Browsing Category

ନ୍ୟୁଜ୍

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ । ଲଣ୍ଡନର ଦ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ ମ୍ୟାଚ୍ ।

କନକ ବ୍ୟୁରୋ : ଆଜିଠୁ ଭାରତ-ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ । ଲଣ୍ଡନର ଦ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ ମ୍ୟାଚ୍ । ଏହି ଐତିହାସିକ ଓଭାଲ ପଡିଆରେ ବର୍ତମାନୁ ସୁଦ୍ଧା ୧୦୪ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ୮୮ ମ୍ୟାଚରେ ଟସ୍ ଜିତିଥିବା ଅଧିନାୟକ ବ୍ୟାଟିଂ କରିବାକୁ ପସନ୍ଦ…
Read More...

ପରିଚୟ ମିଳୁନଥିବା ମୃତଦେହର ଦିଲ୍ଲୀରେ ହେବ ଡିଏନଏ ଟେଷ୍ଟ । ୧୨୩ ମୃତଦେହର ଡିଏନ୍ଏ ଟେଷ୍ଟ ପାଇଁ ହୋଇଛି ନମୁନା ସଂଗ୍ରହ

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପରିଚୟ ମିଳୁନଥିବା ମୃତଦେହର ଦିଲ୍ଲୀରେ ହେବ ଡିଏନଏ ଟେଷ୍ଟ । ଅଚିହ୍ନା ଓ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ମୃତଦେହର ଡିଏନଏ ଟେଷ୍ଟ କରାଯିବ । ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ଚିହ୍ନଟ ହୋଇନଥିବା ୫୨ଟି…
Read More...

ଋଷ କଲା ପ୍ରଳୟଙ୍କରୀ ଆକ୍ରମଣ। ୟୁକ୍ରେନରେ ହେବ ଜଳପ୍ରଳୟ!

କନକ ବ୍ୟୁରୋ:  ପ୍ରଖର ସ୍ରୋତରେ ବୋହୁଛି ପାଣି । ମାନୁନି ବାଡ଼ବନ୍ଧ । ୟୁକ୍ରେନର ଖାରସେନ ସହର ଆଡକୁ ମାଡିଚାଲିଛି ଡ୍ୟାମର ପାଣି । ୟୁକ୍ରେନର ସବୁଠୁ ବଡ ଡ୍ୟାମ୍ ନୋବା କଖୋବ୍କା । ଯାହାକୁ ଏବେ ମିସାଇଲ ମାଡ଼ କରି ଧ୍ୱଂସ କରିଛି ରୁଷ ସେନା । ୟୁକ୍ରେନର ଦକ୍ଷିଣରେ ଥିବା ଏହି ଡ୍ୟାମ୍ ଦେଶର…
Read More...

ଅଣାୟତ୍ତ ହେଉଛି ମଣିପୁର ସ୍ଥିତି, ଉପଦବ୍ରୀଙ୍କ ଉତ୍ପାତରେ ଜଳୁଛି ରାଜ୍ୟ

କନକ ବ୍ୟୁରୋ: ଦିନକୁ ଦିନ ସଂଗୀନ ହେଉଛି ପୂର୍ବୋତ୍ତର ରାଜ୍ୟ ମଣିପୁର । ବିଭିନ୍ନ ଚେଷ୍ଟା ସତ୍ୱେ ଏଠାରେ ଥମୁନି ହିଂସା । ଜୁନ ୪ତାରିଖରୁ ପୁଣି ହିଂସା ଆରମ୍ଭ ହେବା ସହ ବିଗିଡିଛି ରାଜ୍ୟର ସ୍ଥିତି । ସୁରକ୍ଷାକର୍ମ ଓ ଉପଦ୍ରବୀଙ୍କ ମଧ୍ୟରେ ବିଭିନ୍ନ ସ୍ଥାନରେ ଗୁଳିମାଡ ଘଟଣା ସାମ୍ନାକୁ ଆସୁଛି…
Read More...

ରେଳ ଦୁର୍ଘଟଣାକୁ ନେଇ ମୁହାଁମୁହିଁ ବିଜେପି-ଟିଏମସି। ଦୁର୍ଘଟଣା ପଛରେ ଟିଏମସିର ଷଡ଼ଯନ୍ତ୍ର ଅଭିଯୋଗ

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ ମୁହିାଁମୁହିଁ ହୋଇଛନ୍ତି ବିଜେପି ଓ ଟିଏମସି । ତିନି ଟ୍ରେନ ଦୂର୍ଘଟଣାରେ ସିବିଆଇ ତଦନ୍ତ ଦ୍ୱାରା କୌଣସି ଲାଭ ମିଳିବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିବା ପରେ ଏହାର ଜବାବ ଦେଇଛି ବିଜେପି । କରମଣ୍ଡଳ…
Read More...

