲା ପରି ଇଏ ବି ଜଣେ କୁନି ପିଲା । ବେଲୁନ ବିକୁଥିବା ପିଲା ଦେହରେ ମଇଳା ଜାମା, ତେଲ ବିନା ମୁଣ୍ଡ ନୁଖୁରା ଆଉ ଜୋତା ନଥିବାରୁ ଖାଲି ପାଦ । ଏ ପିଲାଟି ପରିସ୍କାର ପୋଷାକ ପିନ୍ଧିଛି, ମୁହଁରେ ମାସ୍କ ଆଉ ପାଦରେ ଜୋତା ପିନ୍ଧିଛି । ପୋଷାକ ପରିପାଟ୍ଟୀରେ…

ଦିନ ଥିଲା ଏୟାରପୋର୍ଟରେ ମାରୁଥିଲେ ଝାଡୁ, ବୁଲି ବୁଲି ବାଣ୍ଟୁଥିଲେ ଖବର କାଗଜ । ହେଲେ ଆଜି ସାଜିଛନ୍ତି ୧୦ କୋଟି…

କନକ ବ୍ୟୁରୋ : ୩୧ ବର୍ଷିୟ ଅମିର କୁତବ ଏବେ ଅଷ୍ଟ୍ରେଲିଆର ଏକ ଡିଜିଟାଲ ଫାର୍ମର ମାଲିକ । ଯାହାର ବାର୍ଷିକ ବ୍ୟବସାୟ ୧୦ କୋଟି ଟଙ୍କାରୁ ଅଧିକ । ୪ ଟି ଦେଶରେ ରହିଛି ଅମିରଙ୍କ ବ୍ୟବସାୟ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆମେ ଯେଉଁ ଅମିରଙ୍କ କଥା କହୁଛୁ ସେ କିଛିଦିନ ତଳେ ପେଟ…

ସାରୁଅ ଜମି ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ । ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ।…

କନକ ବ୍ୟୁରୋ : ସାରୁଅ ଜମି ଦୁର୍ନୀତି ମାମଲାରେ ବୃଦ୍ଧି ପାଇଲା ଗିରଫଦାରୀ । ଏହ ମାମଲାରେ ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ କରି ପଚରାଉଚରା କରୁଛି ଇଓଡବ୍ଲୁ । ଶିବପ୍ରସାଦଙ୍କ ହାତରେ ଥିଲା ଓଡିଶା ଇନଫ୍ରାଟେକର…

ଓଡ଼ିଶା ସୀମାରେ ପୁଣି ଆନ୍ଧ୍ରର ଦାଦାଗିରି । କୋରାପୁଟ କୋଟିଆ ପରେ ଏବେ ଆନ୍ଧ୍ର ପ୍ରଶାସନର ଟାର୍ଗେଟରେ ନାରାୟଣପାଟଣାର…

କନକ ବ୍ୟୁରୋ : ଓଡ଼ିଶା ସୀମାନ୍ତ ଅଂଚଳକୁ ମାଡ଼ିବସୁଛି ଆନ୍ଧ୍ର । ଓଡ଼ିଶାର ଜମିକୁ ନିଜର କରି ଲୋକଙ୍କୁ ଦେଇଥିଲା ଜମି ପଟା । ଏପରିକି ସେହି ଜମିରେ ମାଇଲଖୁଂଟ ପୋତିଥିଲା ଆନ୍ଧ୍ର । ହେଲେ କୋରାପୁଟ ଜିଲ୍ଲା ପ୍ରଶାସନର ବିରୋଧ ପରେ ରାତାରାତି ଆନ୍ଧ୍ର ଉଠାଇ ନେଇଛି ମାଇଲ ଖୁଂଟ । ଆନ୍ଧ୍ର ସହ କୋଟିଆ…

ନାବାଳିକା ମୃତ୍ୟୁ ପରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ଉତେଜନା । ଚିକିତ୍ସାରେ ଅବହେଳା ଅଭିଯୋଗରେ କଲେଜ…

କନକ ବ୍ୟୁରୋ : ନାବାଳିକାର ମୃତ୍ୟୁ ପରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ଉତ୍ତେଜନା । ଚିକିତ୍ସାରେ ଅବହେଳା ଯୋଗୁଁ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମେଡିକାଲ ଭିତରେ ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ଠେଲାପେଲା କରିଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଂଚି…

ସୁନ୍ଦରଗଡରୁ ଲାହୋର ଜେଲ, ଶତୃଦେଶରେ ୨୦ ବର୍ଷର ବନ୍ଦୀ ଜୀବନ । ମୃତ୍ୟୁର ପାଦ ଦେଶକୁ ଛୁଇଁ ଜନ୍ମମାଟିକୁ ଫେରୁଛନ୍ତି…

କନକ ବ୍ୟୁରୋ : ଓଡିଶାର କୂଳଭୁଷଣ ବିରଜୁ କୁଲୁ । ପାକିସ୍ତାନ ଜେଲରେ ୨୦ ବର୍ଷର ଜର୍ଜରିତ ବନ୍ଦୀ ଜୀବନ । ସାମାନ୍ୟ ଭୁଲରୁ ପାକିସ୍ତାନରେ ଫସିଗଲେ ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ । ପାକିସ୍ତାନ ଜେଲରେ ୨୦ ବର୍ଷ ରହିବା ପରେ ଏବେ ଗାଁକୁ ଡେଫରୁଛନ୍ତି ବିରଜୁ ।…