Browsing Category

ନ୍ୟୁଜ୍

ମହଙ୍ଗା ପଡିଲା ମାଛରଙ୍କା ପକ୍ଷୀଧରି ନିର୍ଯାତନା ମାମଲା , ଗିରଫ ହେଲେ ଅଭିଯୁକ୍ତ

କନକ ବ୍ୟୁରୋ : ମାଛରଙ୍କା ପକ୍ଷୀ ଧରି ଭିଡିଓ କରିବା ପଡିଲା ମହଙ୍ଗା । ଗିରଫ ହେଲେ ରାଜକନିକା ଅଞ୍ଚଳର ଅଭିଯୁକ୍ତ ଗୁରୁ ଦଳାଇ । ଚିଙ୍ଗୁଡି ଘେରିରେ ପଶି ମାଛ ଖାଇଯାଇଥିଲା ମାଛରଙ୍କା । ଏହପରେ ଫାସ ପକାଇ ମାଛରଙ୍କାଟିକୁ ଧରିଥିଲେ ଗୁରୁ ଦଳାଇ । ଏମିତିକି ମାଛରଙ୍କା ପକ୍ଷୀକୁ ଧରି ନିର୍ଯାତନା…
Read More...

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ : ମାତ୍ରାଧିକ ଔଷଧ ସେବନ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା

କନକ ବ୍ୟୁରୋ : ଏମକେସିଜି ମେଡିକାଲ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ସିନିୟର ରେସିଡେଣ୍ଟ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଶୁବାନୀ ପଟ୍ଟନାୟକ । ମାତ୍ରାଧିକ ଔଷଧ ସେବନ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା । ପ୍ରାଥମିକ ତଦନ୍ତ ପରେ ପୋଲିସ ପକ୍ଷରୁ…
Read More...

ପଶ୍ଚିମ ଓଡିଶାରେ ତାତି ବଢିବା ବେଳେ ଅଘୋଷିତ ବିଦ୍ୟୁତ କାଟ : ଅସହ୍ୟ ଗରମରେ ହନ୍ତସନ୍ତ ହେଉଛନ୍ତି ଲୋକେ, ବିଜେପିର…

କନକ ବ୍ୟୁରୋ : ରାଜ୍ୟରେ ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ବିଜେପିର ବିକ୍ଷୋଭ । ବାଲେଶ୍ୱର ଭୋଗରାଇ ଥାନା ଛକଠାରେ ବିଜେପି କର୍ମୀମାନେ ବିକ୍ଷୋଭ କରିଛନ୍ତି । ଦଳୀୟ କର୍ମୀମାନେ ହାତରେ ପ୍ଲାକାର୍ଡ ଧରି ଥାନା ଛକରୁ ବାହାରି ଦେହୁର୍ଦା ବିଦ୍ୟୁତ ସେକ୍ସନ ଅଫିସ୍ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ…
Read More...

ବେଲାରୁସ ପହଞ୍ଚିଲା ଋଷର ପରମାଣୁ ଅସ୍ତ୍ର । ରାଷ୍ଟ୍ରପତି ଲୁକାଶେଂକୋ କହିଲେ, ଏହା ହିରୋସୀମା ଓ ନାଗାସାକି ଉପରେ…

କନକ ବ୍ୟୁରୋ : ଋଷ ତାର ପରମାଣୁ ଅସ୍ତ୍ରକୁ ଏବେ ବେଲାରୁସରେ ପହଂଚାଇଛି । ଏନେଇ ବେଲାରୁସର ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶେଂକୋ ସୂଚନା ଦେଇଛନ୍ତି । ଋଷର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଲୁକାଶଂକୋ କହିଛନ୍ତି କି ଏବେ ଆମକୁ ଋଷ ତରଫରୁ ମିଜାଇଲ ଓ ବୋମା ମିଳିଛି । ଏହି ବୋମା ୧୯୪୫…
Read More...

କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ : ପ୍ରାଣ ବିକଳରେ ତିନି ମହଲା ତଳକୁ ଡେଇଁ ପଡିଲେ ବିଦ୍ୟାର୍ଥୀ

କନକ ବ୍ୟୁରୋ : ଦିଲ୍ଲୀ ମୁଖାର୍ଜୀ ନଗର ସ୍ଥିତ ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ । ଜୀବନ ବଞ୍ଚାଇବା ପାଇଁ ତୃତୀୟ ମହଲାରୁ ଡେଇଁ ପଡିଛନ୍ତି କିଛି ଛାତ୍ରଛତ୍ରୀ । ମୁଖାର୍ଜୀ ନଗରରେ ଥିବା ଜ୍ଞାନା ବିଲଣ୍ଡିଂରେ ଅନେକ କୋଚିଂ ସେଣ୍ଟର ରହିଛି । ନିଆଁ ଲାଗିବା ପରେ ପ୍ରାଣ ବିକଳରେ ସେଠାରେ…
Read More...

