Browsing Category

ନ୍ୟୁଜ୍

ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ରାଜନୀତି ସରଗରମ, ସୁପ୍ରିୟା ସୁଲେ ଓ ପ୍ରଫୁଲ୍ଲ ପଟେଲ ହେଲେ ଏନସିପିର…

କନକ ବ୍ୟୁରୋ : କିଛିଦିନର ବିରତି ପରେ ପୁଣିଥରେ ଏନସିପିକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି । ଶରଦ ପାୱାର ଏନସିପି ଅଧ୍ୟକ୍ଷ ପଦ ଛାଡିବା ନେଇ ଚାଲିଥିବା ଚର୍ଚ୍ଚା ଟିକେ ଥମିବା ପରେ ଏବେ ପ୍ରଫୁଲ୍ଲ ପଟେଲ ଓ ସୁପ୍ରିୟା ସୁଲେଙ୍କୁ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି…
Read More...

ଅଘୋଷିତ ବିଦ୍ୟୁତ କାଟକୁ ନେଇ ମନ୍ତ୍ରୀଙ୍କ ଅଜବ ଯୁକ୍ତି : କହିଲେ, କେଉଁଠି ହେଉନି ପାୱାର କଟ୍; ପବନ ବହିଲେ ବିଜୁଳି…

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରୁ ଅଘୋଷିତ ବିଜୁଳି କାଟ ଖବର ଆସୁଛି । ରାଜଧାନୀ ଭୁବନେଶ୍ୱରରେ ବି ଘଣ୍ଟା ଘଣ୍ଟା ବିଜୁଳି କଟୁଛି । କିନ୍ତୁ ଆଜି ପାୱାରକଟକୁ ନେଇ ଅଜବ ଯୁକ୍ତି, ରଖିଛନ୍ତି ଶକ୍ତି ମନ୍ତ୍ର ପ୍ରତାପ ଦେବ । କହିଛନ୍ତି, ପାୱାରକଟ୍ କେଉଁଠି ହେଉନି । ବାରମ୍ବାର…
Read More...

ୟୁଟ୍ୟୁବରୁ ଦେଖି ଶିଖିଲେ । ଦୁଇ ଭାଇ ବନିଗଲେ ସ୍କେଚ୍ ,ସ୍କ୍ରାବଲିଂ ଆର୍ଟିଷ୍ଟ

କନକ ବ୍ୟୁରୋ: ଆଜିକାଲି ଯୁବବର୍ଗ ହେଉ କି ଶିଶୁ ମୋବାଇଲ ଯୋଗୁଁ ବିପଥଗାମୀ ହେଉଥିବାବେଳେ ଆଉ କିଛି ଏହାକୁ ଗୁରୁ କରିନେଇଛନ୍ତି । ଏଇ ଯେମିତି ଅମ୍ଳାନ ଗୌରବ ଓ ଆୟୁଷ ଦୁଇ ଭାଇ । ୟୁଟ୍ୟୁବରୁ ଶିଖି ଶିଖି ଦୁଇ ଭାଇ ଏବେ ଚିତ୍ରକଳାରେ ଧୂରୀଣ । ୟୁଟ୍ୟୁବରୁ ପ୍ର୍ରଶିକ୍ଷଣ ପାଇ ଦୁହେଁ ସ୍କେଚ୍ ଆର୍ଟ…
Read More...

ଟ୍ରେନରେ ସାମଗ୍ରୀ ଚୋରି ହେଲେ ହୁଅନ୍ତୁ ନାହିଁ ବ୍ୟସ୍ତ । ଏହି ଉପାୟରେ କରନ୍ତୁ ଆବେଦନ, ରେଳ ବିଭାଗ ଦେବ କ୍ଷତିପୂରଣ

କନକ ବ୍ୟୁରୋ : ରେଲୱେକୁ ଆମ ଦେଶର ଜୀବନରେଖା କୁହାଯାଏ । ପ୍ରତିଦିନ ହଜାର ହଜାର ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି । କୌଣସି ଦୂର ଜାଗାକୁ ଯାତ୍ରା କଲା ବେଳେ ଆମେ ସବୁ ବେଳେ ଟ୍ରେନକୁ ହିଁ ବାଛିଥାଉ । କାରଣ ଶୀଘ୍ର ଓ ସୁବିଧାରେ ଟ୍ରେନ ଆମକୁ ଆମ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଦେଇଥାଏ । ଏହାସହ…
Read More...

