Daily Archives

October 26, 2020

ଆଉ କେଇ ଘଂଟାର ଅପେକ୍ଷା, ମେଲାଣି ନେବେ ମାଆ । କରୋନା କଟକଣା ଭିତରେ ସରିଛି ମାଆ ଦଶଭୂଜାଙ୍କ ଦଶମୀପୂଜା । ଆଜି ଓ…

କନକ ବ୍ୟୁରୋ : ଆଉ କେଇ ଘଂଟାର ଅପେକ୍ଷା, ମେଲାଣି ନେବେ ମାଆ । କରୋନା କଟକଣା ଭିତରେ ସରିଛି ମାଆ ଦଶଭୂଜାଙ୍କ ଦଶମୀପୂଜା । ଆଉ କିଛି ସମୟ ପରେ ମଣ୍ଡପରୁ ମାଆଙ୍କୁ ମେଲାଣି ଦିଆଯିବ । ଆଜି ଓ ଆସନ୍ତାକାଲି ସଂଧ୍ୟା ୬ଟା ସୁଦ୍ଧା ସରିବ ଭସାଣ ଉତ୍ସବ । ଧରାପୃଷ୍ଠରେ ଅବତରଣ କରିଛନ୍ତି…

ସ୍ୱାଭିମାନ ଅଂଚଳରେ ମାଓ ସଂଗଠନକୁ ପୁଣି ଲାଗିଛି ଝଟକା । ମାଟି ତଳୁ ମାଓ ସାମଗ୍ରୀ ଜବତ । ଗୁରାସେତୁ, ମୁକୁଡିପାଲି,…

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ମାଓ ସଂଗଠନକୁ ପୁଣି ଲାଗିଛି ଝଟକା । ମାଟି ତଳୁ ଗଚ୍ଛିତ ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନ । ଚିତ୍ରକୋଣ୍ଡ ବ୍ଲକ ସ୍ୱାଭିମାନ ଅଂଚଳର ଅନ୍ତର୍ଗତ ଗୁରାସେତୁ, ମୁକୁଡିପାଲି, ବେଜିଂ ଅଂଚଳ ମାଓବାଦୀମାନେ ମାଟି ତଳେ ପୋତି ରଖିଥିବା ବିସ୍ଫୋରକ ଜବତ କରିଛନ୍ତି…

ଆନନ୍ଦ ମହିନ୍ଦ୍ରାଙ୍କ ଟୁଇଟ ପରେ ଅପହଞ୍ଚ ଇଲାକାରେ ବୋଟ୍ ଦେଲା ମାଲକାନଗିରି ପ୍ରଶାସନ । ତରବରିଆ ବ୍ୟବସ୍ଥା ନେଇ ଉଠିଲା…

କନକ ବ୍ୟୁରୋ: ନିଦରୁ ଉଠିଲା ମାଲକାନଗିରି ପ୍ରଶାସନ । ଆନନ୍ଦ ମହିନ୍ଦ୍ରାଙ୍କ ଟୁଇଟ ପରେ ପଶିଲା ଚେତା । ଟୁଇଟ ହେଲା, ନିଦ ଭାଙ୍ଗିଲା । ଆନନ୍ଦ ମହିନ୍ଦ୍ରାଙ୍କ ଟୁଇଟ ପରେ ମନେପଡିଲା ଲୋକଙ୍କ କଥା । ଲୋକେ ପାଣି ପାର କରି ଯାଉଛନ୍ତି, ପହଁରି ପହଁରି ଯାଉଛନ୍ତି । ମୌଳିକ ସୁବିଧାରୁ ଦୀର୍ଘ ବର୍ଷ…

ବେଣୁ ମଉସାଙ୍କ ପାଇଁ ରଣାଙ୍ଗନରେ ଦୁଇ ରାନୀ । ମଉସାଙ୍କୁ ସାଇକେଲ ପଛରେ ବସାଇ ପ୍ରଚାର କଲେ ରାନୀ ପଣ୍ଡା । ସେପଟେ…

କନକ ବ୍ୟୁରୋ : ବେଣୁ ମଉସାଙ୍କ ନାଁରେ କମ୍ପୁଛି ବାଲେଶ୍ୱର ବ୍ୟାଟେଲଗ୍ରାଉଣ୍ଡ । ପ୍ରଚାର ମୈଦାନରେ ଦୁଇ ରାନୀ । ବେଣୁ ମଉସାଙ୍କ ପାଇଁ ବାହାରିଲେ ଦୁଇ ଅଭିନେତ୍ରୀ । ପ୍ରଥମେ ରାନୀ ପଣ୍ଡା ପ୍ରଚାର ପାଇଁ ଆସିଥିଲେ ଆଉ ଏବେ ମଉସାଙ୍କ ପାଇଁ ବାଲେଶ୍ୱର ମାଟିରେ ପାଦ ଥାପିଛନ୍ତି ଆଉ ଜଣେ ଅଭିନେତ୍ରୀ…

ଅନୁରାଗ କଶ୍ୟପଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ । ନ୍ୟାୟ ପାଇଁ ସାଥ୍ ଦେଇଥିବା…

କନକ ବ୍ୟୁରୋ : ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିବା ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ଆରପିଆଇ(ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ) ରେ ଯୋଗ ଦେଇଛନ୍ତି । ଏହି ଅବସରରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱଲେ କହିଛନ୍ତି କି…

ଓଡିଶାରୁ ଫେରୁଛି ମୌସୁମୀ । ଆଭ୍ୟନ୍ତରୀଣ ଓଡିଶା କିଛି ଜିଲ୍ଲାରୁ ଛାଡିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପାଣିପାଗ…

କନକ ବ୍ୟୁରୋ : ଓଡିଶାରୁ ଫେରୁଛି ମୌସୁମୀ । ଆଭ୍ୟନ୍ତରୀଣ ଓଡିଶା କିଛି ଜିଲ୍ଲାରୁ ଛାଡି ଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୪୮ ଘଂଟା ମଧ୍ୟରେ ଅନ୍ୟ ଅଂଚଳରୁ ମୌସୁମୀ ବାୟୁ ଫେରିଯିବ । ତେବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ପ୍ରାୟ ଅଧା ଓଡିଶାରୁ ମୌସୁମୀ ଫେରିଯାଇଛି ।…