Browsing Category

ନ୍ୟୁଜ୍

ରଖିଲେ ହରି ମାରେ କିଏ? ଦୁର୍ଘଟଣାର ୪୦ ଦିନ ପରେ ଆମାଜନ୍‌ ଜଙ୍ଗଲରୁ ଜୀବନ୍ତ ଉଦ୍ଧାର ହେଲେ ବିମାନ ଦୁର୍ଘଟଣାରୁ…

କନକ ବ୍ୟୁରୋ: କଥାରେ ଅଛି ରଖିଲେ ହରି ମାରେ କିଏ । ଏହାର ଆଉ ଏକ ପ୍ରମାଣ ମିଳିଛି ବିଶ୍ୱର ସୁବଠାରୁ ବଡ ଓ ଘଞ୍ଚ ଆମାଜନ୍ ଜଙ୍ଗଲରୁ । ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ୪ଜଣ ପିଲାଙ୍କୁ ପ୍ରାୟ ୪୦ ଦିନର ବ୍ୟାପକ ତଲାସ ଅଭିଯାନ ପରେ ଆମାଜନ୍‌ ଘନ ଜଙ୍ଗଲରୁ ଜୀବନ୍ତ ଉଦ୍ଧାର କରାଯାଇଥିବା କଥା…
Read More...

ବିବାହକୁ ମାତ୍ର ୧୨ଦିନ, ନବବଧୂଙ୍କୁ ହତ୍ୟା ! ସ୍ୱାମୀ ବିଶ୍ୱଜିତ ପଣ୍ଡା ଥାନାରେ ଅଟକ

କନକ ବ୍ୟୁରୋ : ବିବାହକୁ ବିତିଛି ମାତ୍ର ୧୨ଦିନ । ହାତରୁ ମେହେନ୍ଦୀ ଛାଡିନି କି ପାଦରୁ ଅଳତା ଲିିଭିନି, ହେଲେ ଲିଭିଯାଇଛି ଜୀବନ ଦୀପ । ସାତଜନ୍ମ ପାଇଁ ସାଥି ଭାବିଥିବା ପତି ନେଇଯାଇଛି ଜୀବନ । ଏମିତି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ପଞ୍ଚାୟତ ଖଜୁରିପଡା ଗାଁରୁ । ବିଶ୍ୱଜିତ…
Read More...

ଚିକିତ୍ସାଧୀନ ଅବସ୍ଥାରେ ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳର ମୃତ୍ୟୁ : ଗତ ୭ ତାରିଖରେ ସାମନ୍ତରାପୁର ଠେଙ୍ଗାହାଟ ଛକରେ…

କନକ ବ୍ୟୁରୋ : ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଗୁଳିମାଡରେ ଆହତ ହେବା ପରେ ଭୁବନେଶ୍ୱରର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ଗତ ୭ ତାରିଖ ରାତିରେ ସାମନ୍ତରାପୁର ଠେଙ୍ଗାହାଟ ଛକରେ ଠିଆ ହୋଇଥିବା ବେଳେ ଏକ ପିକଅପ୍ ଭ୍ୟାନରେ ଦୁର୍ବୃତ୍ତ…
Read More...

୨ହଜାର ଟଙ୍କିଆ ନୋଟ୍ ବଦଳାଇଲେ ବଣ୍ଡା । ଟଙ୍କା ବଦଳ ପାଇଁ ମହିଳାଙ୍କ ପାଖରେ ପହଞ୍ଚିଲା ବ୍ୟାଙ୍କ

କନକ ବ୍ୟୁରୋ: ୨ହଜାର ଟଙ୍କିଆ ନୋଟ୍ ବଦଳାଇଲେ ବଣ୍ଡା । ଆଦିମ ଶ୍ରେଣୀ ବଣ୍ଡା ଜନଜାତିଙ୍କ ନୋଟ୍ ବଦଳାଇବା ପାଇଁ ସେମାନଙ୍କ ପାଖରେ ପହଂଚିଛି ବ୍ୟାଙ୍କ । ବଣ୍ଡା ଜନଜାତିର ମହିଳାମାନେ ପରିବାର ପ୍ରତିପୋଷଣ ପାଇଁ କାମଧନ୍ଧା କରି ଅର୍ଥ ସଂଚୟ କରିଥାନ୍ତି । ଏହି ଅର୍ଥକୁ ସେମାନେ ବାଉଁଶରେ ନିର୍ମିତ…
Read More...

