Daily Archives

October 26, 2020

ଆସନ୍ତାମାସରେ ଆସିପାରେ କୋଭିଡ୍ ଟିକା । ବ୍ରିଟେନର ଖବରକାଗଜ ରିପୋର୍ଟ ବଢ଼ାଇଲା ଚର୍ଚ୍ଚା । କରୋନା ଟିକାକୁ ନେଇ ଦେଖନ୍ତୁ…

କନକ ବ୍ୟୁରୋ : କୋଭିଡ ଭ୍ୟାକସିନକୁ ନେଇ ଅନ୍ତର୍ଜାତୀୟ ଖବର କାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ଯଦି ସତ ହୁଏ ତେବେ ଏହା ସମସ୍ତଙ୍କ ପାଇଁ ଏକ ବଡ ଆଶ୍ୱସ୍ତି ହେବ । ବ୍ରିଟେନର ଏକ ଟାବଲଏଡ ଖବର କାଗଜ ‘ଦି ସନ’ ରିପୋର୍ଟ ପ୍ରକାଶ କରିଛି-ଯେ ଲଣ୍ଡନର ଏକ ହସ୍ପିଟାଲକୁ ଭ୍ୟାକସିନ ଗ୍ରହଣ କରିବା…

ଟସ୍ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ କୋଲକାତା ନାଇଟ ରାଇଡର୍ସ । 

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ ଓ କୋଲକାତା । ଏହି ମ୍ୟାଚରେ ପ୍ରଥମେ ଟସ୍୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ପଞ୍ଜାବ । ଫଳରେ ଏବେ ବ୍ୟାଟିଂ ପାଇଁ ମୈଦାନକୁ ଆସିବ କୋଲକାତା ଦଳ । କୋଲକାତା ପକ୍ଷରୁ ଦୁଇ ଓପନର ପାଳି ଆରମ୍ଭ କରିବେ । ଏହି ମ୍ୟାଚ ଉଭୟ ଦଳ ପାଇଁ…

ବୈଜୟନ୍ତଙ୍କୁ ଘେରିଲା ବିଜେଡି । ବାହାମାସ ଲିଙ୍କ ନେଇ ପଚାରିଲେ ପ୍ରଶ୍ନ । ବିଜେପିରେ ମିଶିଲେ ବୋଲି ଶିଥିଳ ହୋଇଗଲା କି…

ଦିଲ୍ଲୀରେ ବୈଜୟନ୍ତ ପଣ୍ଡାଙ୍କ ବାହାମାସ ଲିଙ୍କ ତଦନ୍ତରେ ଶିଥିଳତାକୁ ନେଇ ପ୍ରଶ୍ନ ଉଠିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେଡି ବିଧାୟକ, ସାଂସଦ ଟ୍ୱିଟ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ କରିଛନ୍ତି ଟାର୍ଗେଟ । ଜବାବ ରଖିବା ପାଇଁ ବୈଜୟନ୍ତଙ୍କୁ ବିଜେଡି ଆହ୍ୱାନ ଦେଇଥିବା…

ବୈଜୟନ୍ତ-ବାହାମାସ ଲିଙ୍କ ପ୍ରସଙ୍ଗ । କାହିଁକି ଆଗଉନି ତଦନ୍ତ, ଦିଲ୍ଲୀରେ ଉଠିଲା ପ୍ରଶ୍ନ ।

ପୁଣି ଫେରିଲା ବୈଜୟନ୍ତଙ୍କ ବାହାମାସ ଲିଙ୍କ । ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ଉଠିଲା ପ୍ରଶ୍ନ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ତାଙ୍କ ପତ୍ନୀ ଜଗିମଙ୍ଗତ ପଣ୍ଡାଙ୍କ ମନି ଲଣ୍ଡରିଂ, ହାଓଲା କାରବାର, ଟିକସ ଫାଙ୍କି, ଆର୍ଥିକ ଠକେଇ ଭଳି ପ୍ରସଙ୍ଗ ପୁଣି ରାଜନୀତିରେ…

ସାଧାରଣ ଲୋକଙ୍କୁ ଲାଗିବ ବଡ ଝଟକା । ପେଟ୍ରୋଲ ଡିଜେଲ ଉପରେ ବଢିପାରେ ୬ ଟଙ୍କା ଏକ୍ସସାଇଜ୍ ଡ୍ୟୁଟି । ସିଧା ସଳଖ…

କନକ ବ୍ୟୁରୋ : ସାଧାରଣ ଲୋକଙ୍କୁ ଖୁବଶୀଘ୍ର ଏକ ବଡ ଝଟକ୍। ଲାଗିବାକୁ ଯାଉଛି । କେନ୍ଦ୍ରସରକାର ପୁଣିଥରେ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ୍ ଡ୍ୟୁଟି ବଢାଇବାକୁ ଯାଉଛନ୍ତି । ଏହା ପୂର୍ବରୁ ମେ ମାସରେ ପେଟ୍ରୋଲ ଉପରେ ୧୦ ଟଙ୍କା ଓ ଡିଜେଲ ଉପରେ ୧୩ ଟଙ୍କା (ପ୍ରତି ଲିଟର) ବଢାଇବାକୁ ଘୋଷଣା…

ସାମ୍ବାଦିକତା ନାଁରେ ଦଲାଲିଗିରି । ବୁମ ଦେଖାଇ ବଟି ମାଗୁଥିଲେ, ପୋଲିସ ପଞ୍ଝାରେ କେମିତି ପଡିଲେ ? ପଢନ୍ତୁ…

କନକ ବ୍ୟୁରୋ: ଟଙ୍କା ଦିଅ ନହେଲେ ଟେଲିକାଷ୍ଟ କରିଦେବୁ... ପଇସା ଦିଅ ନହେଲେ ପୋଲିସକୁ ଡାକି ପର୍ଦ୍ଦାଫାସ କରିଦେବୁ । ଖବର ବଜେଇବୁ, ପୂରା ବରବାଦ କରିଦେବୁ... ଏମିତି କିଛି ଧମକ, ଚମକ ଦେଇ ବଟି ମାଗୁଥିଲେ ଆଉ ଟଙ୍କା ଚଳୁ କରିବାର ଜାଲ ବିଛାଇଥିଲେ ଦଲାଲ ସାମ୍ବାଦିକ । ହେଲେ ମହଙ୍ଗା ପଡିଲା…