Browsing Category

ଦେଶ ବିଦେଶ

ଆଜି ପ୍ରଥମଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କେଉଁ ଚ୍ୟାନେଲରେ ହେବ…

କନକ ବ୍ୟୁରୋ : ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟା ଅର୍ଥାତ ଆଜି ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀରୁ ସାରା ଦେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ଏହି କ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିବାକୁ…
Read More...

ମାତ୍ର ୫ ହଜାର ଟଙ୍କାରୁ ଆରମ୍ଭ, ଏବେ ହଜାର ହଜାର କୋଟି ସମ୍ପତ୍ତିର ସାମ୍ରାଜ୍ୟ । ଜାଣନ୍ତୁ ରାକେଶ ଝୁନଝୁନୱାଲାଙ୍କ…

କନକ ବ୍ୟୁରୋ : ସେୟାର ବଜାରର ବଡ ଚେହେରା କୁହାଯାଉଥିବା ରାକେଶ ଝୁନଝୁନୱାଲାଙ୍କ ପରଲୋକ । ମାତ୍ର ୬୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଝୁନଝୁନୱାଲା । ରାକେଶଙ୍କ ବିୟୋଗରେ ପୂରା ଦେଶ ଏବେ ସ୍ତବ୍ଧ । ପ୍ରଧାନମନ୍ତ୍ରୀ ମୋଦୀ ରାକେଶଙ୍କ ବିୟୋଗରେ ଶୋକ ବ୍ୟକ୍ତି କରିଛନ୍ତି । ତେବେ…
Read More...

ଯେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭେଟିଥିଲେ ବିଗ୍ ବୁଲ ଝୁନଝୁନୱାଲା, ଚର୍ଚ୍ଚାରେ ଥିଲା ତାଙ୍କ ସାର୍ଟ

କନକ ବ୍ୟୁରୋ: ସେୟାର ମାର୍କେଟର ବିଗ୍ ବୁଲ ଭାବେ ଜଣାଶୁଣା ନିବେଶକ ରାକେଶ ଝୁନଝୁନୱାଲାଙ୍କର ୬୨ ବର୍ଷ ବୟସରେ ନିଧନ ହୋଇଛି । ତାଙ୍କର ପରଲୋକରେ ସାରା ଦେଶକୁ ଝଟକା ଲାଗିଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ, ବ୍ୟବସାୟୀ ସବୁ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ…
Read More...

ଭେଣ୍ଟିଲେଟରରୁ ବାହାରିଲେ ସଲମାନ ରୁଶଦି : ନ୍ୟୁୟର୍କରେ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ହୋଇଥିଲା ଛୁରାମାଡ଼

କନକ ବ୍ୟୁରୋ : ଭେଣ୍ଟିଲେଟରରୁ ବାହାରିଲେ ସଲମାନ ରୁଶଦି । ନ୍ୟୁୟର୍କରେ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ଛୁରାମାଡ଼ ହୋଇଥିଲା ।  ସୂଚନା ଅନୁଯାୟୀ ଆୟୋଜକମାନେ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରି ନଥିଲେ । ସାହିତ୍ୟ ଉତ୍ସବରେ ଯୋଗଦେବା ପାଇଁ ଚୌତୌକ୍ବା ଇନଷ୍ଟିଚ୍ୟୁଟ ପ୍ରେକ୍ଷାଳୟ…
Read More...

ରାକେଶ ଝୁନଝୁନୱାଲାଙ୍କ ଦେହାନ୍ତ । ୬୨ ବର୍ଷ ବୟସରେ ଆଖି ବୁଜିଲେ ସେୟାର ବଜାରର ବିଗବୁଲ୍ ।

କନକ ବ୍ୟୁରୋ : ସେୟାର ବଜାରର ବିଗବୁଲ କୁହାଯାଉଥିବା ରାକେଶ ଝୁନଝୁନୱାଲାଙ୍କ ୬୨ ବର୍ଷ ବୟସରେ ପରଲୋକ । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଝୁନଝୁନୱାଲା । ଗତ କିଛି ଦିନ ପୂର୍ବରୁ ହିଁ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । କିନ୍ତୁ ବିଭିନ୍ନ…
Read More...

ଦୁର୍ଘଟଣାରେ ଶିବସଂଗ୍ରାମ ପାର୍ଟିର ପୂର୍ବତନ ବିଧାୟକ ମୃତ । ଅଙ୍ଗରକ୍ଷୀ, ଡ୍ରାଇଭର ମଧ୍ୟ ଗୁରୁତର

କନକ ବ୍ୟୁରୋ: କାର ଧକ୍କାରେ ପୂର୍ବତନ ବିଧାୟକଙ୍କ ମୃତ୍ୟୁ । ଶିବସଂଗ୍ରାମ ପାର୍ଟିର ପୂର୍ବତନ ବିଧାୟକ ବିନାୟକ ମେଟେ ତାଙ୍କ କାରରେ ବିଡରୁ ମୁମ୍ବାଇ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ…
Read More...

