Browsing Category

ନ୍ୟୁଜ୍

ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ରେଳ ପୂଜା : ଜଗନ୍ନାଥ ସୁରକ୍ଷା ମଞ୍ଚ ପକ୍ଷରୁ ପୁରୀରେ ଟ୍ରେନ୍ ପୂଜାର୍ଚ୍ଚନା

କନକ ବ୍ୟୁରୋ : ପୁରୀ ଷ୍ଟେସନରେ ଚାଲିଛି ପୂଜାର୍ଚ୍ଚନା । ଦୁର୍ଘଟଣାରୁ ରକ୍ଷା ପାଇବାପାଇଁ ପୁରୀ ରେଳ ଷ୍ଟେସନରେ ଟ୍ରେନ୍ ପୂଜା କରାଯାଉଛି । ଜଗନ୍ନାଥ ସୁରକ୍ଷା ମଞ୍ଚ ପକ୍ଷରୁ ଟ୍ରେନ୍ ସମ୍ମୁଖରେ ଧୂପ ଦୀପ ଜାଳି ପୂଜାର୍ଚ୍ଚନା କରାଯାଇଛି । ରେଳ ଦୁର୍ଘଟଣା ଯୋଗୁଁ ଲୋକେ ଭୟଭୀତ ହୋଇପଡିଛନ୍ତି ।…
Read More...

ଅଘୋଷିତ ବିଦ୍ୟୁତ କାଟ, ଜରୁରୀ ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ : ରାଜ୍ୟର ୪ବିତରଣ କମ୍ପାନୀର ସିଇଓଙ୍କୁ ଡକାଯାଇଥିବା…

କନକ ବ୍ୟୁରୋ : ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଜରୁରୀ ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ । ଆସନ୍ତା ସୋମବାର ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଲୋକସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ବୈଠକରେ ରାଜ୍ୟର ୪ ବିତରଣ କମ୍ପାନୀର ସିଇଓଙ୍କୁ ଡକାଯାଇଥିବା ସୂଚନା…
Read More...

‘ଦାଢି ବଢେଇ ଲାଡେନ୍ ହେଲେଣି ରାହୁଲ… ଗଜନୀ ଭଳି ଭୁଲିଯାଉଛନ୍ତି ନୀତିଶ’: ବିହାର ବିଜେପି ଅଧ୍ୟକ୍ଷଙ୍କ ବାକ୍…

କନକ ବ୍ୟୁରୋ: ବିହାର ବିଜେପି ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ବିବାଦୀୟ ବୟାନ ଦେଇଛନ୍ତି । ଅରରିୟାରେ ଏକ ଜନସଭାକୁ ସମ୍ବୋଧନ କରିବାକୁ ଯାଇ ରାହୁଲ ଗାନ୍ଧୀଙ୍କୁ ଆତଙ୍କବାଦୀ ଲିଡର ଓସାମା ବିନ୍ ଲାଡେନ ସହ ରାହୁଲଙ୍କୁ ତୁଳନା କରିଛନ୍ତି । ସେ…
Read More...

ବିଦ୍ୟୁତ୍ ଆଘାତରେ ମାଆ-ପୁଅ ମୃତ । ସୋରରୁ ଆସିଲା ଦୁଃଖଦ ଘଟଣା

କନକ ବ୍ୟୁରୋ : ସୋରରୁ ଆସିଲା ଏକ ଦୁଃଖଦ ଖବର । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଛି । ବାଲେଶ୍ୱର ଖଇରା ଥାନା ନାହୁଲ ଗାଁରୁ ଏଭଳି ଏକ ଅଘଟଣର ଖବର ସାମ୍ନାକୁ ଆସିଛି । ବିଦ୍ୟୁ ଆଘାତରେ ତିଳୋତ୍ତମା ଦାସ ଓ ତାଙ୍କ ପୁଅ ରାମଚନ୍ଦ୍ରଙ୍କର ମୃତ୍ୟୁ ହୋଇଛି । ସୂଚନା…
Read More...

ଇଣ୍ଟରନେଟରେ ନିଷିଦ୍ଧ ହେବ ୧୧ ପ୍ରକାର ପୋଷ୍ଟ : ଡିଜିଟାଲ ଇଣ୍ଡିଆ ବିଲ୍ ପ୍ରସ୍ତୁତ କରିଛନ୍ତି ସରକାର

କନକ ବ୍ୟୁରୋ : ଏଣିକି ଇଣ୍ଟରନେଟରେ ମନଇଛା ଆଉ କେହି ପୋଷ୍ଟ କରିପାରିବନି । ନିଷିଦ୍ଧ ହେବ ୧୧ ପ୍ରକାର ପୋଷ୍ଟ । ଡିଜିଟାଲ ଦୁନିଆକୁ ସମସ୍ତଙ୍କ ପାଇଁ ସୁରକ୍ଷିତ ଓ ଭରସାଯୋଗ୍ୟ କରିବା ପାଇଁ ଡିଜିଟାଲ ଇଣ୍ଡିଆ ବିଲ ପ୍ରସ୍ତୁତ କରିଛନ୍ତି ସରକାର । ସେଥିରେ ୧୧ ପ୍ରକାର ବିଷୟବସ୍ତୁକୁ ନିଷିଦ୍ଧ…
Read More...