ସରୁନି ଭତ୍ତା ଯାତନା : ଭତ୍ତା ଆଣିବାକୁ ଯିବା ବେଳେ ରାସ୍ତା ମଝିରେ ଅସୁସ୍ଥ ହୋଇପଡିଲେ ବୃଦ୍ଧ; ପ୍ରବଳ ଖରା ଯୋଗୁଁ…

କନକ ବ୍ୟୁରୋ : କେବେ ସରିବ ଭତ୍ତା ଯାତନା । ବାର୍ଦ୍ଧକ୍ୟ କାଳରେ ଭତ୍ତା ପାଇଁ ପଞ୍ଚାୟତରୁ ବ୍ୟାଙ୍କ ଦଉଡି ଦଉଡି ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ । ସେମିତି ଜଣେ ବୃଦ୍ଧା ଭତ୍ତା ଟଙ୍କା ଆଣିବାକୁ ଗଲାବେଳେ ରାସ୍ତାରେ ପଡି ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ୍ ସାଙ୍କୁଡା…
Read More...

ଲ୍ୟାଣ୍ଡଫଲ ପୂର୍ବରୁ ‘ବିପର୍ଯ୍ୟୟ’ ରଚୁଛି ତାଣ୍ଡବ, ପ୍ରବଳ ବର୍ଷା ସହିତ ଅଶାନ୍ତ ସମୁଦ୍ର

କନକ ବ୍ୟୁରୋ : ଆଉମାତ୍ର କେତେ ଘଣ୍ଟା ପରେ ଗୁଜରାଟର ଜଖାଓ ଠାରେ ଲ୍ୟାଣ୍ଡଫଲ କରିବାକୁ ଯାଉଛି । ହେଲେ ଏବେଠାରୁ ସମୁଦ୍ର ଭିତରେ ୨ରୁ ୩ମିଟର ଉଚ୍ଚରେ ଲହଡି ଉଠିବା ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ବିପର୍ଯ୍ୟୟ ଗୁଜରାଟରୁ ଏବେ ୧୮୦ କିଲୋମିଟର ଦୂରରେ ରହିଛି । ହେଲେ ଏବେଠାରୁ ଗୁଜରାଟର…
Read More...

ମାଡି଼ ଆସୁଛି ‘ବିପର୍ଯ୍ୟୟ’ : କେତେବେଳେ କରିବ ଲ୍ୟାଣ୍ଡଫଲ ? କ’ଣ କହିଲେ ଅହମଦାବାଦ ପାଣିପାଗ ନିର୍ଦ୍ଦେଶକ

କନକ ବ୍ୟୁରୋ : ଗୁଜରାଟ ତଟ ଆଡକୁ ମୁହାଁଉଛି ବାତ୍ୟା ବିପର୍ଯ୍ୟୟ । ଆଜି ସଂଧ୍ୟାରେ ଗୁଜରାଟର ସୌରାଷ୍ଟ୍ର, କଚ୍ଛ ଏବଂ ପାକିସ୍ତାନର ଉପକୂଳ ଅଂଚଳରେ ସ୍ଥଳଭାଗ ଛୁଇଁବ । ଗତ ୬ ଘଂଟା ହେବ ବାତ୍ୟା ଘଂଟା ପ୍ରତି ୫ କିଲୋମିଟର ବେଗରେ ଗତି କରୁଛି । ଏବେ ବାତ୍ୟା ଗୁଜରାଟର ଜଖଉ ପୋର୍ଟଠାରୁ ୧୮୦,…
Read More...

ସର୍ବଭାରତୀୟସ୍ତରରେ କୀର୍ତ୍ତିମାନ ସ୍ଥାପନ କଲା ‘ପ୍ରୟାସ’ : ୮୨ ଛାତ୍ରଛାତ୍ରୀ ରଖିଛନ୍ତି ୬୦୦ରୁ ଉର୍ଦ୍ଧ୍ୱ ନମ୍ବର

କନକ ବ୍ୟୁରୋ : ସର୍ବଭାରତୀୟସ୍ତରରେ ନିଟ୍  ପ୍ରବେଶିକା ପରୀକ୍ଷାରେ କୀର୍ତ୍ତିମାନ ସ୍ଥାପନ କରିଛି ପ୍ରୟାସ କ୍ଲାସେସ୍  । ବ୍ୟାସନଗର ସହରରେ ୨୦୧୬ରେ ପ୍ରତିଷ୍ଠିତ ପ୍ରୟାସ କେବଳ ସାରା ଓଡ଼ିଶାରେ ନୁହେଁ ଏବେ ସମଗ୍ର ଭାରତରେ ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନର ମାନ୍ୟତା ହାସଲ କରିଛି । ଅନୁଷ୍ଠାନର…
Read More...

ନାବାଳିକା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡନ ମାମଲାରେ ବ୍ରିଜଭୂଷଣଙ୍କୁ ଦିଲ୍ଲୀ ପୋଲିସର କ୍ଲିନଚିଟ୍, ପଟିଆଲା ହାଉସ…

କନକ ବ୍ୟୁରୋ : ଦିଲ୍ଲୀ ପୋଲିସ ତରଫରୁ ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲାରେ ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କୁ କ୍ଲିନଚିଟ୍ ଦିଆଯାଇଛି । ସେପଟେ ଦିଲ୍ଲୀ ପୋଲିସ ତରଫରୁ ବ୍ରିଜଭୂଷଣଟଙ୍କ ବିରୋଧରେ ୭ଜଣ କୁସ୍ତିଯୋଦ୍ଧା ଆଣିଥିବା ଅଭିଯୋଗ ଉପରେ ଯାଂଚ କରି ଦୁଇଟି କୋର୍ଟରେ…
Read More...