Daily Archives

October 26, 2020

ପାରାଦୀପ ସମୁଦ୍ରରେ ବୁଡି ରହିଥିବା ବ୍ଲାକରୋଜ ଜାହାଜରେ ପିଟିହେଲା ମାଛଧରା ଟ୍ରଲର । ଟ୍ରଲରରେ ଥିବା ଲୋକଙ୍କ ମଧ୍ୟରେ ୨…

କନକ ବ୍ୟୁରୋ : ପାରାଦୀପ ସମୁଦ୍ର ମଧ୍ୟରେ ବୁଡି ରହିଥିବା ବ୍ଲାକରୋଜ ଜାହାଜରେ ପିଟିହେଲା ଟ୍ରଲର । ଟ୍ରଲରରେ ଥିବା ଲୋକଙ୍କ ମଧ୍ୟରେ ୨ ଜଣ ନିଖୋଜ ହୋଇଥିବା ବେଳେ ୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ଦୁଇଜଣଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ୯ ସେପ୍ଟେମ୍ବର ୨୦୦୯ରେ…

ସାମ୍ବାଦିକ ନାଁରେ କଳଙ୍କ । ଖବର ପ୍ରସାରଣ କରିଦେବାର ଭୟ ଦେଖାଇ ବ୍ୟବସାୟୀଙ୍କଠାରୁ ଦେଢ ଲକ୍ଷ ଟଙ୍କା ଆଦାୟ । ଅଭିଯୋଗ…

କନକ ବ୍ୟୁରୋ : ଖବର ପ୍ରସାରଣ କରିଦେବା ନାମରେ ଚାନ୍ଦା ଆଦାୟ କରୁଥିବା ୬ ଜଣ ସାମ୍ବାଦିକଙ୍କୁ ଗିରଫ୍ କରିଛି କମିଶନରେଟ୍ ପୋଲିସ। ଏକ ଘିଅ କମ୍ପାନୀର ମାଲିକଙ୍କୁ ଧମକ ଦେଇ ତାଙ୍କ ଠାରୁ ୨ ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଥିବା ଘିଅ କମ୍ପାନୀର ମାଲିକ ଅଭିଯୋଗ କରିବା ପରେ କମିଶନରେଟ୍…

କୋରାପୁଟ ସିଙ୍ଗାରାମ ଷ୍ଟେସନରେ ଟ୍ରେନରେ କଟି ତିନି ଜଣଙ୍କ ମୃତ୍ୟୁ । ମୃତକମାନେ ବାପା, ପୁଅ ଓ ଝିଅ ହୋଇଥିବା ସୂଚନା ।…

କନକ ବ୍ୟୁରୋ : ଦଶହରାରେ  ଦୁଃଖ ଖବର । ଟ୍ରେନ ମାଡିଯାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ୍ ଜିଲ୍ଳା ଲକ୍ଷ୍ମୀପୁର ବ୍ଳକ ସିଙ୍ଗାରାମ ଷ୍ଟେସନ ନିକଟରେ । ଟ୍ରେନରେ କଟି ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବାପା,…

ସଫଳ ହେଲା ବିରଳ ଅସ୍ତ୍ରୋପ୍ରଚାର: ମହିଳାଙ୍କ ପେଟରୁ ବାହାରିଲା ୫୭ କେଜିର ଟ୍ୟୁମର; ରାଜ୍ୟପାଇଁ ଗୌରବ ଆଣିଲେ ଖୋର୍ଦ୍ଧା…

କନକ ବ୍ୟୁରୋ: ସଫଳ ହେଲା ବିରଳ ଅସ୍ତ୍ରୋପ୍ରଚାର । ମହିଳାଙ୍କ ପେଟରୁ ବାହାରିଲା ୫୭ କେଜିର ଟ୍ୟୁମର । ଖୋର୍ଦ୍ଧା କୁହୁଡି ସାଇ ସେବା ସଦନର ଚିକିତ୍ସକମାନେ ବିରଳ ଅସ୍ତ୍ରୋପ୍ରଚାର କରି ଏତେ ବଡ ଟ୍ୟୁମରକୁ ବାହାର କରିଛନ୍ତି । ଏହି ହସ୍ପିଟାଲର ସର୍ଜନ ଡାକ୍ତର ଜଗଦୀଶ ଚନ୍ଦ୍ର ବେହେରାଙ୍କ…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଜାମିନ । ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କା ବେଲବଣ୍ଡରେ ଜାମିନ । ୩ ବର୍ଷ…

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କୋଲବ୍ଲକ୍ ଆବଣ୍ଟନ ମାମଲାରେ ଦଣ୍ଡାଦେଶ ମିଳୁ ମିଳୁ ଜାମିନ୍ ବି ମିଳିଯାଇଛି । ସୋମବାର ଦିନ ୧୧ ଟା ବେଳେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଦିଲ୍ଲୀପ୍ ଙ୍କ ସମେତ ୩ ଜଣଙ୍କୁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ । ଏନେଇ ଦିଲ୍ଲୀପ ରାୟ…

ରାଜ୍ୟରେ କରୋନା ଗ୍ରାଫ୍ ତଳ ମୁହାଁ । ୧୫ଶହ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ୧୪ ଶହ ୮୦ ଚିହ୍ନଟ, ୧୪ ମୃତ

କନକ ବ୍ୟୁରୋ : ରାଜ୍ୟରେ ତଳମୁହାଁ କରୋନା ମିଟର । ଗତ ୨୪ ଘଂଟା ଭିତରେ ରାଜ୍ୟରେ ୧୪୮୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୮୫୮ ଜଣ ଓ ଲୋକଲା କେସ ୬୨୨ ରହିଛି । ଅନୁଗୁଳ ୧୪୧, ବାଲେଶ୍ୱର ୮୪, ବରଗଡ ୪୯, ଭଦ୍ରକ ୨୪, ବଲାଙ୍ଗିର ୪୪, ବୌଦ୍ଧ…