Daily Archives

October 23, 2020

ସ୍ଥାନୀୟ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍ । ତିର୍ତୋଲ ଜନତାକୁ ସମ୍ବୋଧନ କରି…

କନକ ବ୍ୟୁରୋ : ତିର୍ତ୍ତୋଲ ଉପ-ନିର୍ବାଚନ ପ୍ରଚାର ମୈଦାନରେ ଏଣ୍ଟ୍ରି କରି ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ଧମେନ୍ଦ୍ର କହିଛନ୍ତି କେନ୍ଦ୍ର ଟଙ୍କା ଦେଇଛି, ଖାଇବା-ପିଇବା ପଇସା ଦେଇଛି, ଏତେ ସବୁ ଦେବାପରେ ଓଡିଶା କାହିଁକି ବିଫଳ ହୋଇଛି । ଲୋକେ…

ବାଲେଶ୍ୱରରେ ଚୋରି ହୋଇଗଲା କି ଭୋଟ୍? ଦିବ୍ୟାଙ୍ଗ କହି, ପୋଷ୍ଟାଲ ବାଲାଟରେ ଭୋଟ୍ ନେଇ ଯାଇଥିବା ଅଭିଯୋଗ ଆଣିଲେ ମହିଳା ।

କନକ ବ୍ୟୁରୋ : ବାଲେଶ୍ୱର ଉପନିର୍ବାଚନରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଘର ଘର ବୁଲି ଭୋଟ ସଂଗ୍ରହ ଆରମ୍ଭ କରି ଦେଇଛନ୍ତି ପ୍ରିଜାଇଡିଂ ଅଫିସର । କିନ୍ତୁ, ଜଣେ ଏଭଳି ମହିଳାଙ୍କ ଠାରୁ ଭୋଟ ନିଆଯାଇଛି ଯିଏ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ବିକଳାଙ୍ଗ ବୋଲି ତାଲିକାରେ ଲେଖା ଯାଇଥିବା କହି…

୫ ଟଙ୍କିଆ ଆହାରରେ ପୂରୁଛି ୩ ପ୍ରାଣୀଙ୍କ ପେଟ । ଆଉ ଦୁଇଖଣ୍ଡ ପଲିଥିନ ତଳେ ବିତୁଛି ପଂଜିକୃତ ନିର୍ମାଣ ଶ୍ରମିକଙ୍କ ଜୀବନ…

କନକ ବ୍ୟୁରୋ: ୫ ଟଙ୍କିଆ ଆହାରରେ ପୁରୁଛି ୩ ପ୍ରାଣୀଙ୍କ ପେଟ । ଆଉ ଦୁଇଖଣ୍ଡ ପଲିଥିନ ତଳେ ବିତୁଛି ଜୀବନ । ଆମେ କହୁଛୁ ମାଲକାନଗିରି ଜିଲ୍ଲାର ଜଣେ ପଂଜିକୃତ ନିର୍ମାଣ ଶ୍ରମିକଙ୍କ କଥା । ଅଜଣା ରୋଗରେ ପୀଡିତ ହୋଇ ସର୍ବଶାନ୍ତ ହୋଇ ଗଲେ ରାଜମିସ୍ତ୍ରୀ । ଘର ଦ୍ୱାର ବିକିବା ପରେ ଖୋଲା ଆକାଶ ତଳେ…

ଆଇପିଏଲ୍ ଟକ୍କର: ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି, ଚେନ୍ନାଇ ପାଇଁ କର ବା ମର ମ୍ୟାଚ୍

କନକ ବ୍ୟୁରୋ: ଆଇପିଏଲ ଲଢ଼େଇ, ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ । ତେବେ ଆଜି ଆଇପିଏଲରେ ମୁମ୍ବାଇ-ଚେନ୍ନାଇ ମଧ୍ୟରେ ହେବ ଦମଦାର ଲଢ଼େଇ । କାରଣ ଚେନ୍ନାଇ ପାଇଁ ଆଜିର ମ୍ୟାଚ୍ କରବା ମର ଭଳି ସ୍ଥିତିରେ ରହିଛି । କିଛି ଚମତ୍କାର…

ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ନିର୍ବାଚନ ଆୟୋଗ । କୋଭିଡ୍ କିମ୍ବା ହିଂସାରେ…

କନକ ବ୍ୟୁରୋ : କରୋନା ମହାମାରୀ ମଧ୍ୟରେ ଅନୁଷ୍ଠିତ ହେଉଥିବା ଉପ-ନିର୍ବାଚନରେ ନିୟୋଜିତ ହୋଇଥିବା ପୋଲିସ କର୍ମୀ ଓ କେନ୍ଦ୍ରୀର ସଶସ୍ତ୍ର ସୁରକ୍ଷାବଳ ଯଦି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି ତାହେଲେ ସେମାନଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ସରକାର ୩୦ ଲକ୍ଷ ଟଙ୍କାର ଅନୁକମ୍ପା…

ବେରୋଜଗାରୀ, କରୋନା ଦୁର୍ନୀତି ନେଇ ଜନତା ଦେବେ ଜବାବ୍ । ଭର୍ଚୁଆଲ ରାଲିରେ ତିର୍ତ୍ତୋଲ ଜନତାଙ୍କୁ ସମ୍ବୋଧନ କରି…

କନକ ବ୍ୟୁରୋ: ଭର୍ଚୁଆଲ ରାଲିରେ ବିଜେପି ପାର୍ଟି ଅଫିସରୁ ତିର୍ତ୍ତୋଲ ଜନତାଙ୍କୁ ସମ୍ବୋଧନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି  ରାଜ୍ୟରେ ଚରମ ସୀମାରେ ରହିଛି…