Browsing Category

ନ୍ୟୁଜ୍

୧୦ ଦିନ ପରେ ପୁନଃମିଳନ । ଆସାମରୁ ଆସି ପୁଅକୁ ଭେଟିଲେ ବାପା । ଟ୍ରେନ ଦୁର୍ଘଟଣାରେ ଗୁରୁତର ହୋଇ ଏମସରେ ଭର୍ତି ହୋଇଥିଲେ…

କନକ ବ୍ୟୁରୋ: ୧୦ ଦିନ ପରେ ବାପା-ପୁଅଙ୍କ ପୁନଃମିଳନ ହୋଇଛି । ଆସାମରୁ ଆସି ପୁଅକୁ ଭେଟିଛନ୍ତି ବାପା । ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ୱର ଏମସରେ ଭର୍ତି ହୋଇଥିଲେ ପୁଅ । ଟିଭି ଦେଖି ଦୁର୍ଘଟଣା ସମ୍ପର୍କରେ କେହି ଜଣେ ସୂଚନା ଦେବାରୁ ପରିବାର ଲୋକେ ଟ୍ରେନ ଦୁର୍ଘଟଣା ସମ୍ପର୍କରେ ଜାଣିଥିଲେ…
Read More...

ନୃତ୍ୟଗୁରୁଙ୍କ ମୃତ୍ୟୁ କାହାଣୀ । ଦୀପ ପ୍ରଜ୍ୱଳନ ପରେ ମଞ୍ଚ ଉପରେ ଟଳି ପଡିଥିଲେ ଭାରତନାଟ୍ୟମ ଗୁରୁ ଶ୍ରୀଗଣେଶନ୍ ।

କନକ ବ୍ୟୁରୋ: ଗୀତ ଗୋବିନ୍ଦର ତାଳେ ତାଳେ ମଞ୍ଚରେ ଚାଲିଥାଏ ଭରତନାଟ୍ୟମ । ମଞ୍ଚରେ ପ୍ରଦର୍ଶନ କରୁଥାନ୍ତି, ମାଲେସିଆର ଭରତନାଟ୍ୟମ ନୃତ୍ୟଗୁରୁ ଗଣେଶନ ମୁନୁସ୍ୱାମୀ । ହେଲେ କିଏ ଜାଣିଥିଲା ଏହି ମଞ୍ଚ ତାଙ୍କ ଜୀବନର ଶେଷ ମଞ୍ଚ ହୋଇଯିବ । ନୃତ୍ୟ ସାରି ଅନ୍ୟ ଅତିଥିଙ୍କ ସହ ଦୀପ ପ୍ରଜ୍ୱଳନ କଲେ ।…
Read More...

କୋରାପୁଟ ଜିଲ୍ଳା କଂଗ୍ରେସ ସଭାପତି ପଦରୁ ହଟିବା ପରେ ସାଂସଦଙ୍କୁ କଟାକ୍ଷ କଲେ ମୀନାକ୍ଷୀ ବାହିନୀପତି । ପ୍ରଶ୍ନ ଉଠାଇଲେ…

କନକ ବ୍ୟୁରୋ: କଂଗ୍ରେସକୁ ଫେରିଛି ପୁରୁଣା ରୋଗ । ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ନେତ୍ରୀ ଓ ସାଂସଦ । କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ମୀନାକ୍ଷୀ ବାହିନୀପତିଙ୍କୁ ହଟାଇ ଦେବା ପରେ ବେଶ ଆକ୍ରାମକ ହୋଇପଡିଛନ୍ତି ମୀନାକ୍ଷୀ । ସିଧା ସାଂସଦଙ୍କୁ ଟାର୍ଗେଟ କରି ଦିଲ୍ଲୀର ଲଡୁ ଖାଉଥିବା…
Read More...

