Browsing Category

ଦେଶ ବିଦେଶ

ଲୋକସଭାରେ ଗୃହମନ୍ତ୍ରୀ ଆଣିଲେ ଆଇନ ପରିବର୍ତ୍ତନ ନେଇ ୩ଟି ବିଲ୍ । ଜାଣନ୍ତୁ ଆଇପିସି ଓ ସିଆରପିସି ଧାରାରେ କଣ ହେବ…

କନକ ବ୍ୟୁରୋ : ଲୋକସଭାରେ ସଂସଦୀୟ ସ୍ଥାୟୀ କମିଟିକୁ ୩ଟି ବିଧେୟକ ପଠାଯାଇଛି । ଯାହାର ଉଦ୍ଦେଶ୍ୟ ରହିଛି ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ପୁନରୁଦ୍ଧାର କରିବା । ଏହି ଉଦ୍ଦେଶ୍ୟରେ ଗୃହମନ୍ତ୍ରୀ ଅମିତ୍ ଶାହା ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଉପସ୍ଥାପନ କରିଥିଲେ । ଭାରତୀୟ…
Read More...

ଦଳରେ କିଏ ପାଇବ ସ୍ଥାନ, ତାହାର କିଛି ଗ୍ୟାରେଣ୍ଟି ନାହିଁ । କାହିଁକି ଅଧିନାୟକ ରୋହିତ ଶର୍ମା କହିଲେ ଏମିତି କଥା?

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ ସିରିଜ ଖେଳୁଥିବା ଟିମ୍ ଇଣ୍ଡିଆରେ ଏବେ ଜୋରଦାର ଏକ୍ସପେରିମେଣ୍ଟ ଚାଲିଛି । ପ୍ରତି ଫର୍ମାଟରେ ନୂଆ ନୂଆ ଖେଳାଳୀଙ୍କୁ ସୁଯୋଗ ଦେଉଛି ଟିମ୍ ମ୍ୟାନେଜମେଣ୍ଟ । ଏପରିକି ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ କିଛି ଏଭଳି ଦେଖିବାକୁ ମିଳିଥିଲା…
Read More...

ସେନା ଚାହିଁଥିଲେ ୨ ଦିନରେ ମଣିପୁର ହିଂସା ରୋକିପାରିଥାନ୍ତା । ହେଲେ ପ୍ରଧାନମନ୍ତ୍ରୀ ମଣିପୁରକୁ ଜଳିବାକୁ ଛାଡିଦେଲେ ।…

କନକ ବ୍ୟୁରୋ: ମଣିପୁର ମୁଦ୍ଦା ଉପରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଲୋକସଭାରେ କାଟ୍ ଖାଇବା ପରେ ଆଜି ଏନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଲୋକସଭାରେ ୨ ଘଣ୍ଟା ୧୩ ମିନିଟ୍ ଭାଷଣ ଦେଲେ, ହେଲେ ଏହା…
Read More...

ଦେଶରୁ ହଟିଯିବ ଦେଶଦ୍ରୋହ ମାମଲା! ମୃତ୍ୟୁଦଣ୍ଡାଦେଶ ବଦଳିଯିବ ଆଜୀବନ କାରାଦଣ୍ଡ ।

କନକ ବ୍ୟୁରୋ: ବଦଳିଯିବ ବ୍ରିଟିଶ ଆଇନ । ଦେଶରୁ ହଟିବ ଆଇପିସି, ସିଆରପିସି ଏବଂ ଆଇଇଏ । ଏହାକୁ ନେଇ ଲୋକସଭାରେ ତିନୋଟି ବିଲ୍ ଆଗତ କରିଛନ୍ତି କେନ୍ଦ୍ର ସରକାର । ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରୀକ ସୁରକ୍ଷା ସଂହିତା -୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ବିଧେୟକ -୨୦୨୩ ବିଲକୁ ଆଜି…
Read More...

ସମ୍ପତ୍ତି ବିକି ଫେରାର ହୋଇଗଲେ ଦୁଇ ପୁଅ, ଝିଅ ବି ଘରେ ପୁରାଇଲାନି…  କନ୍ଦେଇଦେବ ରାସ୍ତାରେ ବୁଲୁଥିବା ଏ ମା’ର…

କନକ ବ୍ୟୁରୋ: ୮୦  ବର୍ଷର ବୃଦ୍ଧା ବର୍ଷାରେ ଭିଜୁଥିଲେ ଏବଂ କଇଁକଇଁ ହୋଇ କାନ୍ଦୁଥିଲେ । ଏହା କିଛି ସହୃଦୟ ଲୋକଙ୍କ ଆଖିରେ ପଡିଥିଲା ଏବଂ ସେମାନେ ପୁଲିସକୁ ଖବର ଦେଇଥିଲେ । ତୁରନ୍ତ ଜଣେ ଥାନାଧିକାରୀ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ବୃଦ୍ଧାଙ୍କୁ ପ୍ରଥମେ ଖାଇବାକୁ ଦେଇ ହସ୍ପିଟାଲ…
Read More...

