Browsing Category

ଦେଶ ବିଦେଶ

ବିଜେପି ସାଂସଦଙ୍କ ବିବାଦୀୟ ବୟାନ, ନୀତିଶଙ୍କୁ କଟାକ୍ଷ କରି କହିଲେ ଏଭଳି କଥା

କନକ ବ୍ୟୁରୋ : ବିହାରରେ ଏନଡିଏର ସରକାର ଭାଙ୍ଗିବା ପରେ ଜଣଙ୍କ ପରେ ବିଜେପି ନେତା ନିଜର ପଦ ମର୍ଯ୍ୟାଦାକୁ ବଳି ଦେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କଟାକ୍ଷ କରିବାରେ ଲାଗିଛନ୍ତି । ଏହି କ୍ରମରେ ବିହାର ସାସାରାମରୁ ସାଂସଦ ଥିବା ବିଜେପି ନେତା ଛେଦି ପାଶୱାନ ଏବେ ନୀତିଶଙ୍କୁ କଟାକ୍ଷ କରି…
Read More...

ନବ ଦମ୍ପତିଙ୍କୁ ସରକାରୀ ଉପହାର । ବିବାହ ଦିନ ହିଁ ଆଶା କର୍ମୀ ଦେବେ ନବ ଦମ୍ପତି ଗିଫ୍ଟ । 

କନକ ବ୍ୟୁରୋ : ନବ ଦମ୍ପତିଙ୍କୁ ଉପହାର ଦେବେ ସରକାର । ନବ ବିବାହିତଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେବ ଉପହାର । ନୂଆ ବିବାହ କରିଥିବା ଦମ୍ପତିଙ୍କୁ ଆଶା କର୍ମୀ ଦେବେ ଏହି ଉପହାର । ଯେଉଁ ଗିଫ୍ଟ ପ୍ୟାକେଟରେ ରହିବ  ୨ଟି ଟାୱେଲ , ନେଲ କଟର ,ଆଇନା,ପାନିଆ, ଟିକିଲି,ରୁମାଲ, ସହ ପରିବାର…
Read More...

ଇଡି ପରେ ଟିଏମସି ଉପରେ ସିବିଆଇର ମାଡ : ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ବାନ୍ଧିଲା ସିବିଆଇ

କନକ ବ୍ୟୁରୋ : ଇଡି ପରେ ସିବିଆଇ । ପଶ୍ଚିବଙ୍ଗରେ ସକ୍ରିୟ ହୋଇଛି ସିବିଆଇ । ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପରେ ଏବେ ଆଉ ଜଣେ ଟିଏମସି ନେତା ସିବିଆଇ ପଞ୍ଝାରେ । ବହୁ ଛକପଞ୍ଝା ଭିତରେ ପଶ୍ଚିମବଙ୍ଗର ପୂର୍ବତନ ବାହୁବଳୀ ନେତା ତଥା ବୀରଭୂମି ଷ୍ଟ୍ରଙ୍ଗ ମ୍ୟାନ୍ ଅନୁବ୍ରତ ମଣ୍ଡଳଙ୍କୁ…
Read More...

ଗାଙ୍ଗୁଲି ଧରିବେ ଦଳର ମଙ୍ଗ, ବିଶ୍ୱ ଏକାଦଶକୁ ଭେଟିବ ଭାରତୀୟ ଦଳ । ଜାଣନ୍ତୁ କେବେ ହେବ ମ୍ୟାଚ୍?

କନକ ବ୍ୟୁରୋ : ମୈଦାନକୁ କମବ୍ୟାକ୍ କରିବେ ବେଙ୍ଗଲ ଟାଇଗର । ପୁଣିଥରେ ଦାଦା ଧରିବେ ଦଳର ମଙ୍ଗ । ଲମ୍ବା ଲମ୍ବା ଛକା ମାରି ପୁଣିଥରେ ଜିଣିବେ ଦର୍ଶକଙ୍କ ମନ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଅମୃତ ମହୋତ୍ସବ ପାଳନ କରିବ । ଆଉ ଏହି ସମୟରେ ଏକ ବଡ ମ୍ୟାଚର ଆୟୋଜନ ହେବାକୁ ଯାଉଛି…
Read More...

ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଦୁର୍ନୀତି । ପଶ୍ଚିମବଙ୍ଗରେ ୮ ଜଣ ଆଇପିଏସଙ୍କୁ ସମନ

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଗୋଟିଏ ପରେ ଗୋଟିଏ ଘୋଟାଲା ସମାନାକୁ ଆସୁଛି । ପାର୍ଥ ଚାଟାର୍ଜୀ ଓ ଅନୁବ୍ରତଙ୍କ ପରେ ୮ଜଣ ଆଇପିଏସଙ୍କୁ ସମନ ଜାରି କରାଯାଇଛି । କୋଇଲା ଦୁର୍ନୀତି ନେଇ ସେମାନଙ୍କୁ ତଦନ୍ତରେ ସାମିଲ ହେବାକୁ ନିର୍ଦ୍ଦେଶ ରହିଛି । ତେବ ସମନ ଜାରି ହୋଇଥିବା ଅଇପିଏସଙ୍କ ମଧ୍ୟରେ…
Read More...

