Daily Archives

October 17, 2020

ଭାରତରେ ଋଷ କରୋନା ଟିକାର ପରୀକ୍ଷଣ ପାଇଁ ମିଳିଲା ଅନୁମତି । ‘ସ୍ପୁଟନିକ ଭି’ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ…

କନକ ବ୍ୟୁରୋ : କରୋନା ମାହାମାରୀ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଭୂତାଣୁ ମାରିବା ପାଇଁ ଟିକା ପ୍ରସ୍ତୁତି ଲାଗିଛନ୍ତି ବିଭିନ୍ନ ଦେଶ । ହେଲେ ଏଯାଏଁ ଟିକା ବାହାରି ପାରି ନାହିଁ । ଏହାର ଭିତରେ ଭାରତରେ ଋଷ କରୋନା ଟିକାର ପରୀକ୍ଷଣ ପାଇଁ ଅନୁମତି ମିଳିଛି । ‘ସ୍ପୁଟନିକ ଭି’…

ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ଉନ୍ନତିକରଣ କାର୍ଯ୍ୟର କରୁଛନ୍ତି ଅନଧ୍ୟାନ । ପୁରୀକୁ ଐତିହ ସହର…

କନକ ବ୍ୟୁରୋ : ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପହଞ୍ଚିଛନ୍ତି । ଏଠାରେ ସେ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି। ପୁରୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚଉହଦୀରେ ହୋଇଥିବା…

୧୯ରେ ଆସୁଥିବା ସମ୍ଭବ୍ୟ ଲଘୁଚାପକୁ ନେଇ ଚିଠି ଲେଖିଲେ ଏସଆରସି । ଲଘୁଚାପ ଯୋଗୁଁ ପ୍ରଭାବିତ ହେବାକୁ ଥିବା ସମସ୍ତ…

କନକ ବ୍ୟୁରୋ : ଜିଲ୍ଲପାଳଙ୍କୁ ଏସଆରସିଙ୍କ ଚିଠି । ଲଘୁଚାପ ଯୋଗୁଁ ପ୍ରଭାବିତ ହେବାକୁ ଥିବା ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ଚିଠି ଲେଖିଲେ ଏସଆରସି । ୧୯ରୁ ୨୧ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସଜାଗ ରହିବାକୁ ଦେଲେ ପରାମର୍ଶ । ବର୍ଷା ନେଇ ଦକ୍ଷିଣ ଓଡ଼ିଶାର ନଦୀ ନାଳରେ ବଢ଼ିପାରେ…

ଗ୍ୟାସ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ନଭେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ନିୟମ । ଏହି କାମ ନକଲେ ଆଉ ଆପଣଙ୍କୁ…

କନକ ବ୍ୟୁରୋ : ଗ୍ୟାସ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ସିଲିଣ୍ଡର ପାଇଁ ଏଣିକି ଓଟିପି ଜରୁରୀ । ଏଣିକି ଆଉ ହୋଇପାରିବନି ଗ୍ୟାସ ଚୋରି । ଗ୍ୟାସ ବିତରଣରେ ଏଣିକି ହୋଇପାରିବନି କୌଣସି ଜାଲିଆତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ସିଲିଣ୍ଡର ଚୋରିକୁ ରୋକିବା ପାଇଁ ତଥା ସଠିକ୍…

ଇତିହାସ ରଚିଲା ଓଡ଼ିଆ ପୁଅ। ନିଟ୍ ପରୀକ୍ଷାରେ ଦେଶରେ ଟପ୍ପର ହୋଇଥିବା ଓଡ଼ିଆ ପୁଅର ସଂଘର୍ଷ କାହାଣୀ ଜାଣିଲେ ଆପଣଙ୍କ ଛାତି…

କନକ ବ୍ୟୁରୋ : ଗରିବ କୁଡିଆରୁ ସଫଳତାର ସ୍ୱପ୍ନ ଦେଖୁଥିବା ପିଲାଟି ଦିନେ ଗୌରବ ଆଣିବ । ଆଉ ଭାତର ମାନଚିତ୍ରରେ ଦିନେ ଇତିହାସ ଲେଖିବ, ତାହା କେହି କେବେ ଭାବିନଥିଲେ । ଜଣେ ଚାହା ବିକାଳୀ ପୁଅ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଶତପ୍ରତିଶତ ନମ୍ବର ରଖି ଓଡ଼ିଶାର ଟେକ ରଖିବ ତାହା ସମସ୍ତଙ୍କୁ…

ଭୋକିଲା ଦେଶ ତାଲିକାରେ ନିମ୍ନପଟୁ ୧୩ ନମ୍ବର ସ୍ଥାନରେ ଭାତର । ବାଂଲାଦେଶ ନେପାଳ ଠାରୁ ସ୍ଥିତି ଖରାପ । ସେପଟେ…

କନକ ବ୍ୟୁରୋ : ଭାରତ ପାଇଁ ଖୁସି ଖବର ଯେ ଭାରତୀୟ ମାନଙ୍କର ହାରାହାରି ଆୟୁଷ ୧୦ ବର୍ଷ ବୃଦ୍ଧି ପାଇଛି । ସୂଚନା ମୁତାବକ ୧୯୯୦ ମସିହାରେ ଭାରତୀୟଙ୍କ ହାରାହାରି ବୟଷ ୫୯.୬ ବର୍ଷ ଥିବା ବେଳେ ୨୦୧୯ ରେ ଏହା ୭୦.୮ ବର୍ଷରେ ପହଂଚିଛି । ପ୍ରସିଦ୍ଧ ସ୍ୱାସ୍ଥ୍ୟ ପତ୍ରିକା ‘ଦି ଲାନସେଟ୍‌’ ପକ୍ଷରୁ…