Browsing Category
ଦେଶ ବିଦେଶ
ବିଜେପି ସାଂସଦଙ୍କ ବିବାଦୀୟ ବୟାନ, ନୀତିଶଙ୍କୁ କଟାକ୍ଷ କରି କହିଲେ ଏଭଳି କଥା
କନକ ବ୍ୟୁରୋ : ବିହାରରେ ଏନଡିଏର ସରକାର ଭାଙ୍ଗିବା ପରେ ଜଣଙ୍କ ପରେ ବିଜେପି ନେତା ନିଜର ପଦ ମର୍ଯ୍ୟାଦାକୁ ବଳି ଦେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କଟାକ୍ଷ କରିବାରେ ଲାଗିଛନ୍ତି । ଏହି କ୍ରମରେ ବିହାର ସାସାରାମରୁ ସାଂସଦ ଥିବା ବିଜେପି ନେତା ଛେଦି ପାଶୱାନ ଏବେ ନୀତିଶଙ୍କୁ କଟାକ୍ଷ କରି…
Read More...
Read More...
ନବ ଦମ୍ପତିଙ୍କୁ ସରକାରୀ ଉପହାର । ବିବାହ ଦିନ ହିଁ ଆଶା କର୍ମୀ ଦେବେ ନବ ଦମ୍ପତି ଗିଫ୍ଟ ।
କନକ ବ୍ୟୁରୋ : ନବ ଦମ୍ପତିଙ୍କୁ ଉପହାର ଦେବେ ସରକାର । ନବ ବିବାହିତଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେବ ଉପହାର । ନୂଆ ବିବାହ କରିଥିବା ଦମ୍ପତିଙ୍କୁ ଆଶା କର୍ମୀ ଦେବେ ଏହି ଉପହାର । ଯେଉଁ ଗିଫ୍ଟ ପ୍ୟାକେଟରେ ରହିବ ୨ଟି ଟାୱେଲ , ନେଲ କଟର ,ଆଇନା,ପାନିଆ, ଟିକିଲି,ରୁମାଲ, ସହ ପରିବାର…
Read More...
Read More...
ଇଡି ପରେ ଟିଏମସି ଉପରେ ସିବିଆଇର ମାଡ : ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ବାନ୍ଧିଲା ସିବିଆଇ
କନକ ବ୍ୟୁରୋ : ଇଡି ପରେ ସିବିଆଇ । ପଶ୍ଚିବଙ୍ଗରେ ସକ୍ରିୟ ହୋଇଛି ସିବିଆଇ । ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପରେ ଏବେ ଆଉ ଜଣେ ଟିଏମସି ନେତା ସିବିଆଇ ପଞ୍ଝାରେ । ବହୁ ଛକପଞ୍ଝା ଭିତରେ ପଶ୍ଚିମବଙ୍ଗର ପୂର୍ବତନ ବାହୁବଳୀ ନେତା ତଥା ବୀରଭୂମି ଷ୍ଟ୍ରଙ୍ଗ ମ୍ୟାନ୍ ଅନୁବ୍ରତ ମଣ୍ଡଳଙ୍କୁ…
Read More...
Read More...
ଗାଙ୍ଗୁଲି ଧରିବେ ଦଳର ମଙ୍ଗ, ବିଶ୍ୱ ଏକାଦଶକୁ ଭେଟିବ ଭାରତୀୟ ଦଳ । ଜାଣନ୍ତୁ କେବେ ହେବ ମ୍ୟାଚ୍?
କନକ ବ୍ୟୁରୋ : ମୈଦାନକୁ କମବ୍ୟାକ୍ କରିବେ ବେଙ୍ଗଲ ଟାଇଗର । ପୁଣିଥରେ ଦାଦା ଧରିବେ ଦଳର ମଙ୍ଗ । ଲମ୍ବା ଲମ୍ବା ଛକା ମାରି ପୁଣିଥରେ ଜିଣିବେ ଦର୍ଶକଙ୍କ ମନ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଅମୃତ ମହୋତ୍ସବ ପାଳନ କରିବ । ଆଉ ଏହି ସମୟରେ ଏକ ବଡ ମ୍ୟାଚର ଆୟୋଜନ ହେବାକୁ ଯାଉଛି…
Read More...
Read More...
ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଦୁର୍ନୀତି । ପଶ୍ଚିମବଙ୍ଗରେ ୮ ଜଣ ଆଇପିଏସଙ୍କୁ ସମନ
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଗୋଟିଏ ପରେ ଗୋଟିଏ ଘୋଟାଲା ସମାନାକୁ ଆସୁଛି । ପାର୍ଥ ଚାଟାର୍ଜୀ ଓ ଅନୁବ୍ରତଙ୍କ ପରେ ୮ଜଣ ଆଇପିଏସଙ୍କୁ ସମନ ଜାରି କରାଯାଇଛି । କୋଇଲା ଦୁର୍ନୀତି ନେଇ ସେମାନଙ୍କୁ ତଦନ୍ତରେ ସାମିଲ ହେବାକୁ ନିର୍ଦ୍ଦେଶ ରହିଛି । ତେବ ସମନ ଜାରି ହୋଇଥିବା ଅଇପିଏସଙ୍କ ମଧ୍ୟରେ…
Read More...
