Daily Archives

October 17, 2020

ଆଇପିଏଲ ଟକ୍କର : ଟସ୍ ଜିତି ରାଜସ୍ଥାନର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ବାଙ୍ଗାଲୋର । 

କନକ ବ୍ୟୁରୋ : ଆଜିର ପ୍ରଥମ ଆଇପିଏଲ ମ୍ୟାଚରେ ଟସ୍୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ ରୟାଲ୍ସ ଟିମ୍୍ । ଫଳରେ ଏବେ ବୋଲିଂ କରିବାକୁ ଆସିବ ବାଙ୍ଗାଲୋର ଦଳ । ରାଜସ୍ଥାନ ପ ଷରୁ ଦୁଇ ଓପନର ଏବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବେ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ…

ପୋଲିସ ଜାଲରେ ବଡଧରଣର ଲୁଟେରା ଗ୍ୟାଙ୍ଗ । ୧୧ ଜଣ ଲୁଟେରାଙ୍କୁ ଗିରଫ କଲା ଧର୍ମଶାଳା ପୋଲିସ । ୫ ଲକ୍ଷ ୮୯ ହଜାର ଟଙ୍କା,…

କନକ ବ୍ୟୁରୋ : ଯାଜପୁର ଧର୍ମଶାଳାରେ ଲୁଟତରାଜ ଚଳାଇଥିବା ୧୧ ଲୁଟେରାଙ୍କୁ ଗିରଫ କରିଛି ଧର୍ମଶାଳା ପୋଲିସ । ଧର୍ମଶାଳାର ବିଭିନ୍ନ ସ୍ଥାନରୁ ସେମାନଙ୍କୁ ଗିରଫ କରିଛି ପୋଲିସ୍ । ଏଥିସହ ସେମାନଙ୍କ ନିକଟରୁ ୫ଲକ୍ଷ ୮୯ ହଜାର ଟଙ୍କା ଗୋଟେ ବନ୍ଧୁକ ୨ଟି ଗୁଳି, ୭୬ ଗ୍ରାମ ସୁନ, ୧୨ କେଜି ୨ଶହ…

୧୯ରେ ଆଉ ଏକ ଲଘୁଚାପ ସୃଷ୍ଟି : ୧୯ରୁ ୨୧ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ; ଭାରତୀୟ ପାଣିପାଗ ବିଭାଗ…

କନକ ବ୍ୟୁରୋ : ୧୯ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ୨୦ତାରିଖ ଭିତରେ ଏହା ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୧୯ରୁ ୨୧ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନ କରାଯାଇଛି । ଏ ନେଇ …

ଅଡିଓ ବୁକରେ ପାଠପଢୁଛନ୍ତି ଦିବ୍ୟାଙ୍ଗ ଛାତ୍ର : ‘ଉଇ ଫର ୟୁ’ ସଂସ୍ଥା ଆରମ୍ଭ କରିଛି ଅଡିଓ ବୁକରେ ପାଠପଢା ;…

କନକ ବ୍ୟୁରୋ : କରୋନା କାଳରେ ଦିବ୍ୟାଙ୍ଗ ଛାତ୍ରଙ୍କ ଅଡ଼ିଓ ବୁକରେ ପାଠପଢା । କରୋନା ପାଇଁ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଅଭିଭାବକ ମାନେ ଚିନ୍ତାରେ ରହିଛନ୍ତି । ଛାତ୍ରଛାତ୍ରୀ ମାନେ ମଧ୍ୟ ପାଠପଢା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାଧାରଣ ଛାତ୍ରଛାତ୍ରୀ ମାନେ ଅନଲାଇନ୍…

ନୀଳଗିରିରେ ସନ୍ଦୀଗ୍ଧ ବସ୍ତୁକୁ ନେଇ ଆତଙ୍କ : ଜରି ପ୍ୟାକେଟ ଭିତରୁ ମିଳିଲା ବେଲୁନ୍ ସହିତ ବ୍ୟାଟେରୀ ଓ ଟାୱାର ତାର ;…

କନକ ବ୍ୟୁରୋ : ନୀଳଗିରିରେ ସନ୍ଦୀଗ୍ଧ ବସ୍ତୁକୁ ନେଇ ଆତଙ୍କ । ଜରି ପ୍ୟାକେଟ ଭିତରୁ ମିଳିଲା ବେଲୁନ୍ ସହିତ ବ୍ୟାଟେରୀ ଓ ଟାୱାର ତାର । ମେଡ୍ ଇନ୍ ଇଂଲଣ୍ଡ ସାମଗ୍ରୀକୁ ନେଇ ଚର୍ଚ୍ଚା । ଜବତ ସାମଗ୍ରୀକୁ ଯାଂଚ ପାଇଁ ଚାନ୍ଦୀପୁର ପଠାଇଲା ପୋଲିସ । ବେଲୁନ୍ ସହିତ ବ୍ୟାଟେରୀ ଓ ଟାୱାର ତାର…

ମିଥୁନ ଚକ୍ରବର୍ତ୍ତିଙ୍କ ପୁଅ ମହାଅକ୍ଷୟଙ୍କ ନାମରେ ସଂଗୀନ ଅଭିଯୋଗ । ଦୁଷ୍କର୍ମ ପରେ ଜବରଦସ୍ତି ଗର୍ଭପାତ କରାଇଥିବା…

କନକ ବ୍ୟୁରୋ : ଚଳଚିତ୍ର ତାରକା ମିଥୁନ ଚକ୍ରବର୍ତ୍ତିଙ୍କ ପୁଅ ମହାଅକ୍ଷୟଙ୍କ ନାମରେ ଆସିଲା ଦୁର୍ଷ୍ମମ ଓ ଜବରଦସ୍ତି ଗର୍ଭପାତ ମାମଲା । ମାମଲାକୁ ଚାପି ଦେବାକୁ ଚେଷ୍ଟା କରୁଥିବା ନେଇ ମିଥୁନଙ୍କ ସ୍ତ୍ରୀ ବବିତା ବାଲି ଙ୍କ ନାମରେ ବି ଅଭିଯୋଗ ।  ଫିଲ୍ମରେ କାମ କରୁଥିବା ଜଣେ ଅଭିନେତ୍ରୀ…