ସାମ୍ନାକୁ ଆସିଲା ଲଙ୍କା ଚୋରି ମାମଲାର କାହାଣୀ : ଲୁଟ୍ କରିଥିବା ଠକ ପ୍ରଶାନ୍ତ ସାହୁ ଓ ଡ୍ରାଇଭର ଫେରାର; ଉଦ୍ଧାର…

କନକ ବ୍ୟୁରୋ : ମଧ୍ୟପ୍ରଦେଶରୁ ଲୁଟ ଲଙ୍କା ଓଡିଶାରେ ଧରାପଡିଲା । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାର ବନମାଳୀପୁରରୁ ଧରାପଡିଲା ୮ ଟନ୍ ଲଙ୍କା । ୨ଟି ଗୋଦାମରେ ଚଢାଉ କରି ୮ ଟନ୍ ଲଙ୍କା ଜବତ କରିଛି ପୁଲିସ । ତେବେ ଅପହରଣର ନାଟକ କରି ଲଙ୍କା ଲୁଟ କରିଥିବା ଠକ ପ୍ରଶାନ୍ତ ସାହୁ ଓରଫ ମନୁ ଏବଂ…
Read More...

ସନ୍ଦେହ ନେଲା ଶିଶୁପୁତ୍ର ଜୀବନ ! ମା’ ଅନ୍ୟ ପୁରୁଷ ସହ ପଳାଇଥିବା ଭାବି ହତ୍ୟା କରି ଟାଙ୍ଗି ଦେଲା ପିଶାଚ ବାପା

କନକ ବ୍ୟୁରୋ : ଶିଶୁପୁତ୍ରକୁ ମାରି ଟାଙ୍ଗି ଦେଲା ପିଶାଚ ବାପା । ପାରିବାରିକ କଳହ ଯୋଗୁଁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ରାଉରକେଲା ଶୀତଳପଡ଼ା ଅଞ୍ଚଳରେ । ପାରିପାରିକ କଳହ ଯୋଗୁଁ ପତ୍ନୀ ଘର ଛାଡି ପଳାଇଥିଲେ । ପତ୍ନୀଙ୍କ ଉପରେ ଥିବା ରାଗ ପାଇଁ ପୁଅକୁ ହତ୍ୟା କରିଥିବା…
Read More...

ଗୁଳୁଗୁଳିରେ ଛଟପଟ ସାରାରାଜ୍ୟ : ଆଜି ୯ ଜିଲ୍ଲାରେ ଅନୁଭୂତ ହୋଇପାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ

କନକ ବ୍ୟୁରୋ : ନାକେଦମ କରୁଛି ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ସକାଳ ସାଢ଼େ ୫ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୩୦ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ରାଜଧାନୀରେ ଆର୍ଦ୍ରତା ରହିଛି ୯୬ ପ୍ରତିଶତ । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯…
Read More...

୧୦ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ । ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ବାଦ୍ ପଡିଲେ ମିନାକ୍ଷୀ…

କନକ ବ୍ୟୁରୋ: ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ଏଆଇସିସି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଛି । କନ୍ଦଳ ଭିତରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ବାଦ୍ ପଡିଛନ୍ତି ମିନାକ୍ଷୀ ବାହିନୀପତି । ମିନାକ୍ଷୀଙ୍କୁ ହଟାଇ ତାଙ୍କ ସ୍ଥାନରେ…
Read More...

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ : ପଶ୍ଚିମବଙ୍ଗରୁ ବାଲେଶ୍ୱର ଆସୁଥିଲା ଟ୍ରେନ୍

କନକ ବ୍ୟୁରୋ : କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ନିଆଁ । ପଶ୍ଚିମବଙ୍ଗରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ଦୁଇଦିନ ଧରି ବାଲେଶ୍ୱର ରୁପ୍ସା ଷ୍ଟେସନରେ ଛିଡା ହୋଇଥିଲା । ଆଜି ସକାଳେ ଏହି ଟ୍ରେନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ନିଆଁ ଲାଗିଥିବା ଅନୁମାନ…
Read More...

ଅଣସରରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତନୀତି । ଆଜିଠୁ ଆରମ୍ଭ ହେବ ଠାକୁରଙ୍କ ଓଷ ଲାଗି, ସୁସ୍ଥ ହେବେ ଶ୍ରୀବିଗ୍ରହ

କନକ ବ୍ୟୁରୋ: ଚାଲିଛି ବିଶ୍ୱ ନିଅନ୍ତାଙ୍କ ଅଣସର ସେବା । ଶ୍ରୀଅଙ୍ଗ ସେବକ ଭାବେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ମନପ୍ରାଣ ଦେଇ ଲାଗିପଡ଼ିଛନ୍ତି ଦଇତପତି ସେବକ । ଗତକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି କରାଯାଇଥିଲା । ଆଜି ହେଉଛି ଅଣସରର ଷଷ୍ଠୀ ତିଥି ।…
Read More...