Read More...
ଆରବ ସାଗରରେ ବୁଡିଲା ଭାରତୀୟ ଜଳ ଜାହାଜ ‘ଜମନା ସାଗର’, ୯ ଚାଳକଙ୍କୁ ଏଭଳି ଉଦ୍ଧାର କଲା ପାକିସ୍ତାନ ନୌସେନା
କନକ ବ୍ୟୁରୋ : ପାକିସ୍ତାନ ନୌସେନା ପକ୍ଷରୁ ବୁଧବାର ଦିନ ଦାବି କରାଯାଇଛି କି ଆରବ ସାଗରରେ ଭାରତୀୟ ଜଳ ଜାହାଜ ଜମନା ସାଗର ବୁଡିଯିବା ବେଳେ ସେମାନଙ୍କ ସେନା ଦ୍ୱାରା ୯ ଜଣ ଭାରତୀୟ ଜଳ ଜାହାଜ ଚାଳକଙ୍କୁ ଉଦ୍ଧାର କରାଯାଇଛି । ପାକିସ୍ତାନ ନୌସେନାର ଜନ ସଂପର୍କ ମହାନିର୍ଦ୍ଦେଶକ ତାଙ୍କ ବୟାନରେ…
Read More...
Read More...
ବହୁତ ଲୋକଙ୍କର ଫୋନ୍ କଲ ଆସୁଛି, ୨୦୨୪ ନିର୍ବାଚନ ପାଇଁ ବିରୋଧୀଙ୍କୁ ଏକାଠି କରିବି : ନୀତୀଶ କୁମାର
କନକ ବ୍ୟୁରୋ : ବିଜେପି ଠାରୁ ମେଣ୍ଟ ଭାଙ୍ଗି ତେଜସ୍ୱୀଙ୍କ ସହ ମିଶି ସରକାର ଗଠନ କରିବା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଉନାହାନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆଉ ଏସବୁ ଭିତରେ ଆଜି ବଡ଼ ବୟାନ ଦେଇଛନ୍ତି ନୀତୀଶ । ୨୦୨୪ ନିର୍ବାଚନ ପାଇଁ ବିରୋଧୀ ଦଳକୁ ଏକଜୁଟ୍…
Read More...
Read More...
ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ, ରାଜୁଙ୍କ ପତ୍ନୀଙ୍କୁ କହିଲେ…
କନକ ବ୍ୟୁରୋ : ପ୍ରସିଦ୍ଧ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପର୍ଣ୍ଣ ରହିଛି । ଏହି କ୍ରମରେ ପ୍ରଥମେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଓ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜୁ ଶ୍ରୀବାସ୍ତବଙ୍କ ପରିବାର ସହ କଥା ହୋଇଛନ୍ତି ।…
Read More...
Read More...
ବାଲାଟ ପେପରରେ ନିର୍ବାଚନ କରାଇବା ନେଇ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ, କହିଲେ ଇଭିଏମରେ ହିଁ ହେବ…
କନକ ବ୍ୟୁରୋ : ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ)କୁ ହଟାଇ ପୁଣି ବାଲାଟ ପେପରରେ ନିର୍ବାଚନ କରାଇବାକୁ ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏନେଇ କୋର୍ଟ କହିଛନ୍ତି କି, ଏହି ଆବେଦନରେ କୌଣସି ମେରିଟ୍ ଦେଖିବାକୁ ମିିଳିନାହିଁ । ସୂଚନା ଥାଉକି…
Read More...
Read More...
ବେବି ପାଉଡର ବିକ୍ରି ବନ୍ଦ କରିବ ଜନସନ ଆଣ୍ଡ ଜନସନ! ଜାଣନ୍ତୁ କଣ ରହିଛି ଏହା ପଛର କାରଣ?
କନକ ବ୍ୟୁରୋ : ବନ୍ଦ ହେବ ଜନସନ ଆଣ୍ଡ ଜନସନ ବେବି ପାଉଡର । ବିଶ୍ୱର ସମସ୍ତ ଦେଶରୁ ଏହି ବେବି ପାଉଡର ବିକ୍ରି ବନ୍ଦ କରିବ ଫାର୍ମା କମ୍ପାନି ଜନସନ ଆଣ୍ଡ ଜନସନ । ୨୦୨୩ ସୁଦ୍ଧା ବିଶ୍ୱର ସବୁ ଦେଶରେ ଏହି ପାଉଡର ବିକ୍ରି ବନ୍ଦ କରାଯିବ । କମ୍ପାନି ପକ୍ଷରୁ କୁହାଯାଇଛି, ପୂର୍ବରୁ ଅନେକ ଦେଶରେ…
Read More...
Read More...