ଆରବ ସାଗରରେ ବୁଡିଲା ଭାରତୀୟ ଜଳ ଜାହାଜ ‘ଜମନା ସାଗର’, ୯ ଚାଳକଙ୍କୁ ଏଭଳି ଉଦ୍ଧାର କଲା ପାକିସ୍ତାନ ନୌସେନା

କନକ ବ୍ୟୁରୋ : ପାକିସ୍ତାନ ନୌସେନା ପକ୍ଷରୁ ବୁଧବାର ଦିନ ଦାବି କରାଯାଇଛି କି ଆରବ ସାଗରରେ ଭାରତୀୟ ଜଳ ଜାହାଜ ଜମନା ସାଗର ବୁଡିଯିବା ବେଳେ ସେମାନଙ୍କ ସେନା ଦ୍ୱାରା ୯ ଜଣ ଭାରତୀୟ ଜଳ ଜାହାଜ ଚାଳକଙ୍କୁ ଉଦ୍ଧାର କରାଯାଇଛି । ପାକିସ୍ତାନ ନୌସେନାର ଜନ ସଂପର୍କ ମହାନିର୍ଦ୍ଦେଶକ ତାଙ୍କ ବୟାନରେ…
Read More...

ବହୁତ ଲୋକଙ୍କର ଫୋନ୍ କଲ ଆସୁଛି, ୨୦୨୪ ନିର୍ବାଚନ ପାଇଁ ବିରୋଧୀଙ୍କୁ ଏକାଠି କରିବି : ନୀତୀଶ କୁମାର

କନକ ବ୍ୟୁରୋ : ବିଜେପି ଠାରୁ ମେଣ୍ଟ ଭାଙ୍ଗି ତେଜସ୍ୱୀଙ୍କ ସହ ମିଶି ସରକାର ଗଠନ କରିବା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଉନାହାନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆଉ ଏସବୁ ଭିତରେ ଆଜି ବଡ଼ ବୟାନ ଦେଇଛନ୍ତି ନୀତୀଶ । ୨୦୨୪ ନିର୍ବାଚନ ପାଇଁ ବିରୋଧୀ ଦଳକୁ ଏକଜୁଟ୍…
Read More...

ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ, ରାଜୁଙ୍କ ପତ୍ନୀଙ୍କୁ କହିଲେ…

କନକ ବ୍ୟୁରୋ : ପ୍ରସିଦ୍ଧ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପର୍ଣ୍ଣ ରହିଛି । ଏହି କ୍ରମରେ ପ୍ରଥମେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଓ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜୁ ଶ୍ରୀବାସ୍ତବଙ୍କ  ପରିବାର ସହ କଥା ହୋଇଛନ୍ତି ।…
Read More...

ବାଲାଟ ପେପରରେ ନିର୍ବାଚନ କରାଇବା ନେଇ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ, କହିଲେ ଇଭିଏମରେ ହିଁ ହେବ…

କନକ ବ୍ୟୁରୋ : ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ)କୁ ହଟାଇ ପୁଣି ବାଲାଟ ପେପରରେ ନିର୍ବାଚନ କରାଇବାକୁ ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏନେଇ କୋର୍ଟ କହିଛନ୍ତି କି, ଏହି ଆବେଦନରେ କୌଣସି ମେରିଟ୍ ଦେଖିବାକୁ ମିିଳିନାହିଁ । ସୂଚନା ଥାଉକି…
Read More...

ବେବି ପାଉଡର ବିକ୍ରି ବନ୍ଦ କରିବ ଜନସନ ଆଣ୍ଡ ଜନସନ! ଜାଣନ୍ତୁ କଣ ରହିଛି ଏହା ପଛର କାରଣ?

କନକ ବ୍ୟୁରୋ : ବନ୍ଦ ହେବ ଜନସନ ଆଣ୍ଡ ଜନସନ ବେବି ପାଉଡର । ବିଶ୍ୱର ସମସ୍ତ ଦେଶରୁ ଏହି ବେବି ପାଉଡର ବିକ୍ରି ବନ୍ଦ କରିବ ଫାର୍ମା କମ୍ପାନି ଜନସନ ଆଣ୍ଡ ଜନସନ । ୨୦୨୩ ସୁଦ୍ଧା ବିଶ୍ୱର ସବୁ ଦେଶରେ ଏହି ପାଉଡର ବିକ୍ରି ବନ୍ଦ କରାଯିବ । କମ୍ପାନି ପକ୍ଷରୁ କୁହାଯାଇଛି, ପୂର୍ବରୁ ଅନେକ ଦେଶରେ…
Read More...