ଜାଲ ଦସ୍ତଖତ ମାମଲାରେ ଆପ୍ ସାଂସଦ ରାଘବ ଚଢାଙ୍କ ପାଇଁ ବଢିଲା ଅଡୁଆ, ରାଜ୍ୟସଭାରୁ ନିଲମ୍ବିତ

କନକ ବ୍ୟୁରୋ : ଜାଲ ଦସ୍ତଖତ ମାମଲାରେ ଆପ୍ ସାଂସଦ ରାଘବ ଚଢାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି । ଏହା ପୂର୍ବରୁ ଆପର ଅନ୍ୟତମ ସାଂସଦ ସଂଜୟ ସିଂଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ଏହି ଦୁଇ ସାଂସଦ ବିଶେଷଅଧିକାର ସମିତିର ନିଷ୍ପତ୍ତି ନଆସିବା ଯାଏ ରାଜ୍ୟସଭାକୁ ପ୍ରବେଶ କରିପାରିବେ…
Read More...

ବିରୋଧୀ ମେଣ୍ଟର ଇଣ୍ଡିଆ ନାମ ବିରୋଧରେ ସୁପ୍ରିମକୋର୍ଟରେ ହୋଇଥିଲା ଅଭିଯୋଗ । ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ : ବିରୋଧୀମେଣ୍ଟର ନାମ ଇଣ୍ଡିଆକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । କୋର୍ଟ କହିଛନ୍ତି କି, ଏଭଳି ମାମଲା କୋର୍ଟକୁ ନଆଣି ନିର୍ବାଚନ କମିଶନରଙ୍କ ପାଖରେ ରଖାଯିବା ଦରକାର । ସୁପ୍ରିମକୋର୍ଟ ଏହି ମାମଲାରେ ସିଧାସଳଖ ଶୁଣାଣି କରିପାରିବ…
Read More...

ଜୁଲାଇ ୧୮ ତାରିଖରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଆଜିଠାରୁ ଅର୍ନିର୍ଦ୍ଧିଷ୍ଠ କାଳ ପାଇଁ ସ୍ଥଗିତ, ଶେଷ ଦିନରେ…

କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ ତାରିଖରେ ଆରମ୍ଭ ହୋଇଥିଲା ଓ ଆଜି ଅର୍ଥାତ ଅଗଷ୍ଟ ୧୧ ତାରିଖରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ସ୍ଥଗିତ ରଖାଯାଇଛି । ୨୨ ଦିନର ଏହି ଅବଧୀ ମଧ୍ୟରେ ମୋଟ ୧୬ଟି ବୈଠକ ଅନୁଷ୍ଠିତ ହୋଇଛି । ହେଲେ ୧୮ ଜୁଲାଇରୁ ଅଗଷ୍ଟ ୧୨ ତାରିଖ ମଧ୍ୟରେ ୧୮ଟି ବୈଠକ…
Read More...

ପାକିସ୍ତାନରେ କେମିତି ସାଧାରଣ ନିର୍ବାଚନ ହୁଏ ?

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ନ୍ୟାସନାଲ ଆସେମ୍ବ୍ଲିକୁ ଭଙ୍ଗ କରିଦେଇଛନ୍ତି। ପାକିସ୍ତାନର ସମ୍ବିଧାନ ଅନୁଯାୟୀ ନିର୍ବାଚନ ଆୟୋଗ ଆଗାମୀ ୯୦ ଦିନ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ କରିବାକୁ ବାଧ୍ୟ। ଶାହାବାଜ ସରକାରଙ୍କ ପତନ ପରେ ବର୍ତ୍ତମାନ କାର୍ଯ୍ୟନିର୍ବାହୀ…
Read More...

ବଦଳିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ୍ ! ଲୋକସଭାରେ ବିଲ୍ ଉପସ୍ଥାପିତ

କନକ ବ୍ୟୁରୋ: ଲୋକଭାରେ ଚାଲିଥିବା ମୌସୁମୀ ଅଧିବେଶନର ଶେଷ ଦିନରେ ଆଇନକାନୁନ ସମ୍ବନ୍ଧିତ ୩ଟି ବିଲ୍ ଉପସ୍ଥାପନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏଥିରେ ରହିଛି ଭାରତୀୟ ନ୍ୟାୟ ସଂହିତା ୨୦୨୩ ବିଲ୍, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ବିଲ୍ ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ବିଲ୍ ।…
Read More...