ରେଳ ସୁରକ୍ଷା ନେଇ ବଡ଼ ପଦକ୍ଷେପ। ସୁରକ୍ଷିତ ହେବ ସିଗନାଲିଂ ସିଷ୍ଟମ କ୍ୟାବିନ୍

କନକ ବ୍ୟୁରୋ: ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୭୮ ଜଣଙ୍କ ମୃତ୍ୟୁ ହେବା ପରେ ରେଳ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତିି କେନ୍ଦ୍ର ସରକାର । ସିଗନାଲିଂ ସିଷ୍ଟମ ଫେଲ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି । କିନ୍ତୁ କେଉଁ ପରିସ୍ଥିତିରେ କାହା ଭୁଲ ଯୋଗୁ ସିଗନାଲ…
Read More...

ଦୁର୍ଘଟଣାଗ୍ରସ୍ତ ଟ୍ରେନର ବଗି ଭିତରୁ ମୃତକ ଓ ଆହତଙ୍କୁ ଠାବ କରୁଛି ଡଗ ସ୍କ୍ୱାର୍ଡ, ନେତୃତ୍ୱ ନେଉଛି ଏନଡିଆରଏଫ୍ ଟିମ୍

କନକ ବ୍ୟୁରୋ : ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ବଗି ଗୁଡିକରୁ ମୃତ ଓ ଆହତଙ୍କୁ ଠାବ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ଏନଡିଆରଏଫର ଏହି ଡଗ୍ ସ୍ୱାର୍ଡ । ଯେଉଁସବୁ ବଗି ଭିତରେ, ଉଦ୍ଧାରକାରୀ ଦଳ ପଶିବା କଷ୍ଟକର ହୋଇଥିଲା, ସେଠି କେହି ଯାତ୍ରୀ ଫସି ରହିଛନ୍ତି କି ନାହିଁ, ଠାବ କରିବାରେ…
Read More...

ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ଧୂଆଁ । ଭୟରେ ଓହ୍ଲାଇପଡିଲେ ଯାତ୍ରୀ

କନକ ବ୍ୟୁରୋ : ବାହାନାଗା ଟ୍ରେନ ଟ୍ରାଜେଡିର ଲୋମହର୍ଷଣକାରୀ ଦୃଶ୍ୟ ମନରୁ ନ ଲିଭୁଣୁ ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ଧୂଆଁ ବାହାରିଛି । ବ୍ରହ୍ମପୁର ଷ୍ଟେସନରେ ଟ୍ରେନ ଅଟକିଥିବାବେଳେ ଏସି ବଗିରୁ ହଠାତ୍ କିଛି ଗନ୍ଧ ବାହାରୁଥିବା ଦେଖିବାକୁ ମିଳିଥିଲା । ଫଳରେ ଯାତ୍ରୀମାନେ ଭୟଭୀତ…
Read More...

ଅନ୍ୟର ଜୀବନ ବଂଚାଇବାକୁ ଛାତିକୁ ପଥର କରି ଦେଇଥିଲେ ଏନଡିଆରଏଫ ଯବାନ । କନକ ନ୍ୟୁଜ କ୍ୟାମେରାରେ ବୟାନ କଲେ ସେ ସମୟର…

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ସ୍ଥଳରୁ ଯେଉଁ ସବୁ ଚିତ୍ର ସାମ୍ନାକୁ ଆସିଛି,ତାହା ଦେଖିଲା ବେଳକୁ ଦେହ ଶୀତେଇ ଯାଉଛି । ଯେଉଁ ଘଟଣାର ଚିତ୍ର ଆମେ ଟିଭି କିମ୍ବା ମୋବାଇଲରେ ଦେଖିବା ବି ସମ୍ଭବ ହେଉନାହିଁ, ସେହିଭଳି ସ୍ଥାନରେ ଅନ୍ୟର ଜୀବନ ବଂଚାଇବା ପାଇଁ ଛାତିକୁ ପଥର କରି ଠିଆ…
Read More...

ଗଦା ଗଦା ଶବ ଭିତରେ ଜୀବିତ ଥିଲା ବିଶ୍ୱଜିତ, ମୃତ ଭାବି ଶବଗଦା ଭିତରେ ପକାଇ ଦେଇଥିଲେ ଉଦ୍ଧାରକାରୀ ଟିମ୍

କନକ ବ୍ୟୁରୋ : ଶବ ଉପରେ ଶବ ଥିଲା । ଆଉ ଶବର ମେଳରେ ଜୀବନ ଛଟପଟ ହେଉଥିଲା । କେହି ଜାଣି ବି ନଥିଲେ ଯେ, ଶବର ଗଦା ଭିତରେ ଗୋଟିଏ ଜୀବନ ବଂଚିଥିଲା । ଅଚାନକ୍୍ ଶବର ଏହି ଦଗା ଭିତରେ ଜଣଙ୍କର ହାତ ହଲିଥିଲା । ଯେଉଁ ଅବସ୍ଥାରେ ଶବ ଗୁଡ଼ିକ ରଖାଯାଇଥିଲା, କାହାରିକୁ ସନ୍ଦେହ ବି ହୋଇନଥିଲା ।…
Read More...