Browsing Category

ଦେଶ ବିଦେଶ

ସରିଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା : ୨୨ଟି ସ୍ୱର୍ଣ୍ଣ ସମେତ ମୋଟ ୬୧ ପଦକ ସହ ଅଭିଯାନ ଶେଷ କଲା ଭାରତ

କନକ ବ୍ୟୁରୋ : ବର୍ମିଂହାମରେ ଶେଷ ହୋଇଛି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୨ତମ ସଂସ୍କରଣ । ଏହି ସମ୍ମାନଜନକ କ୍ରୀଡ଼ାର ଶେଷ ଦିନରେ ମଧ୍ୟ କମାଲ କରିଦେଖାଇଛି ଭାରତ । ସୋମବାର ଏକାଦଶ ଦିନରେ ଭାରତ ୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି । ତେବେ ପୁରୁଷ ହକିରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରି ରୌପ୍ୟ…
Read More...

ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କ ଘରେ ରେଡ୍ : ଡୋନାଲ୍ଡ ଟ୍ରମ୍ପ କହିଲେ, ୨୦୨୪ ନିର୍ବାଚନ ନ ଲଢ଼ିବାକୁ କରାଯାଉଛି…

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍ । ଫ୍ଲୋରିଡା ସ୍ଥିତ ଘର, ଫାର୍ମ ହାଉସ୍ ଓ ରିସୋର୍ଟରେ ରେଡ୍ କରାଯାଉଛି । ଏଫ୍ବିଆଇ ବା ଫେଡେରାଲ ବ୍ୟୁରୋ ଅଫ୍ ଇନଭେସଟିଗେସନ୍ ପକ୍ଷରୁ ରେଡ୍ କରାଯାଉଥିବା ନିଜେ ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି । ପାମ୍…
Read More...

ଚୀନ କମ୍ପାନୀ ଉପରେ ଲାଗିବ କଟକଣା : ବ୍ୟାନ ହେବ ଶସ୍ତା ସ୍ମାର୍ଟ ଫୋନ୍

କନକ ବ୍ୟୁରୋ : ଚାଇନା କମ୍ପାନି ଉପରେ ଲାଗିବ କଟକଣା । ଖୁବଶୀଘ୍ର ଏ ଉପରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଶାଓମି ଓ ରିଅଲ୍‌ମି ଭଳି ସଂସ୍ଥା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଚୀନ୍ ସଂସ୍ଥାଗୁଡ଼ିକୁ ୧୨ ହଜାର ଟଙ୍କାରୁ କମ୍ ଦାମ୍‌ର ସ୍ମାର୍ଟଫୋନ୍…
Read More...

ଦଳରେ ସ୍ଥାନ ପାଇଲେ ବିରାଟ କୋହଲି : ଏସିଆ କପ୍ ପାଇଁ ଦଳ ଘୋଷଣା କଲା ବିସିସିଆଇ; ଟିମକୁ ଫେରିଲେ କେଏଲ ରାହୁଲ

କନକ ବ୍ୟୁରୋ : ଅଗଷ୍ଟ ୨୭ରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପାଇଁ ଭାରତୀୟ କିକ୍ରେଟ ଦଳ ଟିମ୍ ଘୋଷଣା କରିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ପଡିଆକୁ ଓହ୍ଲାଇବାକୁ ଯୋଜନା କରୁଥିବା ବେଳେ ଟିମକୁ ଫେରିଛନ୍ତି ଫର୍ମରେ ନ ଥିବା ବ୍ୟାଟର ବିରାଟ କୋହଲି । ତେବେ ଆହତ ସମସ୍ୟା ଯୋଗୁ…
Read More...

ଆଜି ମହାରାଷ୍ଟର କ୍ୟାବିନେଟ୍ ସମ୍ପ୍ରସାରଣ ! ବିଜେପି ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରୁ ଶପଥ ନେବେ ୧୪ ନୂଆ ମନ୍ତ୍ରୀ

କନକ ବ୍ୟୁରୋ : ଆଜି ମହାରାଷ୍ଟ୍ର କ୍ୟାବିନେଟ ହୋଇପାରେ ସମ୍ପ୍ରସାରଣ । ମଙ୍ଗଳବାର ସିନ୍ଦେ ସରକାରର କ୍ୟାବିନେଟ୍ ସମ୍ପ୍ରସାରଣ ହେବା ନେଇ ସୂଚନା ମିଳିଛି । ମଙ୍ଗଳବାର ସକାଳ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରାଜଭବନରେ ତାଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିପାରନ୍ତି । ଉଭୟ…
Read More...