ମା’ମାନଙ୍କ ପ୍ରଶଂସା ସହିପାରୁନି ରାଜ୍ୟ ବିଜେପି । କଡା ସମାଲୋଚନା କଲା ବିଜେଡି

କନକ ବ୍ୟୁରୋ : ମିଶନ ଶକ୍ତି ମହିଳା ସଦସ୍ୟଙ୍କୁ ବାରମ୍ବାର ଅପମାନିତ କରୁଛନ୍ତି ବିଜେପି ନେତା । ସାଧାରଣ ମହିଳାଙ୍କୁ ବି ଟାର୍ଗେଟ୍ କରୁଛନ୍ତି । ମହିଳାଙ୍କ ପ୍ରଶଂସା ସହିପାରୁନି ରାଜ୍ୟ ବିଜେପି ବୋଲି ଅଭିଯୋଗ ଆଣି ବିଜେପିକୁ ନିନ୍ଦା କରିଛି ବିଜେଡି । ପ୍ରେସମିଟ୍ କରି ବିଜେଡି ମୁଖପାତ୍ର…
Read More...

ଜଳୁଛି ପଶ୍ଚିମ ଓଡି଼ଶା, ଉପକୂଳରେ ଗୁଳୁଗୁଳି : ଦିନ ୧୧ଟା ୩୦ ସୁଦ୍ଧାର ରାଜ୍ୟର କେଉଁ ସହରରେ ତାପମାତ୍ରା କେତେ ?

କନକ ବ୍ୟୁରୋ : ସାରା ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି । ପଶ୍ଚିମରେ ତାତି ସାଙ୍ଗକୁ ଉପକୂଳରେ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି । ଦିନ ୧୧ଟା ୩୦ ସୁଦ୍ଧା ପ୍ରଚଣ୍ଡ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା । ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨ ଦଶମିକ ୨ ଡିଗ୍ରୀ ରେକର୍ଡ…
Read More...

ମୀନାକ୍ଷୀଙ୍କ ପଦ ଗଲା, ସୁର ଉଠାଇଲେ ପ୍ରଶ୍ନ : କହିଲେ, ଠିକ୍ କରିନି ଏଆଇସିସି, ପୁନଃ ଥଇଥାନ ପାଇଁ ଲେଖିବେ ଚିଠି

କନକ ବ୍ୟୁରୋ : ଗତକାଲି ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ଏଆଇସିସି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ତେବେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ବାଦ୍ ପଡିଛନ୍ତି ମିନାକ୍ଷୀ ବାହିନୀପତି । ମିନାକ୍ଷୀଙ୍କୁ ହଟାଇ ତାଙ୍କ ସ୍ଥାନରେ…
Read More...

ଅତିରିକ୍ତ ଦାୟିତ୍ୱ ମିଳିବା ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ପ୍ରତିକ୍ରିୟା : କହିଲେ, ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ…

କନକ ବୁୟରୋ : ମନ୍ତ୍ରିମଣ୍ଡଳରୁ ରୋହିତ୍ ପୂଜାରୀ ବିଦାୟ ହେବା ଓ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଆଉ ଏହି ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ଅତନୁ ସବ୍ୟସାଚୀ । କହିଛନ୍ତି, ମୁଖ୍ୟମନ୍ତ୍ରୀ…
Read More...

ମୁହଁ ଖୋଲିଲେ ଦୁର୍ଘଟଣାଗ୍ରସ୍ତ ଟ୍ରେନର ଲୋକୋ ପାଇଲଟଙ୍କ ବାପା : କହିଲେ, ପୁଅର ରହିଛି ବହୁ ଦିନର ଟ୍ରେନ୍ ଚଳାଇବାର…

କନକ ବ୍ୟୁରୋ : ବାହାନଗା ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ଗୁଣନିଧି ମହାନ୍ତି, ବାପା ବିଷ୍ଣୁ ଚରଣ ମହାନ୍ତି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । କହିଛନ୍ତି, ତାଙ୍କ ପୁଅ କେବେ ଭୁଲ କରିପାରିବନି । ତାର ଅନେକ ଅଭିଜ୍ଞତା ରହିଛି । ଦୀର୍ଘ ବର୍ଷ ହେଲା ଟ୍ରେନ୍ ଚଳାଇ ଆସୁଛି…
Read More...

ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାର ଦାୟୀ । ଚଢା ଦରରେ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ : ମନ୍ତ୍ରୀ 

କନକ ବ୍ୟୁରୋ : ଦେଶରେ ବଢିଚାଲିଥିବା ଦର ଦାମ୍ । ଡାଲିଠୁ ଆରମ୍ଭ କରି ଖାଇବା ତେଲ ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବଢିବାରେ ଲାଗିଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦରଦାମ ବୃଦ୍ଧି ଯେଉଁ ହୁହୁ ହୋଇ ବଢୁଛି…
Read More...