Browsing Category

ଦେଶ ବିଦେଶ

ଅନାସ୍ଥା ପ୍ରସ୍ତାବ ବିତର୍କରେ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ଘେରିଲେ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ କାହିଁକି…

କନକ ବ୍ୟୁରୋ : ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ରାହୁଲ ଗାନ୍ଧୀ କ’ଣ ବିବୃତି ରଖିବେ, ସେହି ଅପେକ୍ଷାରେ ଥିଲେ ଉଭୟ ଶାସକ ଓ ବିରୋଧୀ । ରାହୁଲ ଯେଉଁଭଳି ଢଙ୍ଗରେ ଗୃହରେ ବିତର୍କ ରଖିଲେ, ବୋଧହୁଏ ପୂର୍ବରୁ ତାଙ୍କର ଏଭଳି ଆଭିମୁଖ୍ୟ ଦେଖିବାକୁ ମିଳିନଥିଲା । ମଣିପୁର ପ୍ରସଙ୍ଗକୁ…
Read More...

ମଣିପୁର ହିଂସା ଉପରେ ସଂସଦରେ ବିବୃତି ରଖିଲେ ଗୃହମନ୍ତ୍ରୀ ଅମିତ୍ ଶାହା । କହିଲେ, ମଣିପୁରରେ ହୋଇଛି ହିଂସାର ତାଣ୍ଡବ

କନକ ବ୍ୟୁରୋ : ଲୋକସଭାରେ ବିରୋଧୀଙ୍କ ଆଗତ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ଜାରି ରହିଛି । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସରକାରଙ୍କ ପକ୍ଷରୁ ନିଜ ମତ ରଖି ବିରୋଧୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି । ଅମିତ ଶାହ ରାହୁଲ ଗାନ୍ଧି ନାଁ ନ ନେଇ କହିଛନ୍ତି, ଗୃହର…
Read More...

ଅନାସ୍ଥାକୁ ନେଇ ସଂସଦରେ ମହାବିତର୍କ: ବିରୋଧୀଙ୍କ ପ୍ରଶ୍ନର ଜବାବ ରଖିଲେ ଅମିତ ଶାହା, ରାହୁଲଙ୍କୁ କଡ଼ା ସମାଲୋଚନା

କନକ ବ୍ୟୁରୋ: ଲୋକସଭାରେ ବିରୋଧୀଙ୍କ ଆଗତ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ଜାରି ରହିଛି । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସରକାରଙ୍କ ପକ୍ଷରୁ ନିଜ ମତ ରଖି ବିରୋଧୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି । ଅମିତ ଶାହ ରାହୁଲ ଗାନ୍ଧି ନାଁ ନ ନେଇ କହିଛନ୍ତି, ଗୃହର…
Read More...

ରାହୁଲଙ୍କ ବ୍ୟବହାରକୁ ନେଇ ବିବାଦ । ଫ୍ଲାଇଙ୍ଗ୍ କିସ୍ ଦେଇଥିବା ଅଭିଯୋଗ । ବାଚସ୍ପତିଙ୍କୁ ବିଜେପି ସାଂସଦଙ୍କ ଫେରାଦ

କନକ ବ୍ୟୁରୋ: ଲୋକସଭାରେ ବୁଧବାର ଅନାସ୍ଥା ପ୍ରସ୍ତାବ ବିତର୍କବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବ୍ୟବହାରକୁ ନେଇ ପୁଣିଥରେ ବିବାଦ ମୁଣ୍ଡ ଟେକିଛି । ସଂସଦରେ ନିଜ ବକ୍ତବ୍ୟ ରଖିବା ପରେ ରାହୁଲ ଗାନ୍ଧୀ ବିଜେପିର ମହିଳା ସାଂସଦଙ୍କୁ ଫ୍ଲାଇଙ୍ଗ୍ କିସ୍ କରିଥିବା ଅଭିଯୋଗ ହୋଇଛି । ରାହୁଲ…
Read More...

ସଂସଦ ଅଧିବେଶନ ପୂର୍ବରୁ କେମିତି ଆସିଲା ଲଜ୍ଜାଜନକ ଭିଡିଓ : ଅମିତ ଶାହା

କନକ ବ୍ୟୁରୋ : ବିରୋଧୀ ମେଣ୍ଟ ମୋଦୀ ସରକାରଙ୍କ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ୨ଦିନ ହେବ ଚର୍ଚ୍ଚା ଚାଲିଛି । ଆଜି ପ୍ରଥମେ କଂଗ୍ରେସ ସାଂସଦ ସଂସଦର ଆଲୋଚନାରେ ସାମିଲ ହୋଇ ମଣିପୁର ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ଏହାର ଜବାବରେ ସଂସଦରେ ଅମିତ୍…
Read More...

