Browsing Category

ଦେଶ ବିଦେଶ

ଦେଶରେ କମିପାରେ ଟମାଟୋ ଟେନସନ । ଭାରତକୁ ଶସ୍ତା ଦରରେ ଟମାଟୋ ରପ୍ତାନୀ କରିବ ନେପାଳ

କନକ ବ୍ୟୁରୋ : ଟମାଟୋର ମାତ୍ରାଧିକ ଦରବୃଦ୍ଧି ଯୋଗୁଁ ସୃଷ୍ଟି ହୋଇଥିବା ଚିନ୍ତା ଏବେ ଦୂର ହୋଇପାରେ । କାରଣ ଶସ୍ତା ମୂଲ୍ୟରେ ଭାରତକୁ ଟମାଟୋ ଯୋଗାଇବ ନେପାଳ । ଆକାଶଛୁଆଁ ଟମାଟୋ ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବାବେଳେ ନେପାଳର ସାହାଯ୍ୟ ଲୋଡ଼ିଛନ୍ତି । ଆଉ ଭାରତ କଥାରେ…
Read More...

ଆଇନରେ ପରିଣତ ହେଲା ଦିଲ୍ଲୀ ସେବା ବିଲ । ଅଧ୍ୟାଦେଶରେ ମୋହର ମାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କନକ ବ୍ୟୁରୋ : ଆଇନରେ ପରିଣତ ହେଲା ଦିଲ୍ଲୀ ସେବା ବିଲ୍ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଲକୁ ଅନୁମୋଦନ କରିଛନ୍ତି । କେନ୍ଦ୍ରସରକାର ଏନେଇ ଏକ ଅଧିସୂଚନା ଜାରି କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଗଷ୍ଟ ୧ ତାରିଖରେ ସଂସଦରେ ଦିଲ୍ଲୀ ସରକାର ସଂଶୋଧନ ବିଲ ଆଗତ କରିଥିଲେ ।…
Read More...

ତାମିଲନାଡୁ ଉଟିରେ ପହଁଚି ଟୋଡା ସମ୍ପ୍ରଦାୟଙ୍କୁ ଭେଟିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ପାରମ୍ପାରିକ ପୋଷାକ ପିନ୍ଧି…

କନକ ବ୍ୟୁରୋ : ଲୋକସଭା ସଦସ୍ୟତା ଫେରିପାଇବା ପରେ ବଢ଼ିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଆତ୍ମବିଶ୍ୱାସ । ସେପଟେ ଭାରତ ଯୋଡ ଯାତ୍ରା ପରେ ମଧ୍ୟ ତାଙ୍କର ଲୋକପ୍ରିୟତା ବେଶ ବଢିଛି । ଏହା ଭିତରେ ପ୍ରଥମ ଥର ପାଇଁ ତାମିଲନାଡୁ ଓ କେରଳଗସ୍ତ କରିଛନ୍ତି ରାହୁଲ । ଶନିବାର ପ୍ରଥମେ ତାମିଲନାଡୁର…
Read More...

ବଲିଉଡର ଏହିସବୁ ସିନେମା, ଯାହା ଦେଖାଇଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସଂପର୍କର କାହାଣୀ

କନକ ବ୍ୟୁରୋ : ସନି ଦେଓଲ ଓ ଅମୀଷା ପଟେଲଙ୍କ ନୂଆ ସିନେମା ଗଦର-୨କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ବକ୍ସ ଅଫିସରେ ମଧ୍ୟ ଏହା ଭଲ ରୋଜଗାର କରିବା ଆରମ୍ଭ କରିଛି । ଏହି ସିନେମାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସଂପର୍କ ଦେଖିବାକୁ ମିଳିଛି । ହେଲେ ଗଦର-୨ କେବଳ ଗୋଟିଏ ସିନେମା ନୁହେଁ…
Read More...

ଶାହବାଜ ଶରିଫଙ୍କ ଇସ୍ତଫା ପରେ ନିଷ୍ପତ୍ତି, ଅନୱର ଉଲ୍ ହକ୍ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପାକିସ୍ତାନରେ ନ୍ୟାନସାଲ ଆସେମବ୍ଲି ଭଙ୍ଗ ହେବା ପରେ ଏବେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିରୋଧୀଦଳର ନିର୍ବତମାନ ନେତା ରାଜା ରିୟାଜଙ୍କୁ ନ୍ୟାସନାଲ ଆସେମବ୍ଲି କହିଛି କି ଅନୱର ଉଲ୍ ହକ୍ କାକରଙ୍କୁ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଚୟନ…
Read More...

