Browsing Category

ନ୍ୟୁଜ୍

ରାସ୍ତାରୁ ଅଫୁଟା ବାଣ ଗୋଟାଇ ନିଆଁ ଲଗାଇବା ବେଳେ ବିସ୍ଫୋରଣ : ୩ ଗୁରୁତର, କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ

କନକ ବ୍ୟୁରୋ : ରାସ୍ତାରୁ ଅଫୁଟା ବାଣ ଗୋଟାଇ ନିଆଁ ଲଗାଇବା ବେଳେ ବିସ୍ଫୋରଣ । ୩ ଜଣ ନବାବାଳକ ଗୁରୁତର । ରାଜଧାନୀ ଉପକଣ୍ଠ ବାଲିପାଟଣାରେ ଏଭଳି ଏକ ଅଘଟଣ ଘଟିଛି । ଦୁଇ ଆହତଙ୍କ ବୟସ ୧୦ ଓ ୧୧ ବର୍ଷ ଭିତରେ ବୋଲି ଜଣାପଡିଛି । ଗାଁ ନିକଟରେ ଖେଳୁ ଥିବା ବେଳେ ଏକ ଅଫୁଟା ବାଣ ଗୋଟାଇ ଆଣିଥିଲେ…
Read More...

ପୋଲିସ ପଞ୍ଚାରେ ସାଇବର ଲୁଟେରା ଗ୍ୟାଙ୍ଗ : ବ୍ୟାଙ୍କ ମ୍ୟାନେଜର ସମେତ ୪ ଗିରଫ

କନକ ବ୍ୟୁରୋ : ପୋଲିସ ପଞ୍ଝାରେ ସାଇବର ଲୁଟେରା ଗ୍ୟାଙ୍ଗ । ଲୋଭନୀୟ ସ୍କିମ୍ ଦେଖାଇ ଫସାଇବା ପରେ ବିଟ୍ କଏନ ଜରିଆରେ କରୁଥିଲେ ଲୁଟ୍ । ହ୍ୱାଟସ୍ ଆପ୍ରେ ଲିଙ୍କ୍ ପଠାଇ ଘରେ ବସି ରୋଜଗାର କରିବାର ଲୋଭ ଦେଖାଉଥିଲେ । କିଛିଦିନ ଭଲ ରିଟର୍ଣ୍ଣ ମିଳିବା ପରେ ବିଟ୍ କଏନରେ ପୁଞ୍ଜି ନିବେଶ ପାଇଁ…
Read More...

ଡ୍ରେନ ପାଇପ ସନ୍ଧିରେ ପଶି ନାବାଳିକା ମୃତ୍ୟୁ ଘଟଣା : କଟକ ମହାନଗର ନିଗମର ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ

କନକ ବ୍ୟୁରୋ : କଟକ ବକ୍ସ ଡ୍ରେନ ପାଇପ ସନ୍ଧିରେ ପଶି ନାବାଳିକା ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ନଗର ଉନ୍ନୟନ ବିଭାଗ । ଏହି ମାମଲାରେ ସିଏମସିର ଦୁଇଜଣ ସହକାରୀ ଯନ୍ତ୍ରୀ ସଂଜୀବ କୁମାର ପ୍ରଧାନ ଓ ଦିଲ୍ଲୀପ କୁମାର ସାହୁଙ୍କୁ ସସପେଣ୍ଡ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଏହି…
Read More...

୩ ମାସ ହେବ ମିଳୁନି ସରକାରଙ୍କ ଚାଉଳ : ନହୁଣି ପଞ୍ଚାୟତରେ ଅନେକ ହିତାଧିକାରୀ ଚାଉଳ ନପାଇ ଜାହିର କଲେ ଅସନ୍ତୋଷ,…

କନକ ବ୍ୟୁରୋ : ସରକାରଙ୍କ ମାଗଣା ଚାଉଳ ପାଉ ନାହାନ୍ତି ହିତାଧିକାରୀ । ତିନି ମାସ ହେବ ପାଇନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଏହାପରେ ଧାରଣା ଦେଇଛନ୍ତି । କେନ୍ଦ୍ରାପଡା ରାଜକନିକା ବ୍ଲକ ଅନ୍ତର୍ଗତ ନହୁଣି ପଞ୍ଚାୟତ ଉପାନ୍ତ ପଙ୍କି ଗାଁର ବହୁ ହିତାଧିକାରୀ ସରକାରଙ୍କ ମାଗଣା ଚାଉଳ ପାଇ…
Read More...

ବିଦ୍ୟୁତ କାଟକୁ ଶକ୍ତିମନ୍ତ୍ରୀଙ୍କ ଖଣ୍ଡନ : କହିଲେ ବିଦ୍ୟୁତ୍ କାଟ ହେଉନି, ହେଉଛି ପାୱାର ଟ୍ରିପ୍

କନକ ବ୍ୟୁରୋ : ବିଦ୍ୟୁତ କାଟ୍ ହେଉନି ବରଂ ପାୱାର ଟ୍ରିପ ହେଉଛି । ପୁଣିଥରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ବିଦ୍ୟୁତ କାଟକୁ ନେଇ ସାରା ରାଜ୍ୟରେ ଦେଖା ଦେଇଥିବା ଅସନ୍ତୋଷ ବାବଦରେ ନିଜର ପୁରୁଣା କଥା ଦୋହରାଇଛନ୍ତି । କିନ୍ତୁ ଦୁର୍ବଳ ଭିତ୍ତିଭୂମି ଥିବା କଥାକୁ ଶକ୍ତିମନ୍ତ୍ରୀ ସ୍ୱୀକାର…
Read More...