ଅନାସ୍ଥା ଆଲୋଚନାରେ ଭାଗ ନେଇ ବର୍ଷିଲେ ରାହୁଲ । ରାବଣର ଉଦାହରଣ ଦେଇ କହିଲେ, ଦୁଇ ଜଣଙ୍କ କଥା ଶୁଣୁଛନ୍ତି ମୋଦୀ । କଡ଼ା…

କନକ ବ୍ୟୁରୋ: ସିଧା ଟାର୍ଗେଟ୍, ସାଣିତ ଆକ୍ରମଣ । ଭାରତ ଯୋଡ଼ୋ ଯାତ୍ରାର ଅଭିଜ୍ଞତାରୁ ଅଭିଭାଷଣ କରିଥିବା ରାହୁଲ ଗାନ୍ଧୀ, ଯେତେବେଳେ ମଣିପୁର ଘଟଣାକୁ ଆସିଥିଲେ, ଶାସକ ଶିବିରର ସଦସ୍ୟ ହଙ୍ଗାମା ଆରମ୍ଭ କରିଦେଇଥିଲେ । ଶାସକ ଦଳର ସଦସ୍ୟମାନେ ରାହୁଲଙ୍କ ବୟାନ ସମୟରେ ବାଧା ଦେବାକୁ ଭରପୁର ଉଦ୍ୟମ…
Read More...

ବୁନ୍ଦେଲଖଣ୍ଡର ଗରିବ ମହିଳା କଳାବତୀଙ୍କ ଘଟଣାକୁ ନେଇ ରାହୁଲ ଗାନ୍ଧୀଙ୍କୁ ଘେରିଲେ ଅମିତ ଶାହା । କହିଲେ, ରାହୁଲ ଯାହା…

କନକ ବ୍ୟୁରୋ : ସଂସଦରେ ଆଜି ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ପ୍ରଥମେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବାର କିଛି ସମୟ ପରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କଂଗ୍ରେସ ଓ ଅନ୍ୟ ବିରୋଧୀଦଳଙ୍କୁ ଟାର୍ଗେଟ କରି ସଂସଦରେ ନିଜର ବୟାନ ରଖିଛନ୍ତି । ଏହି କ୍ରମରେ ଅମିତ ଶାହା ରାହୁଲ…
Read More...

ସଂସଦରେ ଗିରିଧର ଗମାଙ୍ଗଙ୍କ କଥା କହିଲେ ଅମିତ ଶାହା: ଗମାଙ୍ଗଙ୍କ ଗୋଟିଏ ଭୋଟ ଯୋଗୁଁ ଭାଙ୍ଗିଯାଇଥିଲା ବାଜପେୟୀ ସରକାର!

କନକ ବ୍ୟୁରୋ: ଅନାସ୍ଥା ପ୍ରସ୍ତାବକୁ ନେଇ ଲୋକସଭାରେ ଚାଲିଛି ଆଲୋଚନା । ପ୍ରଧାନମନ୍ତ୍ରୀଙ୍କ ଶାସନ ସମୟରେ ହୋଇଥିବା ସଫଳତା ବିଷୟରେ ବକ୍ତବ୍ୟ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି ସମୟରେ ସେ ପୂର୍ବରୁ ବିଜେପି ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବିଷୟରେ କହିଛନ୍ତି । ୧୯୯୯ ମସିହାରେ…
Read More...

ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ବୟାନ ରଖିଲେ ଗୃହମନ୍ତ୍ରୀ । କହିଲେ, ମୋଦୀଙ୍କ ନେତୃତ୍ୱାଧୀନ ସରକାର ଉପରେ ରହିଛି…

କନକ ବ୍ୟୁରୋ : ମଣିପୁର ପ୍ରସଙ୍ଗରେ ବିରୋଧୀମେଣ୍ଟ କେନ୍ଦ୍ର ସରକାରଙ୍କ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ସଂସଦରେ ବୟାନ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି କ୍ରମରେ ଗୃହମନ୍ତ୍ରୀ କଂଗ୍ରେସ ସମେତ ତମାମ୍ ବିରୋଧୀଦଳଙ୍କ ଉପରେ ବର୍ଷିଛନ୍ତି । ଗୃହମନ୍ତ୍ରୀ କହିଛନ୍ତି କି…
Read More...

ଆସାମକୁ ଭାରତରୁ ଅଲଗା କରିବାକୁ ଚଳାଇଛନ୍ତି ଉଗ୍ରବାଦୀ ସଂଗଠନ, ଜାଣନ୍ତୁ ଆସାମ ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କୁ ଅତିଥି…

କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବଶ୍ୱଶର୍ମା ଉଗ୍ରବାଦୀ ସଂଗଠନ ୟୁଏଲଏଫଏ (ସ୍ୱତନ୍ତ୍ର) ର କମାଣ୍ଡର ପରେଶ ବରୁଆଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିଛନ୍ତି । ଏନେଇ ହିମନ୍ତ ବିଶ୍ୱଶର୍ମା କହିଛନ୍ତି କି, ୟୁଏଲଏଫଏ ମୁଖ୍ୟ ବଦଳୁଥିବା ଆସାମକୁ ଦେଖିବା ଦରକାର । ହିମନ୍ତ ବିଶ୍ୱଶର୍ମା…
Read More...