ମଣିପୁର ହିଂସାକୁ ନେଇ ଆକ୍ସନରେ ଗୃହମନ୍ତ୍ରୀ ଅମିତ ଶାହା । ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳଙ୍କୁ ନେଇ ଗଠନ କଲେ ଶାନ୍ତି…

କନକ ବ୍ୟୁରୋ : ଦିନ ଯେତିକି ବଢୁଛି ମମଣିପୁରରେ ସେତିକ ହିଂସା ବଢୁଛି । ସ୍ଥିତି ଏବେ ଅଧିକ ସଂଗୀନ ହେବାରେ ଲାଗିଛି । ଦୁଇ ସାମ୍ପ୍ରଦାୟୀକ ସଂଘର୍ଷ ଭିତରେ ଉଗ୍ରବାଦୀଙ୍କ ତାଣ୍ଡବ ସ୍ଥିତିକୁ ଅଧିକ ବିଗାଡିବାରେ ଲାଗିଛି । ଏହି ସବୁ ଭିତରେ ଛାତି ଫଟାଇ କାନ୍ଦୁଛି ମଣିପୁର । ବଳି ପଡୁଛି ନୀରିହ…
Read More...

ରୋହିତ ପୂଜାରୀଙ୍କୁ ନେଇ ତେଜିଲା ରାଜନୀତି । ସଚିବଙ୍କୁ କଂଗ୍ରେସର ଟାର୍ଗେଟ, ସରକାରଙ୍କୁ ଘେରିଲା ବିଜେପି । ଦୁର୍ନୀତିର…

କନକ ବ୍ୟୁରୋ: ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ରୋହିତ ପୂଜାରୀଙ୍କୁ ହଟାଇ ଦେବା ପରେ ଜୋର ଧରିଛି ରାଜନୀତି । ବିଭାଗରେ ସ୍ୱଚ୍ଛତା ପାଇଁ ସରକାର ଏଭଳି ପଦକ୍ଷେପ ନେଇଥିବା କହୁଥିବା ବେଳେ ପ୍ରଶ୍ନ କରିଛନ୍ତି ବିରୋଧୀ । ମନ୍ତ୍ରୀ ଓ ସଚିବ ଦୁର୍ନୀତି କରୁଥିଲେ କି ବୋଲି ପ୍ରଶ୍ନ କରିଛି ବିଜେପି । ଯଦି…
Read More...

ବାହାନଗା ସ୍କୁଲରେ ଚାଲିଲା ବୁଲଡୋଜର । ଟ୍ରେନ ଦୁର୍ଘଟଣାକୁ ଆସନ୍ତାକାଲି ପୁରୁଛି ୧୦ ଦିନ । ମୃତ ଯାତ୍ରୀଙ୍କ ଆତ୍ମାର…

କନକ ବ୍ୟୁରୋ: ବାହାନଗା ହାଇସ୍କୁଲରେ ଚାଲିଛି ବୁଲଡୋଜର । ସ୍ଥାନୀୟ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ସ୍କୁଲର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେଇଛି ପ୍ରଶାସନ । ସ୍କୁଲ କୋଠରୀରେ ଶବ ରଖାଯାଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭିତରେ ଭୟ ରହିଛି । କିନ୍ତୁ ଦୁର୍ଘଟଣାର ସେହି କାଳରାତିକୁ ଭୁଲି…
Read More...

ବିପର୍ଯ୍ୟୟ ଆଣିପାରେ ବିପତି ! ଘଣ୍ଟାପ୍ରତିି ୩କିଲୋମିଟର ବେଗରେ ସ୍ଥଳଭାଗ ମୁର୍ହାଁ ହେଉଛି ଅତି ଭୀଷଣ ସାମୁଦ୍ରିକ ଝଡ଼…

କନକ ବ୍ୟୁରୋ : ବିପର୍ଯ୍ୟୟ ଆଣିପାରେ ବିପତି । ଅତି ଭୀଷଣ ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ମଧ୍ୟ ପୂର୍ବ ଆରବ ସାଗରେ ବର୍ତମାନ ଘଂଟାପ୍ରତି ୩କିଲୋମିଟ ବେଗରେ ସ୍ଥଳଭାବ ମୁର୍ହାଁ ହେଉଛି । ଏହା ବର୍ତମାନ ଉତର ଦିଗରେ ଗତି କରୁଛି । ଗୋଆଠାରୁ ପଶ୍ଚିମ ଓ ଉତର-ପଶ୍ଚିମରେ ୭ଶହ କିଲୋମିଟ ଏବଂ ମୁମ୍ବାଇଠାରୁ…
Read More...