ଏବେ ବି ସଂକଟାପନ୍ନ ରହିଛି କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥା: କୌଣସି ଚିକିତ୍ସାକୁ ତାଙ୍କ ଶରୀର ଗ୍ରହଣ…

କନକ ବ୍ୟୁରୋ: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନାହିଁ । ଏନେଇ ଅଭିନେତାଙ୍କ ପରିବାର ତରଫରୁ ସ୍ପଷ୍ଟ କରାଯାଇଛି । ସେହିପରି ଚିକିତ୍ସା ର ରେସପଣ୍ଡ କରୁନଥିବା ନେଇ ହସ୍ପିଟାଲ ସୁତ୍ରରୁ କୁହାଯାଇଛି । ରାଜୁ ଶ୍ରୀବାସ୍ତବ ଗତ କିଛି ଦିନ…
Read More...

ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବାରୁ ୪ଜଣଙ୍କୁ ସରକାରୀ ଚାକିରୀରୁ ବରଖାସ୍ତ: ବିଟ୍ଟା କରାଟେର ପତ୍ନୀ ଏବଂ ସୟେଦ…

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ସଙ୍ଗଠନ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ । ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଆତଙ୍କବାଦ ବିରୋଧରେ ନେଇଛନ୍ତି ବଡ ନିଷ୍ପତି । ଆତଙ୍କୀ ଘଟଣା ସହ ଜଡିତ ଥିବାରୁ ବିଟ୍ଟା କରାଟେର ପତ୍ନୀ  ଏବଂ ସୟେଦ ସଲାହୁଦ୍ଦିନର ପୁଅ ସମେତ ଚାରି ଜମଙ୍କୁ…
Read More...

ଭାରତର ଚିନ୍ତା ବଢାଇଲା ଚାଇନାର ଗୁଇନ୍ଦା ଜାହଜ: ବାରଣ ସତ୍ୱେ ଚୀନ ଜାହଜକୁ କୂଳରେ ଲଗାଇବାକୁ ଅନୁମତି ଦେଲେ ଶ୍ରୀଲଙ୍କା…

କନକ ବ୍ୟୁରୋ: ଚାଇନାର ଗୁଇନ୍ଦା ଜାହଜକୁ ନିଜ ବନ୍ଦରରେ ପ୍ରବେଶ କରିବାକୁ ଅନୁମତି ଦେଇ ଦେଇଛି କଲମ୍ବୋ । ଶ୍ରୀଲଙ୍କା ସରକାର ଚୀନର ଗୁଇନ୍ଦା ଜାହଜ ‘ୟୁୱାନ ୱାନ-୫’କୁ ନିଜ ବନ୍ଦରରେ ପ୍ରବେଶ କରିବାକୁ ଅନୁମତି ଦେଇ ଦେଇଛି । ଭାରତର ପ୍ରତିରୋଧ ସତ୍ୱେ ଚୀନ ଜାହଜକୁ ଶ୍ରୀଲଙ୍କା କୂଳରେ ଲଗାଇବାକୁ…
Read More...

ବିବାଦୀୟ ଲେଖକ ସଲମାନ ରୁଶଦୀ: ନିଜ ଲେଖାକୁ ନେଇ ରହିଛନ୍ତି ଚର୍ଚ୍ଚାରେ, ପୋଲିସ ପ୍ରୋଟେକ୍ସନରେ କାଟୁଛନ୍ତି ଜୀବନ

କନକ ବ୍ୟୁରୋ: ‘ଆରମ୍ଭରୁ ହିଁ ମଣିଷ ଭୁଲକୁ ଠିକ୍ ଦର୍ଶାଇବା ପାଇଁ ଇଶ୍ୱରଙ୍କ ନାମକୁ ବ୍ୟବହାର କରିଛନ୍ତି ।’ ଏ କଥା ସଲମାନ ରୁଶଦୀ ନିଜ ୧୯୮୮ର ବହି ‘ସୈନେଟିକ ୱର୍ସେଜ୍’ରେ ଲେଖିଥିଲେ । ଏହି ବହିକୁ ନେଇ ଅନେକ ବିବାଦରେ ରହିଥିଲେ ସଲମାନ ରୁଶଦୀ । ପ୍ରଫେଟ୍ ମହମ୍ମଦଙ୍କୁ ଅସମ୍ମାନ କରିଥିବାର…
Read More...