Daily Archives

October 13, 2020

୨୧ ଥର ଆବେଦନ, ୭ ବର୍ଷର ଅପେକ୍ଷା ପରେ ମିଳିଲା ଆଧାର କାର୍ଡ଼ । ୨୧ଥର ଆବେଦନ ରଦ୍ଧ ହେବା ପରେ ଅଦାଲତର ଆଶ୍ରୟ ନେଲେ…

କନକ ବ୍ୟୁରୋ : ଆଧାର କାର୍ଡ ପାଇଁ ୨୧ ଥର ଆବେଦନ, ୭ ବର୍ଷର ଅପେକ୍ଷା । ୨୦୧୪ ମସିହାରୁ ଆଧାର କାର୍ଡ ପାଇଁ ଆବେଦନ କରି ବାରମ୍ବାର ରିଜେକ୍ଟ ହେବା ପରେ ନିରାଶ ହୋଇଥିଲେ ଆବେଦନକାରୀ । ଶେଷରେ ଆଧାର କାର୍ଡ ପାଇଁ ଅଦାଲାତର ଆଶ୍ରୟ ନେଇଥିଲେ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ କ୍ଷେତାପାଜୁ ଗାଁର…

ବନ୍ଧୁକ ମୁନରେ ୨୦ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ । ଭୋଗରାଇ ବ୍ଲକ ଚୌକିସ୍ଥିତ ୟୁକୋ ବ୍ୟାଙ୍କରେ ଲୁଟ । ୨ଟି ବାଇକରେ ୫…

କନକ ବ୍ୟୁରୋ : ବାଲେଶ୍ୱର ଭୋଗରାଇ ବ୍ଲକ ଚୌକିସ୍ଥିତ ୟୁକୋ ବ୍ୟାଙ୍କରୁ ଲୁଟ । ବନ୍ଧୁକ ମୁନରେ ପ୍ରାୟ ୨୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ଲୁଟ ପରେ ୨ଟି ବାଇକରେ ୫ଜଣ ଦୁର୍ବୃତ୍ତ ଚମ୍ପଟ ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଦୁର୍ବୃତ୍ତମାନେ ପଶ୍ଚିମବଙ୍ଗ ସୀମାପଟେ ଫେରାର…

ଲଘୁଚାପ ଲଗାଣ ବର୍ଷାରେ ଦିଗପହଣ୍ଡିରୁ ଆସିଲା ବର୍ଷା ବିଭୀଷିକାର ଚିତ୍ର: ପାହାଡ଼ ଉପରୁ ମାଡ଼ି ଆସିଲା ବର୍ଷା ପାଣି,…

କନକ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ଲୋକଙ୍କ ଭୟଭିତ କରୁଛି ଲଘୁଚାପ ଲଗାଣ ବର୍ଷା । ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଂଚଳରୁ ଆସିଛି ବର୍ଷା ବିଭୀଷିକାର ଭୟଙ୍କର ଚିତ୍ର । ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରୁ ମାଡ଼ି ଆସିଥିଲା ବର୍ଷା ପାଣି । ଆଉ ପାହାଡ ପାଦଦେଶରେ ଥିବା ଘର ଦ୍ୱାରକୁ ଧୋଇ ନେଇଛି…

ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ ! କାମ କରି ଭୋକରେ ଶ୍ରମିକ, ମିଳିଲାନି ମଜୁରୀ । ଦାଦନ ଶ୍ରମିକଙ୍କ ଦୁଃଖ ବୁଝୁ…

କନକ ବ୍ୟୁରୋ: ଦାଦନ ପ୍ରବଣ ଅଂଚଳରେ ଶ୍ରମିକକୁ ମିଲୁନି ପାରିଶ୍ରମିକ । ତାଲାବନ୍ଦ ଯୋଗଁ ଲୋକମାନେ ରୋଜଗାର ହରାଇଥିଲେ । ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ମାନେ ନିଜ ଗାଁକୁ ଫେରିଥିଲେ । ଏହି ଶ୍ରମିକ ମାନେ ତାଲାବନ୍ଦ ସମୟରେ କିପରି ରୋଜଗାର କ୍ଷମ ହୋଇ ନିଜ ପରିବାର ପୋଷନ କରି ପାରିବେ ସେ…

ଏଣିକି ଘର ତୋଳିବା ହେବ ସହଜ… ଆପଣ ଘର କରୁଛନ୍ତି କି ? ବିନା ଇଟା, ସିମେଣ୍ଟରେ ବି ତୋଳି ପାରିବେ ବଡ ବଡ ବିଲ୍ଡିଂ…

ଆଜିକାଲି ଘରଟିଏ ତିଆରି କରିବା ସାଧାରଣ ଲୋକଙ୍କ ପାଖରେ କାଠିକର ପାଠ ହୋଇଥାଏ । ଘର ତୋଳିବା ପାଇଁ ଇଟା-ବାଲି-ରଡ୍ ଏବଂ ସିମେଣ୍ଟ କିଣିବାକୁ ପଡିଥାଏ । ମିସ୍ତ୍ରୀଙ୍କୁ ଡାକିବାକୁ ପଡିଥାଏ, ବହୁ ଟଙ୍କା ଖର୍ଚ୍ଚ କରିବା ପରେ କିଛି ମାସ କିମ୍ବା କିଛି ବର୍ଷ ମଧ୍ୟରେ ଘରଟି ତୋଳା ହୋଇଥାଏ । କିନ୍ତୁ…

ଅଧା ପନ୍ତରିଆ ହୋଇ ପଡ଼ି ରହିଛି ପୋଲ । ଏପଟେ ବର୍ଷା ଧୋଇଦେଲା ଅସ୍ଥାୟୀ ବ୍ରିଜ : ଗଂଜାମ ବଡ଼ଗଡ଼ରୁ ବ୍ରହ୍ମପୁର ଯୋଗାଯୋଗ…

କନକ ବ୍ୟୁରୋ : ଅଧା ପନ୍ତରିଆ ହୋଇ ପଡ଼ି ରହିଛି ନିର୍ମାଣଧିନ ନୂଆ ପୋଲ । ଏପଟେ ବର୍ଷା ଧୋଇଦେଲା ଲୋକଙ୍କ ଗମନାଗମନ ପାଇଁ ହୋଇଥିବା ଅସ୍ଥାୟୀ ମାଟି ପୋଲ । ଗଂଜାମ ଜିଲ୍ଲା ଶୋରଡା ଅଂଚଳରେ ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ବିଭିନ୍ନ ନଦୀ ନାଳରେ ଜଳସ୍ତର…