ସାରା ରାଜ୍ୟରେ ଅସହ୍ୟ ତାତି : ସକାଳୁ ଜଳୁଛି ପଶ୍ଚିମ ଓଡ଼ିଶା; ଉଚ୍ଚ ଆଦ୍ରତା ଯୋଗୁଁ ଉପକୂଳରେ ଗୁଳୁୁଗୁଳି ଅନୁଭୁତ

କନକ ବ୍ୟୁରୋ : ସାରା ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି । ସକାଳୁ ଜଳୁଛି ପଶ୍ଚିମ ଓଡ଼ିଶା । ଉଚ୍ଚ ଆଦ୍ରତା ଯୋଗୁଁ ଉପକୂଳରେ ଅସହ୍ୟ ଗୁଳୁୁଗୁଳି ଅନୁଭୁତ ହେଉଛି । ଆହୁରି ୫ ଦିନ କଲବଲ କରିବ ତାତି । ଜୁନ୍ ୧୬ ପରଠୁ ବଦଳିପାରେ ପାଗ । ଅସହ୍ୟ ଗରମରୁ ଆଶ୍ୱସ୍ତି ପାଇପାରନ୍ତି ରାଜ୍ୟବାସୀ ।…
Read More...

ସେନା ବର୍ଦ୍ଦିରେ ପହଞ୍ଚିଲେ ଉଗ୍ରବାଦୀ , ଘରୁ ଡାକିନେଇ ଗୁଳି ବର୍ଷାଇଲେ । ମଣିପୁରରେ ହିଂସାର ଭୟଙ୍କର ରୂପ

କନକ ବ୍ୟୁରୋ: ମଣିପୁରରେ ରାଜ୍ୟ ଓ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ପରେ ବି ହିଂସା ଥମିବାର ନାଁ ନେଉନି । ଚାରିଆଡେ ସୁରକ୍ଷା ବଳୟ ଥିବା ସତ୍ତେ୍ୱ କିଛି ଉଗ୍ରବାଦୀ ଘଟାଇଛନ୍ତି ଭୟଙ୍କର ଘଟଣା । ସୂଚନା ମୁତାବକ, ମଣିପୁର ଇମ୍ଫାଲ ବେଷ୍ଟ ଜିଲ୍ଲାରେ ସୁରକ୍ଷାବଳ ଯବାନଙ୍କ ବେଶରେ ଆସି…
Read More...

ଓଡ଼ିଶା ଆସିବେ ଅମିତ ଶାହା : ମହା ଜନସମ୍ପର୍କ ଅଭିଯାନ ସମାବେଶରେ ଦେବେ ଉଦବୋଧନ

କନକ ବ୍ୟୁରୋ : ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହା । ଆସନ୍ତା ୧୭ ତାରିଖରେ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବେ । ମହା ଜନସମ୍ପର୍କ ଅଭିଯାନରେ ଢେଙ୍କାନାଳରେ ହେବାକୁ ଥିବା ଜନସମାବେଶରେ ସାମିଲ ହେବେ ଅମିତ ଶାହା । ସମାବେଶରେ ଗୃହମନ୍ତ୍ରୀ ଅମିତ ଶାହା ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।…
Read More...

କିପରି ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ ଏକ୍ସପ୍ରେସ୍ ? ତଦନ୍ତ ଜାରି ରଖିଛି ସିବିଆଇ ଟିମ୍

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଜାରି ରଖିଛି ସିବିଆଇ । ଆଜି ବି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛନ୍ତି ସିବିଆଇର ଅଧିକାରୀ । କରମଣ୍ଡଳ ଏକ୍ସପ୍ରେସ୍ କିପରି ଦୁର୍ଘଟଣାଗ୍ରସ୍ତ ହେଲା ? ମେନ୍ ଲାଇନରେ…
Read More...

ରଖିଲେ ହରି ମାରେ କିଏ? ଦୁର୍ଘଟଣାର ୪୦ ଦିନ ପରେ ଆମାଜନ୍‌ ଜଙ୍ଗଲରୁ ଜୀବନ୍ତ ଉଦ୍ଧାର ହେଲେ ବିମାନ ଦୁର୍ଘଟଣାରୁ…

କନକ ବ୍ୟୁରୋ: କଥାରେ ଅଛି ରଖିଲେ ହରି ମାରେ କିଏ । ଏହାର ଆଉ ଏକ ପ୍ରମାଣ ମିଳିଛି ବିଶ୍ୱର ସୁବଠାରୁ ବଡ ଓ ଘଞ୍ଚ ଆମାଜନ୍ ଜଙ୍ଗଲରୁ । ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ୪ଜଣ ପିଲାଙ୍କୁ ପ୍ରାୟ ୪୦ ଦିନର ବ୍ୟାପକ ତଲାସ ଅଭିଯାନ ପରେ ଆମାଜନ୍‌ ଘନ ଜଙ୍ଗଲରୁ ଜୀବନ୍ତ ଉଦ୍ଧାର କରାଯାଇଥିବା କଥା…
Read More...