Daily Archives

October 13, 2020

ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାରକାର୍ଡ । ଆରଟିଆଇରୁ ଆସିଲା ପୂରା ସତ ।

କନକ ବ୍ୟୁରୋ : ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ନୁହେଁ। ନିକଟରେ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ ମାଧ୍ୟମରେ ଜାଣିବାକୁ ଚାହିଥିଲେ ଯେ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ଲାଗି ଆଧାର କାର୍ଡ ବାଧ୍ୟତାମୂଳକ କି ନୁହେଁ ? ଗୃହ ମନ୍ତ୍ରାଳୟ ଅଧିନରେ ଥିବା ଭାରତୀୟ…

ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୨ ହଜାର ୭୯୬ ଆକ୍ରାନ୍ତ । ଏହାସହ ୨ ଲକ୍ଷ ୩୨ ହଜାର ୯୮୮ରେ ପହଞ୍ଚିଛି ସୁସ୍ଥ…

କନକ ବ୍ୟୁରୋ : ରାଜ୍ୟ ପାଇଁ ପୁଣି ଭଲ ଖବର । ରାଜ୍ୟରେ ଆଜି ଆଉ ୨ ହଜାର ୭୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୩୨ ହଜାର ୯୮୮ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟ ସ୍ୱାସ୍ଥ୍ୟ…

ହାଥରସ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ । ୪ ଘଣ୍ଟା ଯାଏଁ ଗାଁର ୩ଟି ସ୍ଥାନରେ ଛାନଭିନ । ପଚରାଉଚରା ପାଇଁ ପୀଡିତାଙ୍କ…

କନକ ବ୍ୟୁରୋ : ହାଥରସ ଗଣଦୁଷ୍କର୍ମ ମାମଲାରେ ସିବିଆଇ ଯାଞ୍ଚ ଆରମ୍ଭ କରିଛି । ଏନେଇ ଆଜି ସିବିଆଇ ପୀଡିତାଙ୍କ ଗାଁରେ ପହଞ୍ଚି ୩ଟି ସ୍ଥାନରେ ଛାନଭିନ କରିଛି । ପ୍ରାୟ ୪ ଘଣ୍ଟା ଧରି ଯାଞ୍ଚ କରିଥିଲା ସିବିଆଇ । ଘଟଣାସ୍ଥଳରେ ଭିଡିଓଗ୍ରାଫି କରାଯିବା ସହ ପୀଡିତାଙ୍କ ପରିବାରକୁ ପଚରାଉଚରା…

କମିଲେ ଆକ୍ରାନ୍ତ, ବଢିଲେ ସୁସ୍ଥ । ଭୁବନେଶ୍ୱରରୁ ଆଜି ଆଉ ୨୮୧ ପିଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୮୯,…

କନକ ବ୍ୟୁରୋ : ଭୁବନେଶ୍ୱରରେ ଆଜି ଆକ୍ରାନ୍ତଙ୍କଠାରୁ ଅଧିକ ସୁସ୍ଥ ହୋଇଛନ୍ତି । ଆଜି ଭୁବନେଶ୍ୱରରୁ ୨୮୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଥିବା ବେଳେ ୧୯୨ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି । ସେହିପରି ଆଜି ୩୧୫ ଜଣ ସୁସ୍ଥ ହୋଇ ଘରକୁ…

ଏମିତି ଏକ ଥାନା, ଯେଉଁଠି ପଶିନି କରୋନା । ଲୋକଙ୍କୁ ସୁରକ୍ଷା ଦେବା ସହ ନିଜେ ସତର୍କ ରହୁଛନ୍ତି, ମହାମାରୀର ମୁକାବିଲା…

କନକ ବ୍ୟୁରୋ: ଥାନାରେ ପଶିନି କରୋନା । କାହାକୁ ଛୁଇଁନି ଭାଇରସ । କରୋନା କବଳରେ ପଡି ସାରା ବିଶ୍ୱ ଛଟପଟ ହେଉଛି । ମହାମାରୀକୁ ମାରି ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷିତ ରଖିବାକୁ ଦିନରାତି ଏକ କରି ଅହରହ କରୋନା ସହ ଲଢେଇ କରୁଛନ୍ତି କରୋନା ଯୋଦ୍ଧା । ପ୍ରଥମ ପର୍ଯ୍ୟାୟରେ ସଂକ୍ରମଣ ଚେନ…

ଆମକୁ ମିଳୁନି ପାରିଶ୍ରମିକ, କେମିତି ପୂରିବ ପରିବାର ପେଟ । ଅସାଧୁ କର୍ମଚାରୀଙ୍କ ପଇସା ଲୋଭ ପାଇଁ ଲୁହ ଝରାଉଛନ୍ତି…

କନକ ବ୍ୟୁରୋ: ଦାଦନ ପ୍ରବଣ ଅଂଚଳରେ ଶ୍ରମିକକୁ ମିଲୁନି ପାରିଶ୍ରମିକ  । ତାଲାବନ୍ଦ ଯୋଗଁ ଲୋକମାନେ ରୋଜଗାର ହରାଇଥିଲେ  । ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ମାନେ ନିଜ ଗାଁକୁ ଫେରିଥିଲେ  । ଏହି ଶ୍ରମିକ ମାନେ ତାଲାବନ୍ଦ ସମୟରେ କିପରି ରୋଜଗାର କ୍ଷମ ହୋଇ ନିଜ ପରିବାର ପୋଷନ କରି ପାରିବେ…