ପରୀକ୍ଷାରେ କମ୍ ନମ୍ବର ରହିବାରୁ ଛାତରୁ ଡେଇଁଲେ ଛାତ୍ରୀ : ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କନକ ବ୍ୟୁରୋ : ଯୁକ୍ତ ୨ପରୀକ୍ଷା ଫଳ ପ୍ରକାଶ ହେବାର ମାତ୍ର କେଇ ଘଣ୍ଟା ପରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଜଣେ ନଈକୁ ଡେଇଁ ଓ ଅନ୍ୟ ଜଣେ ଛାତ୍ରୀ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି । କେନ୍ଦ୍ରାପଡା ଓ ବାଲେଶଶ୍ୱରରୁ ଆସିଛି ଏହି ଅଭାବନୀୟ ଖବର । ପଟାମୁଣ୍ଡାଇ ଆଳି ଅଞ୍ଚଳର ପ୍ଲସଟୁ…
Read More...

ଯୁକ୍ତ ୨ ପରୀକ୍ଷା ଫଳରେ ପୁଅଙ୍କୁ ପଛରେ ପକାଇଲେ ଝିଅ : ଗତବର୍ଷଠାରୁ ଏଥର କମିଲା ପାସ୍ ହାର୍; କର୍ତ୍ତୃପକ୍ଷ କହିଲେ ୩ଟି…

କନକ ବ୍ୟୁରୋ : କମିଲା +୨ ପାସ୍ ହାର, କମିଲେ ମେଧାବୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି । ୨୦୨୨ ତୁଳନାରେ ଏଥର ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ପାସ୍ହାର ଯଥାକ୍ରମେ ୧୦.୨୨% ଓ ୧୩.୮୪% ହ୍ରାସ ପାଇଛି ।…
Read More...

ନ୍ୟାୟ ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କଲେ ରାଷ୍ଟ୍ରପତି : କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଆବଶ୍ୟକ ସୁବିଧା ସୁଯୋଗ…

କନକ ବ୍ୟୁରୋ : ନ୍ୟାୟ ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ । କୋର୍ଟ ଯେଉଁ ରାୟ ଦେଉଛନ୍ତି ତାହା ସଠିକ ଭାବେ ପାଳନ ହେଉନଥିବା ହୃଦବୋଧ କରିଛନ୍ତି ମହାମହିମ । ଅବସର ଥିଲା ଝାଡଖଣ୍ଡ ହାଇକୋର୍ଟର ନୂଆ କୋଠାର ପ୍ରତିଷ୍ଠା ଦିବସ । ମେ ୨୪ରେ ଏକାଠି ହୋଇଥିଲେ…
Read More...

୨୦୨୨-୨୩ରେ ଦେଶର ଅଭିବୃଦ୍ଧି ହାର ୭.୨% : ଫେଲ୍ ମାରିଲା ବିଶ୍ୱର ପ୍ରମୁଖ ରେଟିଂ ସଂସ୍ଥାର ପୂର୍ବାନୁମାନ; ବିଶ୍ୱରେ…

କନକ ବ୍ୟୁରୋ : ୨୦୨୨-୨୩ରେ ଭାରତର ଅଭିବୃଦ୍ଧି ହାର ବା ଜିଡିପି ୭.୨ ପ୍ରତିଶତ ରହିଛି । ବୁଧବାର କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ତଥ୍ୟ ପ୍ରକାଶ କରିଛି । ଏହି ଅଭିବୃଦ୍ଧି ସହ ଭାରତୀୟ ଅର୍ଥନୀତି ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିରେ ପରିଣତ ହୋଇଛି…
Read More...

ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ, ରୟାଲ କଲେଜର ଶତ ପ୍ରତିଶତ ଫଳାଫଳ

କନକ ବ୍ୟୁରୋ: ସଦ୍ୟ ପ୍ରକାଶିତ ଯୁକ୍ତ୨ ପରୀକ୍ଷାରେ ରୟାଲ କଲେଜର ଛାତ୍ରଛାତ୍ରୀ ଶତ ପ୍ରତିଶତ ଫଳାଫଳ ରଖି ସଫଳତା ହାସଲ କରିଛନ୍ତି । ବିଜ୍ଞାନରେ ମୋଟ ୯୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୪୮ ଜଣ, ଦ୍ବିତୀୟ ଶ୍ରେଣୀରେ ୪୦ ଜଣ ଏବଂ ତୃତୀୟ ଶ୍ରେଣୀରେ ୪ ଜଣ ଛାତ୍ରଛାତ୍ରୀ…
Read More...