Browsing Category

ଦେଶ ବିଦେଶ

ଆସାମକୁ ଭାରତରୁ ଅଲଗା କରିବାକୁ ଚଳାଇଛନ୍ତି ଉଗ୍ରବାଦୀ ସଂଗଠନ, ଜାଣନ୍ତୁ ଆସାମ ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କୁ ଅତିଥି…

କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବଶ୍ୱଶର୍ମା ଉଗ୍ରବାଦୀ ସଂଗଠନ ୟୁଏଲଏଫଏ (ସ୍ୱତନ୍ତ୍ର) ର କମାଣ୍ଡର ପରେଶ ବରୁଆଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିଛନ୍ତି । ଏନେଇ ହିମନ୍ତ ବିଶ୍ୱଶର୍ମା କହିଛନ୍ତି କି, ୟୁଏଲଏଫଏ ମୁଖ୍ୟ ବଦଳୁଥିବା ଆସାମକୁ ଦେଖିବା ଦରକାର । ହିମନ୍ତ ବିଶ୍ୱଶର୍ମା…
Read More...

ବଦଳିଲା କ୍ରିକେଟ ବିଶ୍ୱକପ କାର୍ଯ୍ୟସୂଚୀ। ଭାରତ-ପାକିସ୍ତାନ ମ୍ୟାଚ ସମେତ ୯ ମ୍ୟାଚରେ ପରିବର୍ତ୍ତନ 

କନକ ବ୍ୟୁରୋ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ଆସନ୍ତା ଅକ୍ଟୋବର ୫ରୁ ଖେଳାଯିବ । ଏହାର ଫାଇନାଲ ନଭେମ୍ବର ୧୯ରେ ଅନୁଷ୍ଠିତ ହେବ । ଆଇସିସି ବର୍ତ୍ତମାନ ନୂଆ ଖେଳସୂଚୀ ଜାରିକରିଛି । ସୂଚୀ ଅନୁସାରେ ଭାରତ-ପାକିସ୍ତାନ ମ୍ୟାଚ ସମେତ ୯ ମ୍ୟାଚରେ ପରିବର୍ତ୍ତନ କରାଯାଇଛି ।…
Read More...

ଲୋକସଭାରେ ଅମିତ ଶାହାଙ୍କ ବକ୍ତବ୍ୟ: କହିଲେ, ଭ୍ରମ ସୃଷ୍ଟି ପାଇଁ ଏଥର ଅଣାଯାଇଛି ଅନାସ୍ଥା ପ୍ରସ୍ତାବ

କନକ ବ୍ୟୁରୋ: ଲୋକସଭାରେ ଅନାସ୍ଥା ପ୍ରସ୍ତାବକୁ ନେଇ ଆଲୋଚନା । ଲୋକସଭାରେ ବକ୍ତବ୍ୟ ରଖୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସ୍ୱାଧୀନତା ପରଠୁ ୨୭ ଥର ଅନାସ୍ଥା ପ୍ରସ୍ତାବ ଆସିଛି । ସରକାରଙ୍କ ଉପରେ ଜନତାଙ୍କର ଅନାସ୍ଥା ନାହିଁ । ବିପକ୍ଷ ଦଳର ଉଦ୍ଦେଶ୍ୟ ଲୋକଙ୍କୁ ଭୂଆଁ ବୁଲାଇବା ।…
Read More...

ଭାରତ ସରକାରଙ୍କୁ ମାଲାମାଲ୍ କଲା ବିସିସିଆଇ । ଗୋଟିଏ ଆର୍ଥିକ ବର୍ଷରେ ୧୧୫୯ କୋଟି ଟଙ୍କା ଦେଲା ଟ୍ୟାକ୍ସ ।

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ବୋର୍ଡ ଭାବେ ବିସିସିଆଇ ବେଶ ପ୍ରସିଦ୍ଧ । ଆଇପିଏଲ ହେଉ କି ଅନ୍ୟ କିଛି, ସବୁଥିରୁ ମୋଟା ଅଙ୍କର ଟଙ୍କା ଆଦାୟ କରିଥାଏ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ । ହେଲେ ଏବେ ବିସିସିଆଇକୁ ନେଇ ଆସିଛି ରୋଚକ ଖବର । କେବଳ ନିଜେ ମୋଟା ଅଙ୍କର ଟଙ୍କା…
Read More...

ଋଷର “ଲୁନା-୨୫” ମିଶନ୍ : ୪୭ ବର୍ଷ ପରେ ଋଷ ଆରମ୍ଭ କରିବ ଚନ୍ଦ୍ର ଅଭିଯାନ । ଭାରତର ‘ଚନ୍ଦ୍ରାୟନ-୩’ ପ୍ରତିଦ୍ୱନ୍ଦିତା…

କନକ ବ୍ୟୁରୋ : ଇସ୍ରୋର ଚନ୍ଦ୍ରାୟନ-୩ ପରେ ପରେ ରୁଷ ମଧ୍ୟ ଅଗଷ୍ଟ ୧୦ ତାରିଖରେ ତାର ଚନ୍ଦ୍ର ମିଶନ ଆରମ୍ଭ କରିବାକୁ ଯାଉଛି । ଏହି ମିଶନର ନାମ ହେଉଛି ‘ଲୁନା -୨୫’ । ଦୀର୍ଘ ୪୭ ବର୍ଷ ପରେ ରୁଷ ଚନ୍ଦ୍ରକୁ ଏକ ଲ୍ୟାଣ୍ଡର୍ ପଠାଉଛି । ବିଗତ ଲୁନା କାର୍ଯ୍ୟକ୍ରମ ଗୁଡିକରେ ରୁଷ ଅନେକ ସଫଳତା ପାଇଛି…
Read More...