ଜଳୁଛି ପଶ୍ଚିମ ଓଡିଶା, ଉପକୂଳରେ ଗୁଳୁଗୁଳି । ସକାଳୁ ସକାଳୁ ଅନୁଭୂତ ହେଉଛି ପ୍ରବଳ ଗରମ । ଏପଟେ ପ୍ରଶାନ୍ତ ମହାସାଗରକୁ…

କନକ ବ୍ୟୁରୋ: ସମସ୍ତଙ୍କୁ ଚକିତ କରି ଦେଲା ଭଳି ଥିଲା ଆଜି ଦିନର ତାପାମତ୍ରା । ସକାଳୁ ସକାଳୁ ଟ୍ୱିଟ କରି ରାଜଧାନୀର ତାପାମାତ୍ରା ବାବଦରେ ସୂଚନା ଦେଇଥିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଜାଣିଲେ ଆଶ୍ଚର୍ଯ୍ୟ ହେବେ ସକାଳ ୫ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ଥିଲା ୩୦.୨ଡିଗ୍ରୀ ସେଲସିୟସ ।…
Read More...

ବିନା ସୂଚନାରେ କଟୁଛି ବିଜୁଳି, ହନ୍ତସନ୍ତ ହେଉଛନ୍ତି ଲୋକ । ବିଦ୍ୟୁତ କାଟକୁ ନେଇ ପାଠ ପଢ଼ାଇଲେ ମନ୍ତ୍ରୀ ପ୍ରତାପ ଦେବ ।…

କନକ ବ୍ୟୁରୋ: ସାରା ରାଜ୍ୟରେ ଘନଘନ ବିଦ୍ୟୁତ କାଟ୍ ହେଉଛି । କୌଣସି ପୂର୍ବ ସୂଚନା ନଥାଇ ଘଣ୍ଟା ଘଣ୍ଟା ବିଜୁଳି କାଟି ଦିଆଯାଉଛି । ଅସହ୍ୟ ଗରମ ଓ ଗୁଳୁଗୁଳି ଭିତରେ ଅଘୋଷିତ ବିଜୁଳି କାଟ୍, ସାଧାରଣ ଲୋକଙ୍କ ସମସ୍ୟା ବଢାଇ ଦେଇଛି । ଗୁରୁବାର କାଳବୈଶାଖୀ ଝଡ଼ ପରେ ରାଜ୍ୟ ରାଜଧାନୀରେ ସାଢେ ତିନି…
Read More...

ପୃଥିବୀ ପାଇଁ ରବିବାର ବଡ ବିପଦ ! ପୃଥିବୀ ନିକଟ ଦେଇ ଗତି କରିବ ବୁର୍ଜ ଖଲିଫା ଆକାରର ଏକ ଉଲକାପିଣ୍ଡ

କନକ ବ୍ୟୁରୋ : ମହାକାଶରୁ ପୃଥିବୀ ଆଡକୁ ଏକ ଭୟାନକ ଉଲକାପିଣ୍ଡ ମାଡିଆସୁଛି । ଏହି ଉଲକାପିଣ୍ଡ ରବିବାର ଅର୍ଥାତ ଜୁନ ୧୧ ତାରିଖ କୌଣସି ସମୟରେ ଭାରତ ନିକଟ ଦେଇ ଗତି କରିବ । ଏହାକୁ ବିପଦ ବୋଲି ଏଥିପାଇଁ କୁହାଯାଉଛି କି ଏହି ଉଲକାପିଣ୍ଡର ଆକାର ବୁର୍ଜ  ଖଲିଫାର ଆକାର ସହ ସମାନ । ଏହି…
Read More...