ଭାଙ୍ଗିପାରେ ବିଜେପି-ଜେଡିୟୁ ୨୦ ବର୍ଷର ସମ୍ପର୍କ : ଆଜି ଦଳର ବୈଠକ ପରେ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

କନକ ବ୍ୟୁରୋ : ବିଜେପି ସହ ମାସଟି ଧରି ବିବାଦ ପରେ ଏହାର ଅନ୍ତ ଘଟିବାକୁ ଯାଉଛି । କାରଣ ବିଜେପି ସହ ମେଣ୍ଟ ରହିବ କି ନାହିଁ ସେନେଇ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଷ୍ପତ୍ତି ନେଇପାରନ୍ତି । ଆଜି ନିତିଶ ଦଳର ସମସ୍ତ ବିଧାୟକ ଏବଂ ସାଂସଦମାନଙ୍କର ବୈଠକ ଡକାଇଛନ୍ତି । ଏପଟେ…
Read More...

ଏସିଆ କପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ପଢନ୍ତୁ, ଦଳରେ ସ୍ଥାନ ପାଇଲେ କେଉଁ କେଉଁ ଖେଳାଳି…

କନକ ବ୍ୟୁରୋ: ଏସିଆ କପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୬ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ତେବେ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ହର୍ଷଲ ପଟେଲଙ୍କୁ ଦଳରେ ସାମିଲ କରାଯାଇନି । ଆହତ ଜନିତ ସମସ୍ୟା କାରଣରୁ ଦୁହିଁଙ୍କୁ ଦଳଠାରୁ ଦୂରରେ ରଖାଯାଇଛି । ଅନ୍ୟପଟେ…
Read More...

ଦିଲ୍ଲୀ ଆସି ମୋଦୀଙ୍କୁ ଭେଟିଲେ ମମତା । ହେଲେ ବିରୋଧୀ ନେତାଙ୍କୁ ଦେଖାକଲେନି ଦିଦି । ଇଡି ଭୟରେ ମୁଣ୍ଡ ନୁଆଁଇଲେ କି…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ବିରୋଧୀ ମମତା ବାନାର୍ଜୀ । ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟିକା ଟିପ୍ପଣୀ କରୁଥିବା ଦୁଇ ନେତା ପ୍ରଥମେ ପରସ୍ପରକୁ ସାକ୍ଷାତ କରିଥିଲେ । ଏହାପରେ ରବିବାର ନୀତି ଆୟୋଗ ବୈଠକରେ ଯୋଗ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଯଦିଓ…
Read More...

ଦୁଷ୍କର୍ମ ମାମଲାକୁ ନେଇ ଗେହଲଟଙ୍କ ବିବାଦୀୟ ବୟାନ । ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲା ବିଜେପି ।

କନକ ବ୍ୟୁରୋ: ଦେଶରେ ଦୁଷ୍କର୍ମ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ଦୁଷ୍କର୍ମକୁ ନେଇ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ବିଜେପି ତାଙ୍କୁ ଖୁବ୍ ସମାଲୋଚନା କରିଛି । ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି, ନିର୍ଭୟା କାଣ୍ଡ ପରେ ସବୁ…
Read More...

ଭାରତକୁ ବଡ ଝଟକା: ଏସିଆ କପରୁ ବାଦ ପଡିଲେ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରାହ!

କନକ ବ୍ୟୁରୋ: ଏସିଆ କପ ପୂର୍ବରୁ ଭାରତୀୟ କ୍ରିକେଟ ଟିମକୁ ବଡ ଝଟକା ଲାଗିଛି । ଏସିଆ କପରୁ ବାଦ ପଡିଛନ୍ତି ଭାରତୀୟ ଷ୍ଟାର ପେସ ବୋଲର ଯଶପ୍ରୀତ ବୁମହାର । ଏନେଇ ଏକ ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଛି । ପିଠିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଏସିଆ କପରୁ ବାହାର ହେବାକୁ ପଡିଥିବା ଜଣାପଡିଛି ।…
Read More...