ନାନୋ ୟୁରିୟା ଭଳି ଏବେ ଇଫକୋ ପ୍ରସ୍ତୁତ କରିବ ନାନୋ ଡିଏପି, କାରଖାନାର ଶିଳାନ୍ୟାସ କଲେ ଗୃହମନ୍ତ୍ରୀ

କନକ ବ୍ୟୁରୋ : ଚାଷୀଭାଇମାନଙ୍କ ପାଇଁ ଖୁସିଖବର । ଏବେ ନାନୋ ୟୁରିୟା ଭଳି ଚାଷୀଙ୍କୁ ମିଳିବ ନାନୋ ଡିଏପି । ଏନେଇ ଇଫକୋ କମ୍ପାନୀ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗୁଜରାଟର ଗାନ୍ଧୀଧାମ ଠାରେ ଇଫକୋ ଦ୍ୱାରା ଆରମ୍ଭ କରାଯାଇଥିବା ନାନୋ ଡିଏପି କାରଖାନାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର…
Read More...

ବୁମରାହଙ୍କ ପାଇଁ ବଡ ଚ୍ୟାଲେଞ୍ଜ: ବିନା ହେଡ୍ କୋଚରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ ଭାରତ!

କନକ ବ୍ୟୁରୋ: ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ଟିମ ଇଣ୍ଡିଆକୁ ଫେରିବେ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରାହ । ଆଉ ଏହି ସିରିଜରେ ବୁମରାହଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ହେଲେ ସିରିଜ ଆରମ୍ଭ ହେବା ଆଗରୁ ବୁମରାହଙ୍କ ପାଇଁ ଟେନସନ ବଢିଯାଇଛି । ଏହି ସିରିଜ ତାଙ୍କ ପାଇଁ ଗୋଟିଏ ବଡ…
Read More...

ଦିପାବଳୀ ଦିନ ହେବ ଧମାଲ: ବିଶ୍ୱକପରେ ଦିପାବଳୀ ଦିନ ଏହି ଦଳକୁ ଭେଟିବ ଭାରତ 

କନକ ବ୍ୟୁରୋ: ପାଖେଇ ଆସୁଛି ୨୦୨୩ କ୍ରିକେଟ ବିଶ୍ୱକପ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଆଉ ଏହି ବିଶ୍ୱକପକୁ ଆୟୋଜନ କରିବାକୁ ଯାଉଛି ଭାରତ । ୫ ଅକ୍ଟୋବରରୁ ଆରମ୍ଭ ହୋଇ ନଭେମ୍ବର ୧୯ ଯାଏଁ ଚାଲିବ ବିଶ୍ୱକପ ମହାସମର । ଆଉ ଏହି ସମୟ ମଧ୍ୟରେ ଭାରତରେ ନବରାତ୍ରୀ, ଦଶହରା, ଦୀପାବଳି ଓ ଛଟ…
Read More...

ମାତ୍ର ଗୋଟିଏ ଭୁଲ ପାଇଁ ଖାଲି ହୋଇଗଲା ଆକାଉଣ୍ଟ: ୧୦୦ ଟଙ୍କାର ଲୋଭ ଦେଖାଇଲେ, ଲକ୍ଷାଧିକ ଟଙ୍କା ଲୁଟିନେଲେ

କନକ ବ୍ୟୁରୋ: ଇନଷ୍ଟାଗ୍ରାମରେ ଆସୁଛି କି ଏମିତି ମେସେଜ । ତାହେଲେ ହୋଇଯାଆନ୍ତୁ ସାବଧାନ । ନଚେତ ଆପଣ ବି ହୋଇପାରନ୍ତି ଠକାମୀର ଶିକାର । ଲୋଭ ଦେଖାଇ ଆପଣଙ୍କଠାରୁ ଲୁଟି ପାରନ୍ତି ଲକ୍ଷାଧିକ ଟଙ୍କା । ପ୍ରଥମେ ୧୦୦, ପରେ ୨୦୦, ପରେ ୫୦୦ ଆଉ ତା ପରେ ହଜାରେ ଏମିତି ଟଙ୍କା ପଠାଇ ଆପଣଙ୍କ…
Read More...

ମଣିପୁର ସାଂସଦଙ୍କ ଗମ୍ଭୀର ଅଭିଯୋଗ । କହିଲେ, ମଣିପୁର ପ୍ରସଙ୍ଗରେ ଆମକୁ କହିବାର ସୁଯୋଗ ଦିଆଗଲା ନାହିଁ

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ସହଯୋଗୀ ଦଳ ନାଗା ପିପୁଲ୍ସ ଫ୍ରଣ୍ଟର ଏକମାତ୍ର ସାଂସଦ ମଣିପୁରକୁ ନେଇ ବଡ ବୟାନ ଦେଇଛନ୍ତି । ଏନପିଏଫ ସାଂସ ଲୋରହୋ ପଫୋଜ କହିଛନ୍ତି କି ମଣିପୁର ପ୍ରସଙ୍ଗରେ ସଂସଦରେ ମୋତେ କହିବାର ସୂୁଯୋଗ ଦିଆଗଲା ନାହିଁ, ମୁଁ ଯେତେବେଳେ କହିବାକୁ ଚାହିଁଲି ସେତେବେଳେ…
Read More...