ହରିୟାଣାର ମୁଖ୍ୟଯନ୍ତ୍ରୀ ନିଲମ୍ବିତ, ଦିଲ୍ଲୀରେ ବନ୍ୟା ବେଳେ ଖୋଲାଯାଇନଥିଲା ଯମୁନା ବ୍ୟାରେଜର ୪ ଗେଟ୍

କନକ ବ୍ୟୁରୋ: ହିମାଚଳ, ହରିୟାଣା ସମେତ ସାରା ଉତ୍ତର ଭାରତରେ ଗତ ମାସ ୮ରୁ ୧୧ ଜୁଲାଇ ଯାଏ ପ୍ରବଳ ବର୍ଷା ପରେ ଦିଲ୍ଲୀର ଅନେକ ଅଞ୍ଚଳରେ ବନ୍ୟା ହୋଇଥିଲା । ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପହଞ୍ଚିଥିଲା । ସ୍ଥିତି ଏଭଳି ହୋଇଯାଇଥିଲା ଯେ ସୁପ୍ରିମକୋର୍ଟ ଯାଏ ପାଣି ଆସିଯାଇଥିଲା ।…
Read More...

ଲୋକସଭାରେ ରାହୁଲ ଗାନ୍ଧୀ ଫ୍ଲାଇଙ୍ଗ୍ କିସ୍ କରିଥିବା ଅଭିଯୋଗ: ମହିଳା ସାଂସଦଙ୍କ ଆଡକୁ ଅନାଇ ରାହୁଲ କିସ୍ କରିଥିବା…

କନକ ବ୍ୟୁରୋ: ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଫ୍ଲାଇଙ୍ଗ୍ କିସ୍ କରିଥିବା ଅଭିଯୋଗ । ମହିଳା ସାଂସଦଙ୍କ ଆଡକୁ ଅନାଇ ରାହୁଲ କିସ୍ କରିଥିବା ଅଭିଯୋଗ ଆଣିଲେ ବିଜେପି ସାଂସଦ ସ୍ମୃତି ଇରାନୀ । ରାହୁଲ ନାରୀମାନଙ୍କୁ ଘୃଣା କରୁଥିବା ମଣିଷ କହିଲେ ବିଜେପି ସାଂସଦ ।
Read More...

ଦେଶର ଏହି ରାଜ୍ୟର ନାଁ ଶୀଘ୍ର ବଦଳିବ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ 

କନକ ବ୍ୟୁରୋ: କେରଳ ନାଁ ବଦଳି କେରଲମ୍ କରାଯିବ । ଏହାକୁ ନେଇ କେରଳ ବିଧାନସଭାରେ ସର୍ବସମ୍ମତି ପ୍ରସ୍ତାବ ପାରିତ ହୋଇଛି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ପ୍ରସ୍ତାବରକୁ ଗୃହରେ ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ ରାଜ୍ୟର ନାଁ ମାଲାୟଲମ ଭାଷାରେ କେରଲମ୍ କୁହାଯାଏ । ଅନ୍ୟ ଭାଷାରେ…
Read More...

ସଂସଦ ଟିଭିରେ ମାତ୍ର ୪ ମିନିଟ ଦେଖାଗଲେ ରାହୁଲ! କଂଗ୍ରେସ କହିଲା- ଏକଛତ୍ରବାଦୀ କେତେ ଡରୁଆ ?

କନକ ବ୍ୟୁରୋ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ଚର୍ଚ୍ଚାରେ ଭାଗ ନେଇଛନ୍ତି । ଏବି ସମୟରେ ସେ ଲୋକସଭାରେ ନିଜର ତର୍କ ରଖିଥିଲେ । କଂଗ୍ରେସ ଏହାରି ଭିତରେ ଅଭିଯୋଗ କରିଛି ଯେ ରାହୁଲ ଗାନ୍ଧୀଙ୍କ ଭାଷଣ ବେଳେ ତାଙ୍କୁ ସଂସଦ ଟିଭିର ପରଦାରେ କମ ସମୟ ଯାଏ…
Read More...

ସ୍ମୃତି ଇରାନୀଙ୍କ ଅଭିଯୋଗ : ଭାଷଣ ପରେ ସଂସଦରେ ମହିଳାଙ୍କ ପ୍ରତି ଖରାପ ଇଶାରା କରିଛନ୍ତି ରାହୁଲ ଗାନ୍ଧୀ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବୁଧବାରଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି, ରାହୁଲ ଗାନ୍ଧୀ ସଂସଦରେ ନିଜ ଭାଷଣ ସମାପ୍ତ କରି ବାହାରକୁ ବାହାରିବା ସମୟରେ ମହିଳା ସାଂସଦଙ୍କ ଉର୍ଦ୍ଦେଶ୍ୟରେ ଫ୍ଲାଇଙ୍ଗ୍ କିସ୍…
Read More...